ରାଜନୀତି

ଚରମରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ

ମରସୀମାରେ ପହଞ୍ଚିଲା ବିଜେଡି କଳି। ପରାଜୟକୁ ନେଇ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠ ସମସ୍ତେ ମୁହଁ ଖୋଲୁଛନ୍ତି। ସିଧା ସୁପ୍ରିମୋଙ୍କ ସହ ଶୀର୍ଷ ସ୍ତରର କିଛି ନେତାଙ୍କୁ ଦାୟୀ କରୁଛନ୍ତି। ହେଲେ ସେମାନଙ୍କୁ ସିଧାସଳଖ ଜବାବ ଦେଇପାରୁନି ଦଳ। ବରଂ ମୁଖପାତ୍ରଙ୍କୁ ଲଗାଇ ଦଳ ଛାଡିବାକୁ କହୁଛି। ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ବିଜେଡିର ଜଣେ ଆଗଧାଡିର ରାଜନେତା।

୨୪ ନିର୍ବାଚନରେ ତାଙ୍କ ଟିକଟ କାଟିଦିଆଗଲା, ଜାଣିଶୁଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳୀୟ ଟିକଟ ମିଳିଲା। ଦେଖନ୍ତୁ ପୂରା ରିପୋର୍ଟ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button