ଜୀବନଶୈଳୀ

ଆପଣଙ୍କ ଭାଗ୍ୟରେ କୋଟିପତି ହେବାର ଲେଖା ଅଛି କି ନାହି ହୃଦୟରୁ ବାଛନ୍ତୁ କୌଣସି ଗୋଟେ ହାତୀ ଓ ଜାଣନ୍ତୁ (Tarot Card Reading)

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ନନକୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ଆପଣଙ୍କ ଭାଗ୍ୟରେ କୋଟିପତି ହେବାର ଲେଖା ଅଛି କି ନାହି ତାହା ଜାଣିବାକୁ ହେଲେ ଆପଣଙ୍କୁ ୩ ଟି ହାତୀ ର ଚିତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ବାଛିବାକୁ ପଡିବ । ଆପଣଙ୍କ ଭାଗ୍ୟରେ କଣ ଲେଖା ଅଛି ଆସନ୍ତୁ ଜାଣିବା । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ହାତୀ : ଯଦି ଆପଣ ପ୍ରଥମ ହାତୀ ଚୟନ କରିଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ବହୁତ ଭଲ ଲେଖାଅଛି । ଲୋକଙ୍କ ଉପରେ ଅଧିକ ଭାବ ରଖିବା ବା ନିନ୍ଦା ସହ୍ୟ ନ କରିବା ବା ସାହାଜ୍ଯ ଓ ସମ୍ମାନ କରିବା ଆପଣଙ୍କ ଭାଗ୍ୟକୁ ଉଜ୍ବଳ କରିଥାଏ । ଏହି ଭ୍ୟାସ ପାଇଁ ଆପଣ ଜୀବନରେ ସଫଳ ଆଡକୁ ଅଗ୍ରସର ହୋଇଥାନ୍ତି । ଆପଣଙ୍କ ଭାଗ୍ୟ ଆପଣଙ୍କ ହାତରେ ଅଛି । ନିଜର ଚିନ୍ତାଧାରା ଓ କର୍ମ ବଦଳାନ୍ତୁ । ବହୁତ ଜଲ୍ଦି ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ଯାହା ପାଇଁ ଆପଣଙ୍କୁ ସବୁ କିଛି ମିଳିବାକୁ ଯାଉଛି । ଆପଣଙ୍କୁ ଚାକିରି କ୍ଷେତ୍ରରେ ବହୁତ ବଡ ସଫଳତା ମିଳିବାକୁ ଯାଉଛି । ଯାହା ପାଇଁ ଆପଣ ବହୁତ ଖୁସି ହେବେ ।

୨- ଦ୍ଵିତୀୟ ହାତୀ : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ସଂଘର୍ଷ ଲେଖା ଥିଲା ଯାହା ଆପଣ ଏବେ ଯାଏଁ କରି ଆସିଛନ୍ତି । ଏବେ କିନ୍ତୁ ଚିନ୍ତା କରନ୍ତୁ ନାହି । ବହୁତ ଜଲ୍ଦି ଆପଣ ସ୍ମାର୍ଟ ୱାର୍କ କରିବେ ଆଉ ଅଧିକ ପଇସା କମାଇବେ । ଆପଣଙ୍କ ଲାଇଫରେ ଏମିତି ଜେର୍ଣ ବ୍ୟକତି ଆସିବେ ଯିଏ ବରଦାନ ଠାରୁ କମ ନୁହେଁ । ଏଥିପାଇଁ ଆପଣଙ୍କୁ ସେହି ବ୍ୟକ୍ତିଙ୍କର କେୟାର କରିବାକୁ ହେବ । ଜିଦି ଛାଡି ଦିଅନ୍ତୁ । ଆପଣ ନିଜର ଘର, ଗାଡି ପଇସା ପ୍ରାପ୍ତ କରିବେ । ଗର୍ବକୁ ଦୂରେଇ ଦିଅନ୍ତୁ । ଆପଣଙ୍କ ଭାଗ୍ୟ ଉଜ୍ବଳ ଅଟେ । ବହୁତ ଜଲ୍ଦି ଆପଣ ଲକ୍ଷପତି ହେବାକୁ ଯାଉଛନ୍ତି ।

 

୩- ତୃତୀୟ ହାତୀ : ଯଦି ଆପଣ ତୃତୀୟ ହାତୀ ଚୁଜ କରିଛନ୍ତି ତେବେ ଆପଣ ଜୀବନରେ ବହୁତ ଅଧିକ ଧୋକା ଖାଇଛନ୍ତି । ଲୋକେ ଆପଣଙ୍କର ସ୍ଵଭାବର ଫାଇଦା ଉଠାଇଛନ୍ତି । ଲୋକେ ଭାବୁଛନ୍ତି ଆପଣ ବହୁତ ଜଲ୍ଦି ବୋକା ହୋଇ ଥାନ୍ତି । ଆପଣ ସହଜରେ ଲୋକଙ୍କ ଉପରେ ବିଶ୍ଵାସ କରିଥାନ୍ତି ଯାହାର ଫାଇଦା ଲୋକେ ଉଠାଇଥାନ୍ତି ।

 

ଆପଣ ମନରୁ ନ ଭାବି ମାଇଣ୍ଡ ରେ କାମ କରନ୍ତୁ । ଅଯଥା ଖର୍ଚ୍ଚ ବା ବୁଲିବାରେ ସମୟ ବରବାତ କରନ୍ତୁ ନାହି । ଆପଣଙ୍କ କିସ୍ମତ ବେଷ୍ଟ ଅଛି । କିସମତରେ ଆପଣ ମେହନତରେ ସବୁ ପାଇବେ । ପୈତୃକ ସମ୍ପତି ମିଳିବାକୁ ଯାଉଛି ଆପଣଙ୍କୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button