ଆଜିର ରାଶିଫଳ : ୨୬ ଜାନୁଆରୀ ୨୦୨୧, ମଙ୍ଗଳବାର: ଏହି ରାଶିର ଲୋକମାନେ ବହୁତ ଖୁସ ରହିବେ, ଏହି ରାଶିର ଲୋକ ମାନଙ୍କୁ ଆର୍ଥିକ ଲାଭ ହେବ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଛି। ଆଜିର ରାଶିଫଳ ଗଣନା ସମୟରେ ପଞ୍ଚାଙ୍ଗ ଗଣନା ଓ ସଠିକ ବିଶ୍ଳେଷଣ କରାଯାଏ। ଆମର ଏହି ଦୈନିକ ରାଶିଫଳରେ ୧୨ଟି ରାଶିର ଭବିଷ୍ୟତ କୁହାଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନା ପୂରଣ କରିବାରେ ସଫଳ ହେବେ । ଆଜିର ରାଶିଫଳ ଆପଣଙ୍କୁ ଚାକିରୀ, ବ୍ୟାପାର, ପରିବାର ଓ ମାନଙ୍କ ସହିତ ସମ୍ବନ୍ଧ , ସ୍ଵାସ୍ଥ୍ୟ ଓ ଆଜିର ଦିନଚର୍ଯ୍ୟାରେ ହେବାକୁ ଥିବା ଶୁଭ ଅଶୁଭ ଘଟଣାର ଭବିଷ୍ୟ ଫଳ ହୋଇଥାଏ।
ମେଷ ରାଶି:-
ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ। ନି-ଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। ସ୍ବାସ୍ଥ୍ୟ ଭଲ ରହିବ। ପରିବାର ଲୋକଙ୍କ ସହିତ ନୂତନ କାର୍ଯ୍ୟକୁ ନେଇ ଆଲୋଚନା କରିପାରନ୍ତି। ଆଜି ଆପଣଙ୍କୁ ବନ୍ଧୁଙ୍କ ଠାରୁ ଲାଭ ମିଳିବ। ଅଫିସରେ ପରିବେଶ ସୁଖଦ ରହିବ। ଯୁବକ ମାନଙ୍କୁ ପରିଶ୍ରମର ଫଳ ମିଳିବ।
ବୃଷ ରାଶି:-
ଘରକୁ କୌଣସି ସମ୍ପର୍କୀୟଙ୍କର ଆଗମନ ହେବ। ଆଜି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। ସନ୍ତାନଙ୍କର କୌଣସି ସମସ୍ୟାର ସମାଧାନ ହୋଇପାରିବ। ଜୀବନସାଥୀଙ୍କର ସହଯୋଗ ମିଳିବ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦିନ ବହୁତ ଭଲ ରହିବ। ସୁଖ ସୁବିଧାରେ ଅଧିକ ଅର୍ଥ ଖର୍ଚ୍ଚ କରିପାରନ୍ତି।
ମିଥୁନ ରାଶି:-
ଆଜି ଆପଣଙ୍କର ଧନ ସମ୍ବୋଦ୍ଧିତ ସ୍ଥିତି ପରିବର୍ତନ ହେବ। କ୍ୟାରିୟରକୁ ନେଇ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି।ଅଫିସରେ କାହା ସହିତ ମତଭେଦ ହୋଇପାରେ। ଆପଣଙ୍କର ସମସ୍ତ କାର୍ଯ୍ୟ ସହଜରେ ପୁରଣ ହେବ। ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ। ଚାପ ନିଅନ୍ତୁ ନାହିଁ। ଆବଶ୍ୟକ ନଥିଲେ ଯାତ୍ରା କରନ୍ତୁ ନାହିଁ।
କର୍କଟ ରାଶି:-
ଆଜି ଆପଣଙ୍କର ଦିନ ଭଲ ରହିବ। ନୂତନ କାର୍ଯ୍ୟରେ ଲାଭ ମିଳିବ। ନିବେଶର ପ୍ରସ୍ତାବ ମିଳିବ। କୌଣସି ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଜୀବନସାଥୀଙ୍କର ସହଯୋଗ ମିଳିବ। କାହା ସହିତ ମିଶି ବ୍ୟବସାୟ ଆରମ୍ଭ କରିପାରନ୍ତି। ଆଜି ଆପଣ ସକାରାତ୍ମକ ରହିବେ। ଆପଣଙ୍କର ଅଧିକତ୍ୱର କାମ ପୁରଣ ହେବ।
ସିଂହ ରାଶି:-
ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ପରିବାରରେ ସୁଖ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବ। ଆଜିର ଦିନ ସୁଖଦ ରହିବ। ଖାଇବା ପିଇବା ପ୍ରତି ନିୟନ୍ତ୍ରଣ ରଖନ୍ତୁ। ନୂତନ ବ୍ୟବସାୟରେ ନିବେଶ କରିପାରନ୍ତି।
କନ୍ୟା ରାଶି:-
କାରବାରରେ ରିକ୍ସ ନିଅନ୍ତୁ ନାହିଁ। ଆଜି ସାଧାରଣ ଜୀବନରେ ଆଜି ଦିନ ଅଧିକ ଅନୁକୂଳ ନୁହେଁ। ଗାଡି ଚଲାଇବା ସମୟରେ ସତର୍କ ରୁହନ୍ତୁ। ବୈବାହିକ ଜୀବନ ସୁଖଦ ହେବ। ସରକାରୀ କାର୍ଯ୍ୟ ସହଜ ହେବ। ଛାତ୍ରମାନଙ୍କ ସମସ୍ୟା ଦୂର ହେବ। ଆଜିର ଦିନ ସାଧାରଣ ରହିବ।ଧନ ଲାଭର ଯୋଗ ରହିଛି।
ତୁଳା ରାଶି:-
ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। ଆଜି ଆପଣ ଏକ ପାରିବାରିକ ଆୟୋଜନରେ ଟଙ୍କା ଖର୍ଚ୍ଚ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବଡ ନିଷ୍ପତ୍ତି ନେବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ। ଆଜି ଯୁବକମାନଙ୍କ ପାଇଁ ଭଲ ଦିନ ରହିବ। ଆଜି ଆପଣ ଶତ୍ରୁମାନଙ୍କଠାରୁ ସତର୍କ ରହିବା ଉଚିତ। ସ୍ୱାସ୍ଥ୍ୟ ଭଲ ରହିବ।
ବିଛା ରାଶି:-
ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବ। ଆଜି ବିବାହିତ ଜୀବନର ପୁରା ଆନନ୍ଦ ନେବେ। ସାମାଜିକ କାର୍ଯ୍ୟ କରିବେ। ସନ୍ତାନଙ୍କ ସମସ୍ୟା ଦୂର ହେବ। ବଡ଼ ବୃଦ୍ଧଙ୍କର ଆଶୀର୍ବାଦ ମିଳିବ। ଆଜି ଛାତ୍ର ମାନଙ୍କର ମନ ପାଠ ପଢାରେ ଲାଗିବ। ଆଜିର ଦିନ ସୁଖଦ ରହିବ। ବନ୍ଧୁଙ୍କ ସହିତ ସାକ୍ଷାତ ହେବ।
ଧନୁ ରାଶି:-
ବ୍ୟବସାୟ କ୍ଷେତ୍ରରେ ଲୋକଙ୍କ ପାଇଁ ଆଜିର ଦିନ ଭଲ ରହିବ। ଆଜି ଆପଣଙ୍କୁ ଆୟର ନୂତନ ଉତ୍ସ ମିଳିବ। ଆଜି ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟା ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। କାହା ସହିତ ମତଭେଦ ହୋଇପାରେ। ବିରୋଧୀ ଶାନ୍ତ ରହିବେ। ବିପଦ ନିଅନ୍ତୁ ନାହିଁ।

ମକର ରାଶି:-
ଯାତ୍ରା କରିବା ସମୟରେ ଅପରିଚିତ ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ। ଆଜି ବିନିଯୋଗର ପ୍ରସ୍ତାବ ମିଳିବ। ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ଲୋକଙ୍କର ସହଯୋଗ ମିଳିବ। ଛାତ୍ର ମାନଙ୍କ ପାଇଁ ଆଜିର ଦିନ ଭଲ ରହିବ। ସ୍ବାସ୍ଥ୍ୟ ଭଲ ରହିବ। ନୂତନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଚାକିରିରେ ସ୍ଥାନାନ୍ତର ହୋଇପାରେ।
କୁମ୍ଭ ରାଶି:-
ଆଜି ସମ୍ପର୍କୀୟଙ୍କ ସହିତ ପୁର୍ବରୁ ଥିବା ମତଭେଦ ଦୂର ହେବ। ଯୁବକ ମାନଙ୍କର ସମସ୍ୟା ଦୂର ହେବ। କାର୍ଯ୍ୟ ସମ୍ବନ୍ଧରେ ନୂତନ ପ୍ରସ୍ତାବ ମିଳିବ। ପିଲାମାନଙ୍କ ସହିତ ସମୟ ବିତାଇପାରିବେ। ଅଧିକ ଚାପ ନିଅନ୍ତୁ ନାହିଁ। ଆଜି ନୂତନ ସୂଚନା ମିଳିବ। ଆଜିର ଦିନ ଭଲ ରହିବ। ଆଜି କାମ ଅଧିକ ରହିବ। ବଡ଼ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ।
ମୀନ ରାଶି:-
ଆର୍ଥିକ ସ୍ଥିତିର ସୁଧାର ଆସିବ। ଆୟରେ ନୂତନ ଉତ୍ସର ସୂଚନା ମିଳିବ। ବିପଦ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ। ଆଘାତ ହେବାର ସମ୍ଭାବନା ଅଛି। ବିରୋଧୀମାନଙ୍କ ଠାରୁ ସାବଧାନ ରୁହନ୍ତୁ। କ୍ଷତି ପହଞ୍ଚାଇ ପାରନ୍ତି। ଆଜି କୌଣସି କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଭାବି ଚିନ୍ତି କରନ୍ତୁ।
ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।