ଓଡିଶା

ଶ୍ରୀମନ୍ଦିର ବାରିକେଡରେ ଠେଲାପେଲା, ଅଣନିଃଶ୍ବାସୀ ହୋଇ ଦୁଇ ଆହତ

ପୁରୀ – କଟକ ବଡମ୍ବା ସିଂହନାଥ ପୀଠରେ ଭିଡ଼ ଯୋଗୁଁ ଦଳାଚକଟା ପରେ ଆଜି ଶ୍ରୀମନ୍ଦିର ପରିସରରେ ଠେଲାପେଲା ଘଟଣା ହୋଇଛି । ଏଥିରେ ଦୁଇ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ବାରିକେଡରେ ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଶିଶୁ ଏବଂ ଜଣେ ବୟସ୍କ ମହିଳା ଆହତ ହୋଇଛନ୍ତି। ଉଭୟଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button