ମନୋରଞ୍ଜନ

ପୁଣି ଥରେ ନିଜ Hot Dance ରେ ସମସ୍ତଙ୍କୁ ପାଗଳ କରୁଛନ୍ତି ହିରୋଇନ Prakruti Mishra, ଦେଖନ୍ତୁ ଭାଇରାଲ Video

ବଲୀଉଡ ଷ୍ଟାରମାନଙ୍କ ଭଳି ବର୍ତ୍ତମାନ ଓଲିଉଡ ଷ୍ଟାରମାନେ ବି ସୋସିଆଲ ମିଡିଆରେ ସବୁବେଳେ କୌଣସି ନା କୌଣସି କାରଣରୁ ଛାଇ ରହୁଛନ୍ତି । କିଏ ନିଜର ବାହାଘରକୁ ନେଇ ତ କିଏ ନୂଆ ସିରିଏଲ, ନୂଆ ଫିଲ୍ମ, ନୂଆ ଫଟୋ ଓ ନୂଆ ଭିଡିଓକୁ ନେଇ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ଓଲିଉଡ ଦୁନିଆର ଆଲବମ ଇଣ୍ଡଷ୍ଟ୍ରି, ଟିଭି ଇଣ୍ଡଷ୍ଟ୍ରି ଓ ଫିଲ୍ମ ଇଣ୍ଡଷ୍ଟ୍ରି କାମ କରୁଥିବା ଷ୍ଟାରମାନେ ପ୍ରାୟତଃ ନିଜର ଭିଡିଓ ଓ ଫଟୋ ଶେୟାର କରିଥାନ୍ତି ।

ଏଥିପାଇଁ ବି ସେମାନେ ଚର୍ଚିତ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଅଟେନ୍ତି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର । ଯିଏକି ପ୍ରାୟତଃ ନିଜର ହଟ ଲୁକ ଓ ହଟ ଡାନ୍ସକୁ ନେଇ ଚର୍ଚାରେ ରହିଥାନ୍ତି । ବର୍ତ୍ତମାନ ପ୍ରକୃତି ମିଶ୍ରଙ୍କ ଗୋଟିଏ ହଟ ଭିଡିଓ ବହୁତ ଭାଇରାଲ ହେଉଛି ।

ଯାହାକୁ ଦେଖି ତାଙ୍କର ଫ୍ୟାନମାନେ ଦିବନା ହୋଇ ଯାଇଛନ୍ତି । କହିଦେଉଛୁ କି ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ବି ପ୍ରକୃତି ମିଶ୍ର ବହୁତ ଫଟୋ ଓ ଭିଡିଓ ଶେୟର କରି ଚର୍ଚାରେ ରହିସାରିଛନ୍ତି । ତାଙ୍କର ପ୍ରାୟତଃ ଭିଡିଓ ଭାଇରାଲ ହୋଇଥାଏ । କହିଦେଉଛୁ କି ପ୍ରକୃତି ମିଶ୍ର ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତ୍ରୀ ଅଟନ୍ତି ଯିଏକି ମୁମ୍ବାଇ ଯାଇ ବଲୀଉଡ ଦୁନିଆରେ କାମ କରିଛନ୍ତି ।

ସେ ହିନ୍ଦୀ ଟିଭି ସିରିଏଲରେ ନଜର ଆସିସାରିଛନ୍ତି । କହିଦେଉଛୁ କି ପ୍ରକୃତି ମିଶ୍ର ପିଲାଦିନୁ ହିଁ ଅଭିନୟ ସହ ଯୋଡି ହୋଇଛନ୍ତି । ପ୍ରକୃତି ମିଶ୍ରଙ୍କ ପିତା ବି ଜଣେ ଗାୟକ ଓ ଅଭିନେତା ଅଟନ୍ତି । ପ୍ରକୃତି ମିଶ୍ର ଓଲିଉଡର କେତେକ ଫିଲ୍ମରେ ବାଳକଳାକାର ରୂପରେ କାମ କରିଛନ୍ତି । କିଛି ଦିନ ପରେ ସେ ବାବୁସାନଙ୍କ ସହ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସିବେ । ଏହି ଫିଲ୍ମର ଶୁଟିଙ୍ଗ ଚାଲିଛି ।

ଯାହାକି ଆଉ କିଛି ଦିନ ପରେ ରିଲିଜ ହେବ । କହିଦେଉଛୁ କି  ପ୍ରକୃତି ମିଶ୍ର ବହୁତ ଓଡିଆ ଆଲବମ, ଓଡିଆ ଫିଲ୍ମ ଓ ଓଡିଆ ସିରିଏଲରେ କାମ କରିସାରିଛନ୍ତି । ଦର୍ଶକମାନେ ବି ତାଙ୍କୁ ବହୁତ ଭଲ ପାଇବା ଦିଅନ୍ତି । କହିଦେଉଛୁ କି ସୋସିଆଲ ମିଡିଆରେ ତାଙ୍କୁ ଲକ୍ଷ ଲକ୍ଷ ଲୋକମାନେ ଫାଲୋ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button