ଦେଶ ବିଦେଶ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ – Utkal Mail


ହାଇଦ୍ରାବାଦ: ତେଲେଙ୍ଗାନାର ୩ୟ ମୁଖ୍ୟମନ୍ତ୍ରୀ ଭାବେ ରେବନ୍ତ ରେଡ୍ଡୀ ଶପଥ ଗ୍ରହଣ କରିଛନ୍ତି । ହାଇଦ୍ରାବାଦର ଏଲବୋ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ଉପସ୍ଥିତିରେ ରାଜ୍ୟପାଳ ତିମିଲିସାଈ ସୁନ୍ଦରରାଜନ ଶପଥ ପାଠ କରାଇଥିଲେ ।

ରେବନ୍ତ ରେଡ୍ଡୀଙ୍କ ସହ ମଲ୍ଲୁ ଭଟ୍ଟୀ ବିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁକଖୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରମୈୟା, ଉପମୁଖ୍ୟମନ୍ତ୍ରୀ ଶିବ କୁମାର, ସିପିଆଇ ମହାସଚିବ ଡୀ ରାଜା ରେବନ୍ତ ରେଡ୍ଡୀ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଦୀପେନ୍ଦ୍ର ହୁଡ୍ଡା ଭଳି ବଡ଼ ନେତା ସାମିଲ ଥିଲେ ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button