ମନୋରଞ୍ଜନ

ଯଦି ଆପଣ ଜିନିୟସ ତେବେ ଏହାର ଉତ୍ତର ଦିଅନ୍ତୁ- କେଉଁ ଦେଶରେ ବାପା ଝିଅ ପରସ୍ପରକୁ ବିବାହ କରିଥାନ୍ତି ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ ।

1- ଗୋଟେ ହାତୀ ଫେବୃଆରୀ ଅପେକ୍ଷା ଜାନୁଆରୀ କାହିଁକି ଅଧିକ ପାଣି ପିଇଥାଏ ?

ଉତ୍ତର- କାରଣ ଜାନୁଆରୀ ଠାରୁ ଫେବ୍ରୁଆରି ରେ ଦିନ ଅଧିକ ହୋଇଥାଏ ।

2- କଳା ଜଙ୍ଗଲର ରାଣୀ ଅଟେ ଲାଲ ପାଣି ପିଇଥାଏ କୁହ କଣ ?

ଉତ୍ତର- ଜୁ ।

3- କେଉଁ ଦେଶରେ ଗୋଟେ ଫୁଲ ର ନାଁ ମୋଦୀ ରଖାଯାଇଛି ?

ଉତ୍ତର- ଇଜରାଇଲ ।

4- 10 ଟଙ୍କିଆ ନୋଟ ରେ କେଉଁ ମନ୍ଦିରର ଫୋଟୋ ଛପା ଯାଇଛି ?

ଉତ୍ତର- କୋଣାର୍କ ସୂର୍ଯ୍ୟ ମନ୍ଦିର ।

5- ଚଷମା କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ଐନେକ ।

6- ସାପ ଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର- କିଙ୍ଗ କୋବ୍ରା ।

7- କେଉଁ ଜୀବ ଯିଏ ଛିଡା ହୋଇ ସୋଇଥାଏ ?

ଉତ୍ତର- ଘୋଡା ।

8- ମଣିଷର ସବୁଠାରୁ ବଡ ଶକ୍ତି କଣ ?

ଉତ୍ତର- ତାର ପରିବାର ।

9- କେଉଁ ପଶୁ ଯିଏ ଅନ୍ଧାରରେ ମଧ୍ୟ ଦେଖିପାରେ ?

ଉତ୍ତର- ଚିତା ।

10- ମଦ ପିଇବା ଦ୍ଵାରା ଆମ ଶରୀରରେ କେଉଁ ପ୍ରଭାବ ପଡିଥାଏ ?

ଉତ୍ତର- ଭୋକ କମିଯାଏ ।

11- ପ୍ୟାନ କାର୍ଡ କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର- ସ୍ଥାୟୀ ଖାତା ସଂଖ୍ୟା ।

12- ପଞ୍ଜାବ ନ୍ୟାସନାଲ ବ୍ଯାଙ୍କ ର ସ୍ଥାପନା କେଉଁ ବର୍ଷ ହୋଇଥିଲା ?

ଉତ୍ତର- 1975 ।

13- କେଉଁ ପଶୁ ମୃତ୍ୟୁ ପରେ ବି ଛିଡା ହୋଇଥାଏ ?

ଉତ୍ତର- ବାଘ ।

14- ଗୋଲାପ ର ସହର କେଉଁ ସହରକୁ କୁହାଯାଏ ?

ଉତ୍ତର- ଚଣ୍ଡିଗଡ ।

15- ସବୁଠାରୁ ବଡ ସାପ ର ନାମ କଣ ?

ଉତ୍ତର- ପାଇଥାନ ।

16- ଏମିତି କେଉଁ ପଶୁ ଅଛି ଯିଏ ଜନ୍ମ ପରେ ଏକ ମାସ ଯାଏଁ ସୋଇଥାଏ ?

ଉତ୍ତର- ଭାଲୁ ।

17- କେଉଁ ଦେଶରେ ଟିକ ଟକ ଚଳାଇବା ଅପରାଧ ଅଟେ ?

ଉତ୍ତର- ଉତ୍ତର କୋରିୟା ।

18- କେଉଁ ସମୁଦ୍ର ରେ ମାଛ ଦେଖାଯାଏ ନାହିଁ ?

ଉତ୍ତର- ମୃତ ସାଗର ।

19- ସାପ କେଉଁ ରଙ୍ଗ ଦେଖିଲେ ପାଗଳ ହୋଇଯାଏ ?

ଉତ୍ତର-ସବୁଜ ।

20- କେଉଁ ଦେଶରେ ବାପା ଝିଅ ପରସ୍ପରକୁ ବିବାହ କରିଥାନ୍ତି ?

ଉତ୍ତର- ବାଙ୍ଗାଲାଦେଶ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button