ଭାରତ ର ରାଷ୍ଟ୍ରପତି ଓ ଆମ ଓଡିଶା ର ଝିଅ Draupadi Murmu ଙ୍କ ଦୁଃଖ ଭରା କାହାଣୀ ଯାହାକୁ ଜାଣିବା ପରେ ଆପଣଙ୍କ ଆଖିରେ ଆଉ ଲୁହ ରହିବ ନାହିଁ
ଦର୍ଶକ ବନ୍ଧୁ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ବର୍ତ୍ତମାନ ଦେଶରେ ମୁଖ୍ୟ ହେବେ ଓଡ଼ିଶାର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏବେ ସାରା ଦେଶରେ ଓଡିଶାର ଚର୍ଚ୍ଚା ଖାଲି ଏତିକି ନୁହେଁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ ୨୦ ଜୁନ ୧୯୫୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁଙ୍କୁ ୬୪ ବର୍ଷ ପୁରିଥିବା ବେଳେ ଜନ୍ମଦିନର ଠିକ୍ ପରବର୍ତ୍ତୀ ଦିନ କେନ୍ଦ୍ରର NDA ତାଙ୍କୁ ରାଷ୍ଟ୍ରପତି ପାର୍ଥି ଭାବେ ପ୍ରେସମିଟ କରି ଘୋଷଣା କରିଛି |
ବିଜେପିର ଏହି ଟାଣୁଆ ନେତ୍ରୀ ଜୀବନରେ ଅନେକ ସଙ୍ଘର୍ଷ କରିଛନ୍ତି ତାଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣଙ୍କ ହୃଦୟ ଥରି ଉଠିବ।ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଅତି ଗରୀବ ପରିବାରରେ ଜନ୍ମଗ୍ରହଣ କରିଥିବା ଦ୍ରୌପଦୀ ବୋହୁତ ଘାତ ପ୍ରତିଘାତ ଭିତରେ ଆଜି ରାଷ୍ଟ୍ରପତି ହୋଇଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ପୁଅ ଓ ଜଣେ ଝିଅ ସେ ସମୟ ଚକ୍ରରେ ନିଜ ଦୁଇ ପୁଅଙ୍କୁ ହରାଇ ସାରିଛନ୍ତି |
୨୦୦୯ ମସିହାରେ ଦ୍ରୌପଦୀ ମୁର୍ମୁଙ୍କ ମୃତ୍ୟୁ ହୋଇଗଲା ସେତେବେଳେ ତାଙ୍କ ବଡ଼ ପୁଅ ବୟସ ଥିଲା ୨୫ ବର୍ଷ ପୁଅକୁ ହରାଇ ପୁରାପୁରି ଭାଙ୍ଗି ପଡ଼ିଥିଲେ ଦ୍ରୌପଦୀ ନଜର ବଡ ପୁଅର ମୃତ୍ୟୁ ପରେ ସେ ଆଧ୍ୟାତ୍ମିକ ଦିଗକୁ ମନ ବଳାଇ ନେଲେ ପୁଣି ୨୦୧୩ ଜାନୁୟାରୀ ୨ ତାଖିଖରେ ତାଙ୍କ ସାନ ପୁଅ ଘରୁ ଗଲେ କିନ୍ତୁ ଆଉ ଫେରିଲେ ନାହିଁ |
ସେ ତାଙ୍କର ଦ୍ୱିତୀୟ ପୁଅକୁ ବି ହରାଇଲେ କେବଳ ଏତିକି ନୁହେଁ ସେହି ୨୦୧୩ ମସିହାରେ ତାଙ୍କ ସାନ ଭାଇ ଓ ମାଆଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ଏହାପରେ ପୁଣି ୨୦୧୪ ମସିହାରେ ସେ ତାଙ୍କ ସ୍ଵାମୀ ଶ୍ୟାମ ଚରଣ ମୂର୍ମୁଙ୍କୁ ମଧ୍ୟ ହରାଇ ବସିଲେ ଦୁଃଖରେ ଏହି ପାହାଡ଼ରେ ସେ ନ ଭାଙ୍ଗି ଆଜିବି ସେ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟ କରୁଛନ୍ତି।