କେବଳ 21 ଦିନରେ ଅର୍ଶ ହେବ ଭଲ, ଅପରେସନ କରିବାର ଆବଶ୍ୟକତା ନାହିଁ
ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଅର୍ଶ ଭଳି ସମସ୍ୟା ଆଜିକା ସମୟରେ ପ୍ରାୟତଃ ଲୋକଙ୍କୁ ହୋଇଥାଏ, ତେବେ ବ୍ୟକ୍ତିର ପେଟ ବହୁତ ଦିନ ଧରି ସଫା ନହେଲେ ଅର୍ଶ ଭଳି ସମସ୍ୟା ହୋଇଥାଏ ।
ତେବେ କଣ ଆପଣ ଜାଣିଛନ୍ତି ଯେ ଅର୍ଶ ସବୁ ରୋଗର ମୂଳ ହୋଇଥାଏ । ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଅର୍ଶ ଭଳି ସମସ୍ୟା ସେହି ଲୋକଙ୍କୁ ହୋଇଥାଏ ଯିଏ ତେଲ ମସଲା ବହୁତ ସେବନ କରନ୍ତି ତାଙ୍କ ପେଟ ବହୁତ ଶୀଘ୍ର ଖରାପ ହୋଇଥାଏ ।
ତେବେ ଏହା ଛଡା କଣ ଆପଣ ଜାଣିଛନ୍ତି ଯେ ଅର୍ଶ ଭଳି ସମସ୍ୟା ଦୂର କରିବା ପାଇଁ କଣ ସେବନ କରିବା ଉଚିତ ଆଉ କେତେ ବେଳେ କଣ ସେବନ କଲେ ଆରାମ ମିଳିଥାଏ ତାହା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଭଲ ଭାବରେ ଜାଣିଛନ୍ତି ଯେ ଅଞ୍ଜିରା ବା ଯାହାକୁ ଆମେ ଡିମିରି ବୋଲି କହିଥାଉ ତାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ଆଜି ଆମେ ଆପଣଙ୍କୁ ଡିମିରି ର ଲାଭକାରୀ ଗୁଣ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ଯେଉଁ ଲୋକଙ୍କ ପେଟ ସବୁବେଳେ ଖରାପ ରହୁଛି ବା ଅଳପ ଅଳପ ମଳ ତ୍ୟାଗ କରୁଛି ଆଉ ଭୀଷଣ କଷ୍ଟ ହେଉଛି ।
ଏହା ଛଡା ଯେଉଁ ଲୋକଙ୍କ ମଳ ତ୍ୟାଗ ସହ ରକ୍ତ ମଧ୍ୟ ପଡିଥାଏ ତାଙ୍କ ପେଟ ଗରମ ରହିବା ସହ ତାଙ୍କ ପାଚନ କ୍ରିୟା ସବୁ ଅଙ୍ଗ ଧୀରେ ଧୀରେ ଅସୁସ୍ତ ହୋଇ ଖରାପ ହବାକୁ ଲାଗିଥାଏ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଖାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ହୋଇଯିବ ଆପଣଙ୍କୁ ଆଉ କିଛି ଆବଶ୍ୟକ ହବ ନାହିଁ । ଆପଣଙ୍କୁ ରାତିରେ ୪ଟି ଡିମିରି ପାଣିରେ ଭିଯାଇ ରଖିବାର ଅଛି ଏହା ପରେ ଆପଣ ତାହାକୁ ସକାଳେ ଉଠି ଦାନ୍ତ ସଫା କରି ସେବନ କରନ୍ତୁ ଆପଣ ଡିମିରି ସେହି ଭିଜା ପାଣିରେ ଚକଟି ମଧ୍ୟ ଖାଇ ପାରିବେ ଏହା ଖାଇବା ପାଇଁ ମିଶିରି ଭଳି ମିଠା ଲାଗିଥାଏ ।
ତେବେ ଡିମିରି ଆମ ପେଟକୁ ଥଣ୍ଡା କରିଥାଏ ଆଉ ଆମ ପେଟରେ ହୋଇଥିବା ଏସିଡିଟି ଆଉ ଅନ୍ୟ ସବୁ ସମସ୍ୟାକୁ ସମାପ୍ତ କରିବାରେ ସାହାଜ୍ଯ କରିଥାଏ । ଡିମିରି ଆମ ଲିଭର ଆଉ ଆନ୍ତ ପାଇଁ ବହୁତ ଲାଭକାରୀ ହୋଇଥାଏ ଯଦି ଆପଣ ନିଜ ଜୀବନରେ ସ୍ୱାସ୍ଥ୍ୟ ରହିବାକୁ ଚାହନ୍ତି ତେବେ ଆପଣଙ୍କୁ ପ୍ରତି ଦିନ ଡିମିରି ଦୁଇ ଥର ସେବନ କରିବାକୁ ହବ ଆପଣ ରାତିରେ ୮ଟି ନଚେତ ୯ଟି ଡିମିରି ପାଣିରେ ଭିଯାଇ ଦିଅନ୍ତୁ ଆଉ ସକାଳେ ସନ୍ଧ୍ୟାରେ ଅଧା ଅଧା ସେବନ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଲାଭ ଦେଖିବାକୁ ମିଳିବ ।