ଦେଶ ବିଦେଶ
ଭାରତର ଏହି ସ୍ଥାନରେ ୧୨ ବର୍ଷର ପୁଅଙ୍କୁ ଭଡ଼ାରେ ନିଅନ୍ତି ମହିଳା, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଶୁଣିବାକୁ ଯଦିଓ ଆପଣଙ୍କୁ ଅଜବ ଲାଗିବ ତଥାପି କଥାଟି ସତ୍ୟ। ଆଜ୍ଞା ହଁ ଏବେ ବଏଫ୍ରେଣ୍ଡ ଭଡ଼ାରେ ଯାଉଛନ୍ତି। ରେଂଟ ଏ ବଏଫ୍ରେଣ୍ଡ ନାମକ ଏକ ଆପ ଲଂଚ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆପ ମାଧ୍ୟମରେ ଡିପ୍ରେଶନ ଦୂର କରିବା କଥା କୁହାଯାଇଛି। ଏହି ଆପ ୨୯ ବର୍ଷୀୟ କୌଶଲ ପ୍ରକାଶଙ୍କର। ତାଙ୍କ କହିବା ଅନୁସାରେ ଡିପ୍ରେସନ ଦୂର କରିବା ପାଇଁ ସେ ଏହି ଆପ କରିଛନ୍ତି। ସେ ଏହା ମଧ୍ୟ କୁହନ୍ତି

ଶୁଣିବାକୁ ଯଦିଓ ଆପଣଙ୍କୁ ଅଜବ ଲାଗିବ ତଥାପି କଥାଟି ସତ୍ୟ। ଆଜ୍ଞା ହଁ ଏବେ ବଏଫ୍ରେଣ୍ଡ ଭଡ଼ାରେ ଯାଉଛନ୍ତି। ରେଂଟ ଏ ବଏଫ୍ରେଣ୍ଡ ନାମକ ଏକ ଆପ ଲଂଚ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଆପ ମାଧ୍ୟମରେ ଡିପ୍ରେଶନ ଦୂର କରିବା କଥା କୁହାଯାଇଛି।

ଏହି ଆପ ୨୯ ବର୍ଷୀୟ କୌଶଲ ପ୍ରକାଶଙ୍କର। ତାଙ୍କ କହିବା ଅନୁସାରେ ଡିପ୍ରେସନ ଦୂର କରିବା ପାଇଁ ସେ ଏହି ଆପ କରିଛନ୍ତି। ସେ ଏହା ମଧ୍ୟ କୁହନ୍ତି ଭାରତରେ ଯଦି ସମସ୍ତଙ୍କୁ ବଏଫ୍ରେଣ୍ଡ ଯୋଗାଇ ଦିଆଯିବ ତେବେ ଡିପ୍ରେସନ ଦୂର ହୋଇପାରିବ।
ଏହା ଦ୍ୱାରା କୌଣସି ଶାରୀରିକ ସଂପର୍କ ରଖା ଯାଇନଥାଏ। କେବଳ ଡିପ୍ରେସନ ଦୂର କରିବା ପାଇଁ ଏହା ଏକ ମାଧ୍ୟମ।ବର୍ତ୍ତମାନ ଏହି ସର୍ଭିସ ମୁମ୍ବାଇ ଏବଂ ପୁନେରେ ଦିଆଯାଉଛି। କମ ସମୟ ମଧ୍ୟରେ ଏହା ଖୁବ ଲୋକପ୍ରିୟତା ହାସଲ କରିଥିବା କୁହାଯାଉଛି।