କ୍ଷେତରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଯାଏ, ଘରକୁ ଆସି ଲାଲ ହୋଇଥାଏ ତେବେ କୁହ ତାହା କଣ ? ଏହା ସହ ଆହୁରି 20 GK ପ୍ରଶ୍ନ ଉତ୍ତର

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ପ୍ରଶ୍ନର ଉତ୍ତର ଜଣାଇବାକୁ ଯାଉଛୁ । ଯେଉଁସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଜ୍ଞାନ ଘରର ବତୀ ଜଳାଇଦେବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କୁ ଅନେକ କମ୍ପିଟେଟିଭ ପରୀକ୍ଷାରେ ସଫଳ ହେବାରେ ସାହାର୍ଯ୍ୟ କରିବ । ତେବେ ଆପଣ ନିଜ ଜ୍ଞାନ ବୃଦ୍ଧି ପାଇଁ ଆମର ଏହି ପୋଷ୍ଟରେ ଥିବା ସମସ୍ତ ପ୍ରଶ୍ନର ଉତ୍ତରକୁ ଧ୍ୟାନର ସହ ପଢନ୍ତୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମସ୍ତ ପ୍ରଶ୍ନର ଉତ୍ତର ।
1- ମଣିଷର ଆଖି କେତେ ଦୂର ପର୍ଯ୍ୟନ୍ତ ଦେଖିପାରିବ ? ଉତ୍ତର: 20 କିଲୋମିଟର । 2- ମଶା କେତେ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ ? ଉତ୍ତର: 50 ଫୁଟ ପର୍ଯ୍ୟନ୍ତ । 3- ସାରା ଦୁନିଆରେ କେତେ ଦେଶ ରହିଛି ? ଉତ୍ତର: 195 । 4- ଭାରତରେ କେତେ ପ୍ରକାର]ର ଭାଷା ରହିଛି ? ଉତ୍ତର: 122 ଭାଷା । 5- ଇଂରେଜ ମାନେ ଭାରତ ଉପରେ କେତେ ବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ ? ଉତ୍ତର: 200 ବର୍ଷ ।
6- ମଣିଷ ମୁଣ୍ଡରେ କେତେ ପ୍ରତିଶତ ପାଣି ରହିଥାଏ ? ଉତ୍ତର: 80% । 7- ଇଣ୍ଡିଆ ଗେଟର ନିର୍ମାଣ କେବେ ହୋଇଥିଲେ ? ଉତ୍ତର: 1921 ମସିହାରେ ।8- ବୁଢିଆଣୀର କେତୋଟି ଗୋଡ ଥାଏ ? ଉତ୍ତର: 8ଟି ଗୋଡ ।9- ଉଡାଜାହାଜର ଖୋଜ କେଉଁ ଦେଶ କରିଥିଲା ? ଉତ୍ତର: ଆମେରିକା ।10- ଗୋଲାପ କେଉଁ ଦେଶର ରାଷ୍ଟ୍ରୀୟ ଦେଶ ଅଟେ ? ଉତ୍ତର: ଇରାନ ।
11- ମଣିଷ ନିଜ ଜୀବନରେ କେତେ ବର୍ଷ ପର୍ଯ୍ୟନ୍ତ ଶୋଇବାରେ କଟାଇ ଦେଇଥାଏ ? ଉତ୍ତର: 25 ବର୍ଷ ।12- ଭାରତର ସବୁଠାରୁ ସୁରକ୍ଷିତ ନାଗରିକ କିଏ ଅଟନ୍ତି ? ଉତ୍ତର: ପ୍ରଧାନମନ୍ତ୍ରୀ ।13- ଭାରତର ସବୁଠାରୁ ପ୍ରଥମ ରାଜ୍ୟ କଣ ଅଟେ ? ଉତ୍ତର: ବିହାର ।14- କେଉଁ ପକ୍ଷୀ କ୍ଷୀରରୁ ପାଣି ଅଲଗା କରିପାରେ ? ଉତ୍ତର: ହଂସ ।15- ଭାରତର ରାଷ୍ଟ୍ରୀୟ ପୁସ୍ତକ କଣ ଅଟେ ? ଉତ୍ତର: ସମ୍ବିଧାନ ।
16- ରାତି ସମୟରେ କେଉଁ ଗ୍ରହ ଲାଲ ଦେଖା ଯାଇଥାଏ ? ଉତ୍ତର: ମଙ୍ଗଳ ଗ୍ରହ ।17- ନକଲି ସୁନା କାହାକୁ କାହାଯାଏ ? ଉତ୍ତର: ଆଇରନ ଅକସାଇଡ ।18- କେଉଁଠାରେ ଦିନରେ ମଧ୍ୟ ତାରା ଦେଖା ଦେଇଥାନ୍ତି ? ଉତ୍ତର: ଅନ୍ତରିକ୍ଷ ।19- ଭରତାରେ ସୁନା ଖଣି କେଉଁଠାରେ ରହିଛି ? ଉତ୍ତର: କୋଲାର ।
20- କ୍ଷେତରେ ସବୁଜ ହୋଇଥାଏ, ବଜାରରେ କଳା ହୋଇଯାଏ, ଘରକୁ ଆସି ଲାଲ ହୋଇଥାଏ ତେବେ କୁହ ତାହା କଣ ? ଉତ୍ତର: ଚାହାପତି । ଆଶା କରୁଛୁ ଆପଣ ମାନଙ୍କ ପାଇଁ ଏହି ଗୁରୁତ୍ଵ ପୂର୍ଣ ପ୍ରଶ୍ନ ନିଶ୍ଚୟ ସାହାର୍ଯ୍ୟ କରିବ ପରୀକ୍ଷାରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।