ସ୍ୱାସ୍ଥ୍ୟ

କେବଳ ୫ ମିନିଟ ରେ ଗଳା ଫୁଲା ଏବଂ ଗଳା କଷ୍ଟ ରୁ ମିଳିବ ମୁକ୍ତି, କରନ୍ତୁ ଏହି ଦେଶୀ ଉପାୟ

ଗଳାରେ ସାଧାରଣତଃ ଆମକୁ ଅନେକ ସମୟରେ ସମସ୍ଯା ଦେଖାଯାଏ । ଏହା ଏଭଳି ହେବାର କାରଣ ଦୂଷିତ ଜଳ ଦୂଷିତ ବାୟୁ ମଧ୍ୟ ହୋଇ ଥାଏ । ଆପଣ କେବେ ନା କେବେ ଏହାକୁ ଅନୁଭବ କରିଥିବେ ।

ଏହି ଭଳି ସମସ୍ୟାର  ଏକ ପ୍ରକାର ଲକ୍ଷଣ ଦେଖାଯାଏ ନି ଏଭଳି ହେଲେ ପ୍ରାୟ ଅନେକ ପ୍ରକାର ଜିନିଷ ସାମନାକୁ ଆସେ କାହାର କଥା କହିବା ସମୟରେ କାସ ହୁଏ , କାହାର ଖାଦ୍ଯ ଖାଇବା କିମ୍ବା ପାଣି ପିବା ସମୟରେ କଷ୍ଟ ହୋଇ ଥାଏ ।କାହାର ତଣ୍ଟି ଭିତର କୁଣ୍ଡେଇ ହୋଇ ଥାଏ । କାହାର ଗଲା ଫୁଲି ଯାଇଥାଏ । ଏହିଭଳି ଆହୁରି ଅନେକ ପ୍ରକାର ଲକ୍ଷଣ  ଅଛି। କିଛି ଲୋକଙ୍କୁ ଏହା ପାଇଁ ଜ୍ଵର ମଧ୍ୟ ହୋଇ ଯାଏ।

ବାରମ୍ବାର ଯଦି ଗଲା ସୁଖୀ ଯାଉଥାଏ ତେବେ ମଧ୍ୟ ଆପଣ ଏହାକୁ ଜାଣିବା ଦରକାର କି ଏହା ପାଇଁ ଆପଣଙ୍କ ଗଳାରେ କିଛି ସଂକ୍ରମଣ ହୋଇଛି । ଏହା ପାଇଁ ଆପଣଙ୍କର ମୁଣ୍ଡରେ ମଧ୍ୟ ଖୁବ ଜୋରସେ ଯନ୍ତ୍ରଣା ହୋଇ ଥାଏ। ଏହା ସହ ଜିଭ କିମ୍ବା ବେକରେ ଯନ୍ତ୍ରଣା ହେଲେ ମଧ୍ୟ ଆପଣ ଜାଣି ନେବା ଉଚ୍ଚିତ କି ଆପଣଙ୍କ  ଗଳାରେ କିଛି ଜୀବାଣୁ ସଂକ୍ରମଣ କରିଛନ୍ତି ଯାହା ପାଇଁ ଆପଣ ଏଭଳି ସମସ୍ୟାରେ ପଡ଼ୁଛନ୍ତି । ନିଶା ଦ୍ରବ୍ଯ ସେବନ କରିବା ଦ୍ଵାରା କିମ୍ବା ଯଦି ଆପଣ ଏହାର ସଂସ୍ପର୍ଶ ରେ ଆସିବେ ତାହେଲେ ମଧ୍ୟ ଏଭଳି ହୋଇ ଥାଏ ।

ଯଦି ଆପଣ କିଛି ଖାଦ୍ୟ ଯାହା ଆପଣଙ୍କ ଶରୀର ରେ ଆଲାରଜିକ ସୃଷ୍ଟି କରେ ସେଭଳି ଖାଇବା ଖାଇବା ଦ୍ଵାରା ମଧ୍ୟ ଆପଣ ଏଭଳି ରୋଗରେ ପଡି ପାରନ୍ତି । ଯଦି ଆପଣଙ୍କୁ ଏହା ହୋଇ ଥାଏ ତେବେ ଡରିବାର କିଛି ନାହିଁ କାରଣ ଏହା ପାଇଁ ଆପଣ ନିଜ ଘରେ ଏହାର ଉପଚାର କରି ପାରିବେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଔଷଧ ବନେଇବା ଶିଖାଇବୁ ଯାହା ଦ୍ଵାରା ଆପଣ ନିଜର ଗଳାର ସଂକ୍ରମଣ କୁ କମ କରି ପାରିବେ ।

 

ଏହା ପାଇଁ ଆପଣଙ୍କୁ କେବଳ ୩ ଜିନିଷର ଆବଶ୍ୟକତା ପଡିବ ।  ଏହାର ଉପଚାର କରିହେବ କିଭଳି ଆସନ୍ତୁ ଜାଣିବା , ପ୍ରଥମେ ଦୁଇଟି ତୁଲସୀ ପତ୍ର ନେଇ ଏହାକୁ ଏକ ଗ୍ଳାସ ପାଣି  ରେ ପକାଇ ଭଲ ଭାବେ ଏହାକୁ ଫୁଟାନ୍ତୁ । ଦେଖିବେ ଏଭଳି କଲା ପରେ ଆପଣ ଏଥିରେ ୫ ଟି ଗୋଲମରୀଚ କୁ ଗୁଣ୍ଡ କରି ଏଥିରେ ପକାଇ ଦିଅନ୍ତୁ। ଏହା ପାଣି ଅଧା ହେବା ଯାଏଁ ଏଭଳି କରନ୍ତୁ । ଦେଖିବେ ଏହା କୁ ଛାଣିକି ଏବେ ଏଥିରେ ନିଜ ଅନୁସାରେ ମହୁ ମିଶାନ୍ତୁ ।

 

ଅଧିକ ମହୁ ର ବ୍ୟବହାର କରିବେନି । ଏଭଳି ଆପଣ କିଛି ଦିନ କରିକି ଦେଖନ୍ତୁ ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିବ । ଯଦି ଆପଣ ଏହାକୁ ସେବନ କରିବେ ତାହେଲେ ଏହାର ସେବନ ପରେ ଆପଣ ପ୍ରାୟ ୧ ଘଣ୍ଟା ପାଇଁ କିଛି ବି ଖାଇବା ଖାନ୍ତୁନି । ଏହାକୁ ଆପଣ ଚା ଭଳି ଗରମ ଗରମ ପିବେ। ଏଭଳି କରିବା ଦ୍ଵାରା ଆପଣଙ୍କ ଗଲା ଅଳ୍ପ ସମୟରେ ଭଲ ହୋଇ ଜୀବ । ଯଦି ଆପଣଙ୍କୁ ଏହି ସୂଚନା ଭଲ ଲାଗିଲେ ଏହି ପେଜକୁ ଏକେ ଲାଇକ କରିବେ। ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button