ନୀତି

ସକାଳୁ ସ୍ତ୍ରୀ କିମ୍ବା ପରନାରୀ ସହିତ ଶାରୀରିକ ସମ୍ପର୍କ ରଖିଲେ କ’ଣ ହୋଇଥାଏ ଜାଣନ୍ତୁ ଏହି ଭୟଙ୍କର କଥା

ବନ୍ଧୁମାନେ ଆମ ଜୀବନ ଖୁବ ଵ୍ୟସ୍ତତା ଭିତରେ ବିତିଥାଏ ଆଉ ସେହି ବ୍ୟସ୍ତତା ଭିତରେ ଆମେ ବହୁତ ସମୟରେ ଛୋଟ ବଡ଼ ଅନେକ ଭୁଲ ହେଇଥାଏ ।ତେବେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଖୁବ ପବିତ୍ର ଅଟେ କିନ୍ତୁ ଏହି ସମ୍ପର୍କରେ ଅନେକ ନିୟମ ମାନିବାକୁ ପଡିଥାଏ ।ତେବେ ଆମ ଶାସ୍ତ୍ର ଅନୁସାରେ ଏମିତି ଅନେକ ନୀତି ନିୟମ ରହିଛି ଯାହାକୁ ମାନି ଚଳିଲେ ଆମ ଜୀବନ ଆହୁରି ସୁନ୍ଦର ହେଇଯିବ ।ତେବେ ଆଜି ମଧ୍ୟ କିଛି ନୀତି ନିୟମ ବିଷୟରେ ଜଣାଇବୁ ଯାହାକୁ ଆପଣ ନୀତିଦିନ ସକାଳେ ମାନିବା ଦରକାର ।

-ତେବେ ମନେ ରଖନ୍ତୁ ଆପଣ ନୀତିଦିନ ସକାଳୁ ଉଠି ଗାଧେଇ ପ୍ରଥମେ ତୁଳସୀ ରେ ପାଣି ଦିଅନ୍ତୁ ଆଉ ତମ୍ବା ପାତ୍ରରେ ତୁଳସୀ ପତ୍ର ଦେଇ ଚାରି ଆଡେ ଛିଞ୍ଚିଲେ ଏହା ବହୁତ ଶୁଭ ହୋଇ ଥାଏ ।

-ସକାଳ ସୂର୍ଯ୍ୟକିରଣ ଖୁବ ଉପାଦେୟ ଅଟେ ଶରୀର ପାଇଁ ତେଣୁ ସକାଳ ସୂର୍ଯ୍ୟ କିରଣ ନେଲେ ଶରୀର ସୁସ୍ଥ ରହିଥାଏ ।

-ପ୍ରତିଦିନ ସକାଳୁ ଉଠିଲେ ଆପଣଙ୍କ ଦେହ ମନ ସୁସ୍ଥ ରହିଥାଏ ଆଉ ରୋଗ ପ୍ରତିରୋଧକ ଶକ୍ତି ବଡିବା ସହିତ ଉଚ୍ଚ ରକ୍ତଚାପ ଏବଂ କଲେଷ୍ଟ୍ରଲ ର ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।ମସ୍ତିଷ୍କ ରେ ଅନେକ ସକାରାତ୍ମକ ଭାବନା ଆସି ଥାଏ, ଯାହା ଦ୍ୱାରା କୌଣସି କାର୍ଯ୍ୟ କଲେ ଆମ ମନରେ ଉତ୍ସାହିତ ଆସିଥାଏ ।

-ସକାଳେ ଉଠି ଦୁଇ ପାପୁଲି ଦେଖି ପ୍ରଣାମ କରିବା ଖୁବ ଭଲ ଅଟେ ଆଉ ଗାଈ ପଶୁପକ୍ଷୀଙ୍କୁ ଖାଦ୍ୟ ଦେବା ମଧ୍ୟ ଭଲ ହୋଇଥାଏ ।

-ତେବେ ମନେ ରଖନ୍ତୁ ସକାଳେ ଉଠିବା ପରେ କେବେବି ପ୍ରଥମେ ଆଇନା ଦେଖନ୍ତୁ ନାହିଁ କିମ୍ୱା କୌଣସି ପଶୁ ପକ୍ଷୀଙ୍କର ନାମ ନିଅନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ |

-ସକାଳ ଖୋଲା ପବନ ନେବା ଦ୍ଵାରା ଆପଣଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଠିକ ରହିବା ସହିତ ଫୁସଫୁସ ଏବଂ ବୃକକ ସୁସ୍ଥ ରହିବା ସହ ଆମର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।

-ତେବେ ସକାଳେ ଆପଣ ବ୍ରସ କରିସାରି କିଛି ନିଶ୍ଚିତ ରୂପେ ଖାଇ ନିଅନ୍ତୁ କାରଣ ଖାଲି ପେଟରେ ରହିଲେ ତାହା ଶରୀର ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ ।
-ପ୍ରତିଦିନ ସକାଳେ ଉଠି କିଛି ବ୍ୟା୍ୟାମ କରନ୍ତୁ ଏବଂ ଯୋଗ ମଧ୍ୟ କରନ୍ତୁ ଏହା ଦ୍ୱାରା ଆମ ମନ ଓ ଶରୀର ସୁସ୍ଥ ରହି ଥାଏ |

-ସବୁଠାରୁ ବଡ଼ କଥା ସକାଳୁ ସ୍ତ୍ରୀ କିମ୍ବା ପର ନାରୀ ସହିତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।ଆଉ ଏମିତି କଲେ ମନେ ରଖନ୍ତୁ ଘରେ ସବୁବେଳେ ଅଶାନ୍ତି ଲାଗି ରହିବ ଆଉ ଏବେ ଉନ୍ନତି ହେବ ନାହିଁ କି ଯେତେ ଧନ ଉପାର୍ଜନ କଲେ ସଞ୍ଚୟ କରି ପାରିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button