ଦେଶ ବିଦେଶ

ନିୟମିତ ଶାରୀରିକ ସମ୍ପର୍କ ଦ୍ୱାରା କପଲ୍ସମାନଙ୍କୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ବିବାହରେ ପ୍ରେମ ଏବଂ ଭଲପାଇବାର ଯେତିକି ଆବଶ୍ୟକତା ରହିଛି ଶାରୀରିକ ସଂପର୍କର ମଧ୍ୟ ସେତିକି ଆବଶ୍ୟକତା ରହିଛି। ଏହା ପ୍ରକୃତିର ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଭିନ୍ନ ଆକର୍ଷଣ। ଏହା ଦ୍ୱାରା ସଂପର୍କରେ ନିବିଡ଼ତା ଆସିଥାଏ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହା ଦ୍ୱାରା ଶରୀର ସମ୍ବଦ୍ଧୀୟ କିଛି ରୋଗ ଭଲ ହୋଇଥାଏ। ଆସନ୍ତୁ ଆଲୋଚନା କରିବା କେଉଁ ସମସ୍ତ ଫାଇଦା ମିଳିଥାଏ।

ନିୟମିତ ଶାରୀରିକ ସମ୍ପର୍କ ଦ୍ୱାରା କପଲ୍ସମାନଙ୍କୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ସେକ୍ସୁଆଲ ହେଲଥ ଏକ୍ସପର୍ଟଙ୍କ ଅନୁସାରେ ସମ୍ବଦ୍ଧ ବନାଇବା ଦ୍ୱାରା ପତି ପତ୍ନୀ ଆକ୍ଟିଭ ରହିଥାନ୍ତି। ଏହା ଦ୍ୱାରା ରୋଗ ହେବାର ଆଶଙ୍କା କମ ହୋଇଯାଏ। କେବଳ ସେତିକି ନୁହେଁ ସେକ୍ସୁଆଲି ଆକ୍ଟିଭ କପଲ୍ସଙ୍କ ମଧ୍ୟରେ ଜର୍ମ,ଭାଏରସ ଏବଂ ଅନ୍ୟ ସଂକ୍ରାମକ ରୋଗ ସୃଷ୍ଟି କରୁଥିବା କାରକ ସହିତ ଲଢୁଥିବା କାରକଙ୍କ ସ୍ତର ଅଧିକ ହୋଇଥାଏ।

ନିୟମିତ ଶାରୀରିକ ସମ୍ପର୍କ ଦ୍ୱାରା କପଲ୍ସମାନଙ୍କୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଏକ୍ସପର୍ଟଙ୍କ କହିବା ଅନୁସାରେ ନିୟମିତ ରୂପରେ ସମ୍ବଦ୍ଧ ବନାଇବା ସମୟରେ କପଲ୍ସଙ୍କ ମଧ୍ୟରେ ଲିବିଡୋ ହରମୋନର ସ୍ତର ବଢିଯାଏ। ଏହା ଦ୍ୱାରା ମହିଳାଙ୍କ ରକ୍ତ ସଂଚାର ଭଲ ହୋଇଥାଏ। ରକ୍ତଚାପ ମଧ୍ୟ କମ ହୋଇଥାଏ। ସେକ୍ସୁଆଲ ଇଂଟରକୋର୍ସ ଲୋବର୍ଡ଼ ସେଷ୍ଟୋଲିକ ରକ୍ତଚାପ ପାଇଁ ଦାୟୀ ହୋଇଥାନ୍ତ। କିନ୍ତୁ ଏହା ମାଷ୍ଟରବେସନରେ ହୋଇ ନଥାଏ।

ନିୟମିତ ଶାରୀରିକ ସମ୍ପର୍କ ଦ୍ୱାରା କପଲ୍ସମାନଙ୍କୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଏହା ଦ୍ୱାରା ଏକ ପ୍ରକାରର ବ୍ୟାୟାମ ହୋଇଥାଏ ।ତେଣୁ ମାଂସପେଶୀ ମଜବୁତ ହୋଇଥାଏ। ଏହା ସହିତ ଏମାନଙ୍କର ହାର୍ଟ ରେଟ ମଧ୍ୟ ଭଲ ରହିଥାଏ। ଏକ ଅଧ୍ୟୟନ ଅନୁସାରେ ଯେଉଁ କପଲ୍ସ ଗୋଟିଏ ମାସରେ ୨୦ର ୨୧ ଥର ସମ୍ବଦ୍ଧ ବନାଇଥାନ୍ତି ସେମାନଙ୍କ ମଧ୍ୟରେ ପ୍ରୋଷ୍ଟେଟ କ୍ୟାନସରର ଆଶଙ୍କା କମ ରହିଥାଏ।

ନିୟମିତ ଶାରୀରିକ ସମ୍ପର୍କ ଦ୍ୱାରା କପଲ୍ସମାନଙ୍କୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ପାର୍ଟନରକୁ ଆଲିଙ୍ଗନ ଏବଂ ସ୍ପର୍ଶ କରିବା ଦ୍ୱାରା ଶରୀରରେ ଭଲ ହରମୋନ ସୃଷ୍ଟି ହୋଇଥାଏ। ଏହା ଦ୍ୱାରା ବ୍ରେନରେ କେମିକଲ ରିଲିଜ ହୋଇଥାଏ। ତେଣୁ ମୁଡ ଭଲ ରହିଥାଏ ଏବଂ ଚିନ୍ତା ଦୂର ହୋଇଥାଏ। ଶୋଇବା ପୂର୍ବରୁ ସଂପର୍କ ରଖିବା ଦ୍ୱାରା ଭଲ ନିଦ ହୋଇଥାଏ। ଏକ୍ସପର୍ଟଙ୍କ କହିବା ଅନୁସାରେ ଅର୍ଗାଜିମ ପରେ ଶରୀରରେ ପ୍ରୋଲାକ୍ଟିନ ବାହାରିଥାଏ,ଯାହା ଦ୍ୱାରା ଭଲ ନିଦ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button