ଓଡିଶା

କୁଲତା ସମାଜର ଧର୍ମଶାଳା ପାଇଁ ୧ ଏକର ଜାଗା ଓ ୩ କୋଟି ଟଙ୍କା ମଞ୍ଜୁର

ପୁରୀ : ପୁରୀରେ କୁଲତା ସମାଜର ଧର୍ମଶାଳା ପାଇଁ ୧ ଏକର ଜାଗା ଓ ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏହି ଜାଗା ପୁରୀର ସୁନାମୁହିଁ ମଉଜାରେ ଦିଆଯାଇଛି । ଏନେଇ ଗତ ୨୮ ତାରିଖରେ କୁଲତା ସମାଜ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button