Liveକ୍ରୀଡା

ବିଶ୍ୱକପ୍ ଫାଇନାଲରେ ଭାରତର ଗୁପ୍ତ ଖେଳାଳି ଙ୍କ ହେବ ଏଣ୍ଟ୍ରି! ଫାଇନାଲ ପାଇଁ ବ୍ରହ୍ମାସ୍ତ୍ରକୁ ଲୁଚାଇ ରଖିଛନ୍ତି ରୋହିତ ଶର୍ମା

ବିଶ୍ଵକପ ଫାଇନାଲ ମ୍ୟାଚ ପାଇଁ ଅଧିନାୟକ ରୋହିତ ଶର୍ମା ରଖିଛନ୍ତି ବ୍ରହ୍ମାସ୍ତ୍ର । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । କିଏ ସେହି ବ୍ରହ୍ମାସ୍ତ୍ର ଯିଏ କି ବିଶ୍ଵକପ ଫାଇନାଲ ରେ ଆସିବେ । ଆଉ ଅଷ୍ଟ୍ରେଲିୟା କୁ ଧୂଳିସାତ କରିବେ । ଇତିହାସ କହିଥାଏ ଅଷ୍ଟ୍ରେଲିୟା କୁ ହରାଇବା ଏତେ ସହଜ ହୁଏ ନାହିଁ ବିପକ୍ଷ ଦଳ ରେ । ଆଉ ଏହି ଥର ଅଷ୍ଟ୍ରେଲିୟା ସହ ଭାରତ ଫାଇନାଲ ମ୍ଯାଚ ଖେଳିବ ।

ଯେଉଁଥି ରେ ରୋହିତ ଶର୍ମା କୁଆଡେ ବ୍ରହ୍ମାସ୍ତ୍ର ବ୍ୟବହାର କରିବାକୁ ଯାଉଛନ୍ତି । ଏଭଳି ଏକ ପ୍ଲେୟାର ଙ୍କୁ ରୋହିତ ଶର୍ମା ରଖିଛନ୍ତି ଯାହାକୁ ଦେଖି ଅଷ୍ଟ୍ରେଲିୟା ଖେଳାଳି ମାନେ ଛାନିଆ ହୋଇଯିବେ । କାରଣ ସେହି ପ୍ଲେୟର ଜଣକ ଏଭଳି ବୋଲିଙ୍ଗ କରନ୍ତି ଯାହା ପାଇଁ ଅଷ୍ଟ୍ରେଲିୟା ବ୍ୟାଟର ସହଜରେ ରନ କରି ପରାନ୍ତି ନାହିଁ । ଚଳିତ ଥର ବିଶ୍ଵକପରେ ଭାରତ ଆଶ୍ଚର୍ଯ୍ୟ ଜନକ ପ୍ରଦର୍ଶନ କରିଛି ।

ଭାରତ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିୟା ବିରୁଦ୍ଧରେ ଖେଳିଥିଲା ଓ ଜିତିଥିଲା ମଧ୍ୟ । ଆଉ ସେସ ମ୍ଯାଚ ମଧ୍ୟ ଅଷ୍ଟ୍ରେଲିୟା ସହ ଖେଳିବ ଭାରତ । ଫାଇନାଲ ମ୍ୟାଚ ପାଇଁ ରୋହିତ ରଖିଛନ୍ତି ଏକ ଅସ୍ତ୍ର ଯାହାଙ୍କୁ ସେ ଲୁଚାଇ ରଖିଥିବା କୁହା ଯାଉଛି । ଆଉ ହୋଇପାରେ ଏହି ଫାଇନାଲ ମ୍ଯାଚରେ ସେହି ଅସ୍ତ୍ର ରେ ବ୍ୟବହାର ହେବେ । ଆଉ ଏଭଳି ଖେଳିବେ ଯାହା ପାଇଁ ଅଷ୍ଟ୍ରେଲିୟା ଖେଳାଳୀ ମାନେ ଧୁଳି ଚାଟି ଦେବେ ।

ତେବେ ବାସ୍ତବରେ ରୋହିତ ଶର୍ମା ଗତ 6ଟି ମ୍ଯାଚରେ ଦଳରେ କୌଣସି ପରିବର୍ତ୍ତନ କାର୍ତ୍ତି ନାହାନ୍ତି । କାରଣ ଦଳ କ୍ରମାଗତ ଭାବେ ସବୁ ମ୍ଯାଚ ଜିତି ଆସୁଛି । ସେଥିପାଇଁ କୌଣସି ଆବଶ୍ୟକାତା ହୋଇ ନାହିଁ ଦଳରେ କିଛି ପରିବର୍ତ୍ତନ କରିବାକୁ । ଭାରତ 4 ଟି ମ୍ୟାଚ ଖେଳିବା ପରେ ହାର୍ଦ୍ଦିକ ପାଣ୍ଡିଆଙ୍କ ଆଘାତ କାରଣରୁ 2ଟି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲା ।

ପରେ ଦଳ ସେମି ଫାଇନାଲ ସମେତ 6ଟି ମ୍ଯାଚ ଜିତି ସାରିଛି । ଏହି ବିଜୟ ପରେ ଲାଗୁଛି ରୋହିତ ଶର୍ମା ଅଷ୍ଟ୍ରେଲିୟା ବିପକ୍ଷ ଫାଇନାଲ ମ୍ଯାଚରେ ଏଭଳି କିଛି ଯୋଜନା କରୁଛନ୍ତି ଯାହା ତାଙ୍କର ସବୁଠୁ ବଡ ଅସ୍ତ୍ର ହେବ । ଏମିତି ଜଣେ ଭାରତୀୟ ଖେଳାଳୀ ଯିଏ ଅଷ୍ଟ୍ରେଲିୟା କୁ ଧୂଳିସାତ କରିବ । ଫାଇନାଲ ମ୍ଯାଚ ଅଷ୍ଟ୍ରେଲିୟା ବିପକ୍ଷରେ ଥିବାରୁ ରୋହିତ କ ଦଳରେ ଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ସେହି ପ୍ଲେୟାର ହେଉଛନ୍ତି ରବି ଚନ୍ଦନ ଅଶ୍ଵିନୀ ଯାହାଙ୍କୁ ଦଳରେ ସାମିଲ କରାଯିବ ବୋଲି ଚର୍ଚ୍ଚା ହେଉଛି । କାରଣ ଅଶ୍ଵିନୀ ଅଷ୍ଟ୍ରେଲିୟା ବିପକ୍ଷରେ ଭଲ ଖେଳନ୍ତି । ଅଷ୍ଟ୍ରେଲିୟା ମ୍ଯାଚ ପାଇଁ ଅଶ୍ଵିନୀ ଙ୍କୁ ବିଶେଷ ଭାବେ ସାମିଲ କରା ଯାଇଥିଲା । ଏବବେ ଯାଏଁ ଚେନ୍ନାଇ ରେ ଅଷ୍ଟ୍ରେଲିୟ ଅବିଆପଖା ମ୍ଯାଚ ଖେଳିବାର ସୁଯୋଗ ପାଇଥିଲେ । ବିଶ୍ଵକପ ପୂର୍ବରୁ ଅଶ୍ଵିନୀ ଅଷ୍ଟ୍ରେଲିୟା ବିପକ୍ଷରେ ଘରୋଇ ଦିନିକିଆ ମ୍ଯାଚରେ ଭଲ ପ୍ରଦର୍ଶନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button