ବିଚାର

ହେ ଭଗବାନ! ୬ ମାସର ଗର୍ଭବତୀ ହେଲା ପରେ ମଧ୍ୟ ଏହି ଝିଅର ବଢିଲା ନାହିଁ ଓଜନ, ଫଟୋ ଦେଖି ଆପଣ ମଧ୍ୟ ରହି ଯିବେ ଚକିତ

ଏହି କଥା ରେ କିଛି ସନ୍ଦେହ ନାହିଁ ଯେ ଯେତେବେଳେ ଗୋଟେ ମହିଳା ଭିତରେ ଗୋଟେ ଛୋଟ ଜୀବନ ବଢିବାକୁ ଲାଗି ଥାଏ ସେହି ସମୟ ମହିଳାଙ୍କ ପାଇଁ ଅତ୍ୟନ୍ତ ଖୁସି ର ସମୟ ହୋଇ ଥାଏ । ଏମିତି ସମୟରେ ମହିଳାଙ୍କ ଶାରୀରିକ ଏବଂ ମାନସିକ ପରିବର୍ତନ ସ୍ଵାଭାବିକ ଅଟେ, ଏହି ସମୟରେ ପ୍ରାୟତଃ ସମସ୍ତଙ୍କୁ ହାତ ଗୋଡ ବିନ୍ଧା ବିନ୍ଧି ହୋଇ ଥାଏ । ଛୁଆ ବଢିବା ସହ ଗର୍ଭବତୀ ମାଁ ଶରୀର ଆକାର ମଧ୍ୟ ପରିବର୍ତିତ ହୋଇ ଥାଏ ।

ତେବେ କଣ ଆପଣ ଏମିତି କାହାକୁ ଦେଖିଛନ୍ତି ଯିଏ ଗର୍ଭବତୀ ହେଲା ପରେ ମଧ୍ୟ ତାଙ୍କ ଶରୀର ଆକାର ବଦଳି ନାହିଁ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ମହିଳା ବିଷୟରେ କହିବାକୁ ଯାଉଛୁ ଯିଏ ଗର୍ଭବତୀ ହେଲା ପରେ ମଧ୍ୟ ତାଙ୍କ ଶରୀର ଆକାର ବଦଳି ନାହିଁ । ଏହି ମହିଳା ଗର୍ଭବତୀ ଅଛି କିନ୍ତୁ ଗର୍ଭବତୀର ଗୋଟେ ଲକ୍ଷଣ ବି ଏହି ମହିଳା ରେ ଦେଖିବାକୁ ମିଳୁ ନାହିଁ ।

ସର୍ବ ପ୍ରଥମେ ଆମେ ଆପଣଙ୍କୁ ତାଙ୍କ ନା କହିଦଉଛୁ ତାଙ୍କ ନା ରେଣା ଅଟେ ସେ ଆମେରିକା ର ସାଉଥ କେରୋଲିନା ରେ ରୁହନ୍ତି, ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ ରେଣାଙ୍କ ବୟସ କେବଳ ୧୮ ବର୍ଷ ଅଟେ ଏବଂ ସେ ଏବେ କେବଳ ସ୍ଟୁଡେନ୍ଟ ଅଛନ୍ତି । ଏହା ଛଡା ରେଣା ନିଜେ ନିଜ ସୋଶିଅଲ ମିଡିଆ ଏକାଉଣ୍ଟ ରେ କହିଛନ୍ତି ଯେ ସେ ୬ମାସ ଗର୍ଭବତୀ ଅଛନ୍ତି । ତାଙ୍କ ଏହି ପୋଷ୍ଟ ଦେଖି କେତେକ ଲୋକ ତାଙ୍କ ଏହି କଥାକୁ ମିଛ ବୋଲି କହୁଛନ୍ତି ତ କେତେ ଲୋକ ମାନୁଚନ୍ତି ଯେ ସେ ଗର୍ଭବତୀ ଅଛନ୍ତି କିନ୍ତୁ ଏହା କହୁଛନ୍ତି ଯେ ରେଣା ଛୁଆ ଅସୁସ୍ଥ ଅଛି ବା ବିକାଶ କରୁ ନାହିଁ ସେଥିପାଇଁ ରେଣା ପେଟ ଏତେ ଫ୍ଲାଟ ଅଛି ।

ଏହି ସବୁ କଥା ଶୁଣିଲା ପରେ ରେଣା ନିଜ ସୋନୋଗ୍ରାଫି ରିପୋର୍ଟ ମଧ୍ୟ ସୋଶିଅଲ ମିଡିଆ ରେ ଦେଇଛନ୍ତି ଏବଂ ସମସ୍ତଙ୍କୁ ଏହା ମଧ୍ୟ କହିଛନ୍ତି ଯେ ଡକ୍ଟର ଅନୁଯାଇ ଛୁଆ ପୂର୍ଣ ରୂପରେ ସ୍ଵସ୍ଥ ଅଛି । ରେଣାଙ୍କ ଅନୁଯାଇ ତାଙ୍କ ଫିଟ ରହିବାର କାରଣ ତାଙ୍କ ଶାକାହାରୀ ଭୋଜନ ଅଟେ ଏବଂ ସେ ନିୟମ ଅନୁସାରେ ପ୍ରତି ଦିନ କାଡିୟୋ ଯୋଗ କରନ୍ତି ଏବଂ ସୁସ୍ଥ ରହିବା ପାଇଁ କୋଲ୍ଡଡ୍ରିଂକ, ଜଙ୍କ ଫୁଡ ଏବଂ ମିଠା ଭଳି ଜିନିଷ ଠାରୁ ଦୂରେଇ ରୁହନ୍ତି ସେଥିପାଇଁ ସେ ଓ ତାଙ୍କ ଛୁଆ ଦୁହେଁ ସୁସ୍ଥ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button