ବିଚାର

Exclusive: ବିକାଶର କଳାରାଜ୍ ଖୋଲିଲେ Bidyashree, ଆଦିତ୍ୟଙ୍କ ଆଶ୍ରମ ହାତେଇବାକୁ ଏମିତି ଚକ୍ରାନ୍ତ କରିଥିଲେ Vikas

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସ୍ଵ-ର୍ଗ-ତଃ ସମାଜସେବୀ ଆଦିତ୍ୟ ଦାସଙ୍କୁ ନିଶ୍ଚୟ ମନେ ରଖିଥିବେ । ଗତ କିଛି ବର୍ଷ ପୂର୍ବେ ତାଙ୍କର ମୃ-ତ୍ୟୁ ହୋଇଥିଲା । ଆଦିତ୍ୟ ଙ୍କ ମୃ-ତ୍ୟୁ ପାଇଁ ତାଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ ଦୋ-ଷୀ କୁହା ଯାଉଥିଲା । କିନ୍ତୁ ପୋଲିସର ଯାଞ୍ଚ ପରେ ବିଦ୍ୟାଶ୍ରୀ ଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିପାରି ନ ଥିଲା । ଆଦିତ୍ୟଙ୍କ ମୃ-ତ୍ୟୁକୁ ଅନେକ ବର୍ଷ ବୀତିଗଲାଣି ।

ଆଉ ଏହାରି ମଧ୍ୟରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଗଣମାଧ୍ୟମ ସାମ୍ନାକୁ ଆସି ବଡ ବୟାନ ଦେଇଛନ୍ତି ଯାହା ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ବିଦ୍ୟାଶ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି “ପ୍ରଥମ କଥା ହେଉଛି ସବୁ କିଛି ନର୍ମାଲ ଚାଲି ଥିଲା । ଏ ପର୍ଯ୍ୟନ୍ତ ଆମର କାହା ନାଁ ରେ କୌଣସି ଅଭିଯୋଗ ନାହିଁ ।

ହେଲେ ତିନି ଦିନ ହେବ ଲଗାତାର ଭାବେ ପିପଲ ଫର ସେବାକୁ ବାରମ୍ବାର କଲ୍ ଆସିଲା କି ଆପଣଙ୍କ ଆଶ୍ରମ ପାଖରେ ଥିବା ଏକ ମନ୍ଦିରରେ ଜଣେ ମାଉସୀ ଶୋଇ ଛନ୍ତି ତାଙ୍କୁ ନେଇ ଥଇଥାନ କରନ୍ତୁ । ଯେହେତୁ ଆମେ ସେହି କାମ କରୁ ଆଉ ପାଖାପାଖି ସେମିତି କିଛି ଅନୁଷ୍ଠାନ ନାହାନ୍ତି । ତେଣୁ ଆମକୁ କଲ୍ ଆସିଲା ବାରମ୍ବାର ।

ଆଉ ସେ ମାଉସୀ ଥିଲେ ସେହି ମାଉସୀ ଯିଏ ଆଦିତ୍ୟ ଥିବା ବେଳେ ଆମର ପିପଲ ଫର ସେବାରେ ରହି ଆସିଥିଲେ । ଆଦିତ୍ୟ ତାଙ୍କୁ ଉଦ୍ଧାର କରିଥିଲେ । ସେ କଥା କହି ପାରୁ ନ ଥିଲେ ହେଲେ ସେ ବହୁତ ଭଲରେ ରହୁଥିଲେ । ତା ପରେ ତ ଯାହା ସବୁ ଅଘଟଣ ଆପଣ ମାନେ ଜାଣିଥିବେ । ବିକାଶ ବାପା-ମାଆଙ୍କୁ ଆଣି ଆଶ୍ରମରେ ରହିଲା । ଆଉ ବିକାଶର ଇଛା ଥିଲା କି କେମିତି ବି ହେଉ ସେହି ଆଶ୍ରମର ଚେୟାର ମ୍ୟାନ ହେବ ।

ଆଉ ସେ ଆଶ୍ରମକୁ ହାତେଇବ । ଆଉ ସେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରି ନିଜେ ଅଏସ କରିବାକୁ ଯେଉଁ ଇଚ୍ଛା ଥିଲା ତାର ଇଛା ପୂରଣ ହେଇ ପାରିଲା ନାହିଁ । ଆଦିତ୍ଯ ଙ୍କ ବାପା ଏତେ ବୋକା ନୁହନ୍ତି । ସେ ଖୋଜୁଥିଲେ କେଉଁଠି ରହସ୍ୟ ଲୁଚି ରହିଛି । ସବୁ ଦିନ ସେମାନେ ଖୋଜି ବୁଲନ୍ତି । ସେମାନେ ଧୀରେ ଧୀରେ ବିକାଶର କାର୍ଯ୍ୟକଳାପ ପ୍ରତି ନଜର ଦେଲେ ।

ଯେବେ ସବୁ କଥାରେ ଆଦିତ୍ୟଙ୍କ ବାପା ହସ୍ତକ୍ଷେପ କରିଲେ ସେତେବେଳେ ମୋହରା ବନାଇଲା ବିକାଶ ବାପା-ମା ଙ୍କୁ । ସେ ଭାବିଥିଲା କିଛି କିନ୍ତୁ ହେଲା ଆଉ କିଛି ହେଲା । ଆଦିତ୍ୟଙ୍କ ଆଶ୍ରମ ହାତେଇବାକୁ ବିକାଶ କରିଥିଲା ଚକ୍ରାନ୍ତ’ ।

Related Articles

Leave a Reply

Your email address will not be published. Required fields are marked *

Back to top button