ଧର୍ମ

କେଉଁ ଜିନିଷ ଠାକୁରଙ୍କ ପଛରେ ରଖିଲେ ମନସ୍କାମନା ପୁରା ହୋଇଥାଏ ? ଏହା ସହ ଅଛି ଆହୁରି କିଛି Anuchinta

ନମସ୍କାର ବନ୍ଧୁଗଣ, ମଣିଷ ମନରେ ଅନେକ ଇଚ୍ଛା ବସା ବାନ୍ଧି ରହିଥାଏ । କିଛି ଇଚ୍ଛା ପୁରା ହୁଏ ତ ଆଉ କିଛି ଇଚ୍ଛା ସବୁଦିନ ପାଇଁ ଅଧୁରା ରାହିଯାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ଜଣାଇବା ପାଇଁ ଯାଉଛୁ ଯାହାକୁ କରିବା ଫଳରେ ଆପଣଙ୍କ ସମସ୍ତ ଇଚ୍ଛା ପୁରା ହୋଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଠାକୁରଙ୍କ ପଛରେ ଏଭଳି କେଉଁ ଜିନିଷ ରଖିଲେ ମନରେ ରହିଥିବା ସମସ୍ତ ମନସ୍କାମନା ପୁରା ହୋଇଥାଏ ।

ପ୍ରଥମ: ଯଦି ଆପଣଙ୍କ ମନସ୍କାମନା କେବେ ପୁରା ହେଉନଥାଏ । ତେବେ ଆପଣ ଗୁରୁବାର ଦିନ କିଛି ହଳଦୀ ଏକ କାଗଜ ପୁଡିଆରେ ରଖି ଠାକୁରଙ୍କ ଫଟୋ କିମ୍ବା ପ୍ରତିମା ପଛରେ ରଖି ଦିଅନ୍ତୁ । ଏହା ଫଳରେ ଆପଣଙ୍କ ମନରେ ରହିଥିବା ଇଚ୍ଛା ଧୀରେ ଧୀରେ ପୁରା ହେବାକୁ ଲାଗିଥାଏ ।

ଦିତୀୟ: ଗୁରୁବାର ଦିନ ନାଲି ରଙ୍ଗର ସୂତାରେ ଖଣ୍ଡେ ହଳଦୀ ବାନ୍ଧି ଠାକୁରଙ୍କ ପାଦ ତଳେ ରଖି ତାହାକୁ ନେଇ ବ୍ୟବସାୟ ବା କାର୍ଯ୍ୟ କ୍ଷେତ୍ର ସ୍ଥଳରେ ବାନ୍ଧିଲେ ଆପଣଙ୍କ ବ୍ୟବସାୟ ବାଣିଜ୍ୟରେ ଉନ୍ନତି ହେବାକୁ ଲାଗିଥାଏ । ତୃତୀୟ: ଗୁରୁବାର ଦିନ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ ହୋଇନଥାଏ । ଏହିଦିନ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ । ଏହା ଆପଣଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ । ଗୁରୁବାର ଦିନ ପଇସା ପତ୍ର କାରବାର କରିବା ମଧ୍ୟ ଅନୁଚିତ ହୋଇଥାଏ ।

ଚତୁର୍ଥ: ଠାକୁରଙ୍କୁ ହଳଦୀ ଟିକା ଲଗାଇବା ପରେ ଟିପରେ ଲାଗିଥିବା ହଲଦିକୁ ନିଜ ମଥାରେ ଲଗାନ୍ତୁ । ଏହାଫଳରେ ଆପଣଙ୍କ ଜୀବନରେ ଧନ ଏବଂ ମାନ ସମ୍ମାନ ଇତ୍ୟାଦିର ବୃଦ୍ଧି ହୋଇଥାଏ । ଆପଣଙ୍କ ଭାଗ୍ୟର ଦ୍ଵାର ମଧ୍ୟ ଖୋଲିଯାଇଥାଏ । ପଞ୍ଚମ: ଅବିବାହିତ ଥିବା ପୁଅ ଏବଂ ଝିଅ ମାନେ ପାଣିରେ ଅଳ୍ପ ହଳଦୀ ମିଶାଇ ଗାଧୋଇବା ଆବଶ୍ୟକ । ଏହାଫଳରେ ସେମାନଙ୍କ ବିବାହ ମଧ୍ୟ ଶୀଘ୍ର ହୋଇଥାଏ । ବିବାହରେ ବିଳମ୍ବ ହେଉଥିଲେ ଏହି କାର୍ଯ୍ୟଟିକୁ ନିହାତି କରନ୍ତୁ ।

ଷଷ୍ଠ: ପ୍ରତ୍ୟକ ଦିନ ମାତ ଲକ୍ଷ୍ମୀଙ୍କୁ ଏକ ବେଲ ପତ୍ର ଅର୍ପଣ କରନ୍ତୁ । ଏହା ଆପଣଙ୍କ ପାଇଁ ସୌଭାଗ୍ୟ ନେଇ ଆସିଥାଏ । ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ । ସପ୍ତମ:ଗୁରୁବାର ଦିନ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ହଲଦିରେ ସ୍ଵାସ୍ଥିକ ଚିହ୍ନ ତିଆରି କରନ୍ତୁ । ଏହା ଫଳରେ ଆପଣଙ୍କ ଜୀବନରେ ସୁଖର ଆଗମନ ହୋଇଥାଏ ।

ଅଷ୍ଟମ: ଯଦି ଆପଣ ଆପଣଙ୍କ ସ୍ଵପ୍ନରେ ନଦୀ ପାହାଡ ଇତ୍ୟାଦି ପ୍ରକୃତିକ ଦୃଶ୍ୟ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଶୁଭପ୍ରଦ ହୋଇଥାଏ । ଆପଣଙ୍କୁ ଆଗକୁ ଭଲ ଖବର ମିଳିବାର ଏହା ଏକ ଶୁଭ ସଙ୍କେତ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button