ସ୍ତ୍ରୀ ଯଦି ଏହି 8ଟି ଇସାରା କରନ୍ତି ତେବେ ବୁଝି ଯାଅନ୍ତୁ ସେମାନେ ଆପଣଙ୍କଠୁ କିଛି ଚାହାନ୍ତି…. ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ଏମିତି କିଛି ସ୍ତ୍ରୀ ଅଛନ୍ତି ଯେଉଁ ମାନେ ଅଜବ ଇସାରା କରିଥାନ୍ତି ପୁରୁଷ ମାନଙ୍କୁ ପ୍ରେମ କରୁଥିଲେ ବା ସମ୍ପର୍କ ରଖିବାକୁ ଚାହୁଁଥିଲେ । ଏଭଳି କ୍ଷେତ୍ରରେ କିଛି ପୁରୁଷ ଏହା ବୁଝିପାରନ୍ତି ନାହି । ଆଜି ଆମେ ଆପଣଙ୍କୁ ସେମିତି କିଛି ଇସାରା ବିଷୟରେ କହିବାକୁ ଯାଉଛୁ ।
୧- କୌଟିଲ୍ୟ ଙ୍କ ମତରେ ଝିଅ ଙ୍କୁ ନିଜର ଇସାରା କରିବାର ସହଜ ଉପାୟ ହେଉଛି ଆଖି ରେ ଇସାରା କରିବା । ଯଦି କୌଣସି ମହିଳା ଆପଣଙ୍କ ଆଖି ରେ ଆଖି ମିଶି ହସୁଛି ବା ନିଜର କେଶ ସହ ଖେଳୁଥାଏ ତେବେ ଏହାର ଅର୍ଥ ସେ ଆପଣଙ୍କୁ ପସନ୍ଦ କରୁଛି । ଯାହା ବିଷୟରେ ପୁରୁଷ ମାନେ ବୁଝିବା ଉଚିତ ।
୨- ଚାଣକ୍ୟ ଙ୍କ ମତରେ ମହିଳା ନିଜ କେଶ ସହ ଖେଳିଲେ ଏହା ସଂକେତ ଦେଇଥାଏ କି ସେ ଆପଣଙ୍କ ପ୍ରତି ମୋହିତ ଅଛି । ଏଭଳି କ୍ଷେତ୍ରରେ ମହିଳା ଆପଣଙ୍କର ନିକଟରର ହେବାକୁ ଚେଷ୍ଟା କରୁଛି । ଏହାର ଅନ୍ୟ ଏକ ରଥ ହୋଇପାରେ ମହିଳା ଆପଣଙ୍କୁ ପ୍ରେମ କରିପାରେ ।
୩- କାନରେ ଆସି କଥା କହିବା କୌଣସି ପ୍ରକାରର ଆମନ୍ତ୍ରଣ ନୁହେଁ । କିନ୍ତୁ ଯେବେ କୌଣସି ନାରୀ ଆପଣଙ୍କ କାନରେ ଆସି ଧୀରେ ପ୍ରେମ ଭରା କଥା ହୁଏ ଏହାର ଅର୍ଥ ସେ ଆପଣଙ୍କୁ ପ୍ରେମ କରୁଛି । ସେ ଆପଣଙ୍କୁ ପସନ୍ଦ କରୁଛି ।
୪- ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁଯାୟୀ ଯେବେ କୌଣସି ମହିଳା କାହାକୁ ପସନ୍ଦ କରିଥାଏ ତେବେ ଇସାରା ଦ୍ଵାରା ନିଜ ମନ କଥା କହିଥାଏ । ଏହାର ଠିକ ଓଲଟା ପୁରୁଷଙ୍କ ସହ ହୋଇଥାଏ । ପୁରୁଷ ମାନେ ନିଜ ପ୍ରେମର ଇଜହାର ଖୋଲା ଖୋଲି କରିଥାନ୍ତି । କିନ୍ତୁ ସବୁ ନାରୀ ଏମିତି କରନ୍ତି ନାହି । ଯେବେ ମହିଳା ନିକଟତର ହେଲା ବେଳେ ପୁରୁଷଙ୍କୁ ସ୍ପର୍ଶ କରିଥାଏ ତେବେ ଜାଣିବେ ସେ ଆପଣଙ୍କୁ ପସନ୍ଦ କରୁଛି ।
୫- ଯେବେ ମହିଳାଙ୍କୁ ସହବାସ କରିବାର ଇଚ୍ଛା ଥାଏ ସେତେବେଳେ ସେ ଯୋଡ଼ା ରେ ନିଶ୍ଵାସ ନେଇ ଇସାରା ଦେଇଥାଏ । ଏମିତି କରି ମହିଳା ନିଜ ସାଥୀକୁ ଇସାରା ଦେଇଥାଏ ଯାହା ପୁରୁଷ ମାନେ ବୁଝିବା ଦରକାର ।
୬- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ କିଛି ମହିଳା ଓଠରେ ଖେଳି ଚୋବାଇଥାନ୍ତି । ସେ ନିଜ ସାଥୀକୁ ଏହା ସଂକେତ ଦେଇଥାଏ କି ସେ ନିକଟତର ହେବାକୁ ଚାହୁଁଛି । ଏଭଳି ନାରୀ କାମାତୁର ହୋଇଥାନ୍ତି ।
୭- କୌଣସି ନାରୀ ନିଜ ହାତ ଗୋଡକୁ ସ୍ପର୍ଶ କରିଥାଏ ତେବେ ଇସାରା ଦେଇଥାଏ ସେ ଆପଣଙ୍କର ନିକଟତର ହେବାକୁ ଚାହୁଁଛି । ଅନେକ ଅହିଲା ନିଜ ବେକରେ ହାତ ଦେଇ ସ୍ପର୍ଶ କରିଥାନ୍ତି ଆଉ ଇସାରା ଦେଇଥାନ୍ତି ସମ୍ବଦ୍ଧ ରଖିବା ପାଇଁ ।
୮- ଯଦି କୌଣସି ମହିଳା ପୁରୁଷଙ୍କୁ ହକ କରିବା ସମୟରେ ଆଖି ବନ୍ଦ କରେ ତେବେ ଏହା ଇସାରା ଦେଇଥାଏ କି ସେ ନିଜକୁ ଆପଣଙ୍କ ପ୍ରତି ସମର୍ପିତ କରିବାକୁ ଚାହୁଁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।