ଓଡିଶା

ସହିଦ ମେଜରଙ୍କ ପିତା କହିଲେ – ପୁଅ ପାଇଁ ଗର୍ବିତ ଅଟେ, ହେଲେ ଦୁଃଖ ଏଇଥି ପାଇଁ ଯେ…

ହନ୍ଦୱାଡା ଏନକାଊଣ୍ଟର ରେ ସହିଦ ହୋଇଥିବା ମେଜର ଅନୁଜ ସୂଦ ପରିବାର ଲୋକ ମଧ୍ୟ ଆର୍ମୀ ସହ ଯୋଡା ହେଇ ଅଛନ୍ତି ଏବଂ ତାଙ୍କ ପିତା ବ୍ରିଗେଡିଅର ପଦ ଦ୍ଵାରା ରିଟାୟର୍ଡ଼ ହୋଇଛନ୍ତି, ତେବେ ଅନୁଜ ସୂଦ ଭଉଣୀ କ୍ଯାପଟେନ ପଦରେ ଏବେ ବି ଆର୍ମୀ ସେବାରେ ଲାଗି ଅଛନ୍ତି । ଅନୁଜ ସୂଦ ନିଜ ପିତା ଋଟାୟର୍ଡ଼ ବ୍ରିଗେଡିଅର ଚନ୍ଦ୍ରକାନ୍ତ ସୂଦ ସହ ପରିବାର ପଞ୍ଚକୁଲାରେ ରହୁଥିଲେ । ଚନ୍ଦ୍ରକାନ୍ତ ସୂଦ ଅନୁଯାଇ ସେ ହିମାଚଳ କାଂଗଡ଼ା ର ଦେହରା ଗୋପୀପୁର ନିବାସୀ ଅଟନ୍ତି ଏବଂ ବହୁତ ବର୍ଷ ଆଗରୁ ପଞ୍ଚକୁଲା ରେ ସିଫ୍ଟ ହେଇ ଯାଇଛନ୍ତି, ନିଜ ପୁଅ ଶାହାଦତ ଉପରେ ଚନ୍ଦ୍ରକାନ୍ତ ସୂଦ କହିଥିଲେ ଯେ ତାଙ୍କୁ ନିଜ ପୁଅ ଶାହାଦତ ପାଇଁ ଗର୍ବ ଅଟେ ଏବଂ ତାଙ୍କ ପୁଅ ପୁଅ ହବାର ସଠିକ ଦାଇତ୍ଵ ନିର୍ବାହନ କରିଛନ୍ତି ।

କେବଳ ଏତିକି କଥା ଦୁଃଖ ଅଟେ :

ଶହିଦ ହୋଇଥିବା ମେଜର ଅନୁଜ ସୂଦ ବିବାହ କିଛି ବର୍ଷ ତଳେ ହୋଇଥିଲା ଏବଂ ତାଙ୍କ ବାପା ଅନୁଯାଇ ତାଙ୍କୁ କେବଳ ନିଜ ବହୁ ପାଇଁ ଦୁଃଖ ଅନୁଭବ ହୋଇଛି, ଯିଏ କେବଳ ଦୁଇ ବର୍ଷ ତଳେ ତାଙ୍କ ଘରେ ବହୁ ହେଇ ଆସିଥିଲେ ।

ହିମାଚଳ ରେ ହୋଇଥିଲା ବିବାହ :

ମେଜର ଅନୁଜ ସୂଦ ବିବାହ ହିମାଚଳ ରେ ହୋଇଥିଲା, ସେ ୨୦୧୭ରେ ଧର୍ମଶାଳା ରେ ରହୁଥିବା ଆକୃତି ସହ ବିବାହ କରିଥିଲେ, ଆକୃତି ପୁନେ ଗୋଟେ କମ୍ପାନୀ ରେ ଚାକିରି କରନ୍ତି, ତେବେ ମେଜର ଅନୁଜ ସୂଦ ଶହିଦ ଖବର ଶେଠୀ କୁହା ଗଲା ଯାହା ପରେ ପୁରା ପରିବାର ଦୁଃଖ ସାଗର ରେ ବୁଡି ଗଲେ, ଆକୃତି ପରିବାର ଲୋକଙ୍କୁ ଯେତେବେଳେ ମେଜର ଅନୁଜ ସୂଦ ଶହିଦ ହବା ଖବର ମିଳିଲା ଶେଠୀ ମଧ୍ୟ ଲୋକଙ୍କ କାନ୍ଦି କାନ୍ଦି ସ୍ୱାସ୍ଥ୍ୟ ଖବାର ହୋଇଯାଇଛି ।

ପଞ୍ଚକୁଲା ରେ ହବ ଅନ୍ତିମ ସଂସ୍କାର :

ଷୋମବାର ଦିନ ମେଜର ପାର୍ଥିବ ଶରୀର ପଞ୍ଚକୁଲା ପଠା ଯାଇଛି, ଯାହା ପରେ ମନି ମାଜରା ମସାଣି ରେ ସେନା ସମ୍ମାନ ସହ ତାଙ୍କ ଅନ୍ତିମ ସଂସ୍କାର କରିବେ, ଆପଣଙ୍କୁ ଆଜି ଆମେ ଏହା ଜଣେଇଦବାକୁ ଚାହୁଁଛୁ ଯେ ମେଜର ଅନୁଜ ସୂଦ କେବଳ ୩୧ ବର୍ଷ ର ଥିଲେ, ସେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଲଖନଉ ଆର୍ମୀ ପବ୍ଲିକ ସ୍କୁଲ ଠାରୁ କରିଥିଲେ । ସେଠାରେ ପାଠ ପଢିଲା ବେଳେ ସେ ଏନଡିଏ ପ୍ରବେଶ ପରୀକ୍ଷା ରେ ଭାଗ ନେଇ ଥିଲେ, ଏବଂ ପରୀକ୍ଷା ପ୍ରଥମ ଥରରେ ପାସ କରିଥିଲେ।

ଆଇଆଇଟି ଛାଡି ଆର୍ମୀ ଚୟନ କରିଥିଲେ :

ମେଜର ଅନୁଜ ସୂଦ ପରିବାର ଲୋକଙ୍କ କହିବା ଅନୁଯାଇ ଅନୁଜ ଚୟନ ଆଇଆଇଟି ପାଇଁ ହୋଇଥିଲା କିନ୍ତୁ ତାଙ୍କୁ ଆର୍ମୀ ଯିବା ପାଇଁ ଇଛା ଥିଲା ଏବଂ ସେ ଆର୍ମୀ ଜ୍ଵାଇନ କଲେ । ଏହି ଭଳି ମେଜର ଭଉଣୀ ମଧ୍ୟ ଆର୍ମୀ ଚୟନ କରିଥିଲେ ଏବଂ ବର୍ତମାନ ସେ କ୍ଯାପଟେନ ପଦରେ ନିଯୁକ୍ତ ଅଛନ୍ତି ଏବଂ ଦେଶକୁ ନିଜ ସେବା ଅର୍ପଣ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button