ସ୍ୱାସ୍ଥ୍ୟ

ମୁଣ୍ଡ ବିନ୍ଧା, କାଶ, ଆଣ୍ଠୁଗଣ୍ଠି ବିନ୍ଧା ସହ 100 ରୋଗ କରେ ଭଲ ବାସ 1 ପାନ ପତ୍ର

ବନ୍ଧୁଗଣ ସର୍ବଦା ଆମେ ଶୁଭକାମ ରେ କିମ୍ବା ପୂଜାରେ ଆମେ ପାନ ପତ୍ର କୁ ବ୍ୟବହାର କରିଥାଉ । ଏହାକୁ କିଛି ଲୋକମାନେ ମାଉଥ ଫ୍ରେସନର ଭାବେ ମଧ୍ୟ ବ୍ୟବହାର କରିଥାନ୍ତି । ଆପଣମାନେ ଜାଣି ଥିବେ କି ଏହି ଭଳି ପାନକୁ ଆମେ ଜର୍ଦା କିମ୍ବା ଗୁଣ୍ଡିଆ ଦେଇ ଖାଇବା ପାଇଁ କହୁନୁ ଏହାକୁ ଆପଣ ସାଧା ଭାବେ ଖାଇବେ । ଏକ ପାନ ପାତ୍ର ଯେଉଁ ଥିରେ କିଛି ଭି ଲାଗି ନଥିବା ଏହାକୁ ଆପଣ ଖାଇ ପାରିବେ । ଏହା ଆପଣଙ୍କ ଅନେକ ସମସ୍ୟାକୁ ଦୂର କରି ପାରିବ ।

ଏହାକୁ ଖାଇବା ଦ୍ଵାରା ଖାଦ୍ଯ ଭଲ ଭାବେ ଜୀର୍ଣ୍ଣ ହୋଇଥାଏ ଓ ବଦହଜମି ମଧ୍ୟ ହୋଇ ନଥାଏ । ଆୟୁର୍ବେଦ ରେ ଏହାର ମହତ୍ଵ ଅନେକ ଅଛି । ଯେଉଁ ମାନଙ୍କୁ କନଷ୍ଟିପେଶନ ଭଳି ସମସ୍ୟାମାନ ଅଛି ସେମାନେ ସକାଳୁ ଏହାକୁ ଖାଇବା ଭଲ ହୋଇଥାଏ । ଆପଣ ଯଦି ଏହାକୁ ସକାଳୁ ଖାଲି ପେଟରେ ଚୋବାଇକି ଖାଇବେ ଓ ଏହାପରେ ଆପଣ ଏହାର ପାଣି ପିବେ ଏହା ଆପଣଙ୍କ କନଷ୍ଟିପେଷନ ରୋଗରୁ ଆପଣ ମୂକ୍ତ ହୋଇଯିବ ।

ଏହି ପତ୍ରରେ ଆଣ୍ଟିଆକ୍ସିଡେଣ୍ଟ ଗୁଣ ଥାଏ । ଆପଣ ଯଦି ଏହାକୁ ସବୁ ଦିନ ଏହାକୁ ଖାଇବେ ଏହା ପରେ ଏହା ଆମ ଆମର ପୁରୁଣା କଫ ଅଛି ତାହା ଭଲ ହୋଇଯିବ । ଏହା ସହ ଆପଣଙ୍କର ଯଦି ମୁହଁ ସମସ୍ଯା ଅଛି ତେବେ ଏହା ତାକୁ ମଧ୍ୟ ଭଲ କରି ଦେଇଥାଏ । ଏହା ମଧ୍ୟରେ ଆଣ୍ଟିସେପ୍ଟିକ ଗୁଣ ମଧ୍ୟ ଥାଏ ।

ଯଦି ଆପଣଙ୍କ ଦାନ୍ତରେ ପୋକ ଲାଗିଛି କିମ୍ବା ଯଦି ଦାନ୍ତରୁ ରକ୍ତ ବାହାରୁଛି କିମ୍ବା ମଢିର ସମସ୍ଯା ଅଛି ତେବେ ଏହା ଆମ ପାଇଁ ଭଲ ଥାଏ । ଯଦି ପାନ ପତ୍ରକୁ ଆପଣ ଚୋବାଇକି ଖାଇବା ପାଇଁ ଭଲ ପାଉ ନାହାଁନ୍ତି । ତେବେ ଆପଣ ଏହାକୁ ଜୁଷ କରି ମଧ୍ୟ ପି ପାରିବେ । କୁହାଜାଏ ଯେଉଁ ମାନଙ୍କ କାନ ମୁଣ୍ଡାରେ ଦରଜ ଥାଏ ସେଇ ଜାଗରେ ପାନ ଦ୍ଵାରା ସେକ ଦେଲେ ଏହା ଭଲ ହୋଇ ଯାଇଥାଏ ।

ଏହା ସହ ଆପଣ ଯଦି ପାନକୁ ଖାଇବେ ଏହା ଆପଣଙ୍କ ହଜମ ଶକ୍ତିକୁ ଭଲ ରଖୀଥାଏ । ମାନେ ରଖନ୍ତୁ କେବଳ ପାନ କହୁଚେ ଆମେ ଏହା ମାନେ ଏହା ନୁହେଁ କି ଆପଣ ଏହାର ଭୁଲ ମାନେ କାଢିବେ ଓ ପାନ ମସଲା ପକାଇକି ଏହାକୁ ଖାଇବେ ।

ଆପଣ ଏହାକୁ ରସ କରି ଖାଇ ପାରୁ ନାହାନ୍ତି ତେବେ ଆପଣ ଏହାକୁ ଫୁଟାଇକି ଏହାକୁ ପି ପାରିବେ । ଯଦି ଆପଣ ଏହା ମଧ୍ୟରେ ଚିନୀ ସଦୃଶ୍ୟ କିଛି ଚୂନ ପକାଇକି ଏହାକୁ ସେବନ କରିବେ ଆପଣଙ୍କ ଶରୀର ରେ କ୍ଲ୍ଯାଲସିୟମର ଅଭାବ ହେବନି । ଆପଣ ଯଦି କାସର ସମସ୍ଯା ଅନୁଭବ କରୁଛନ୍ତି କିମ୍ବା ଆପଣଙ୍କ ଗଳାରେ ଜଦି କିଛି ବ୍ୟାକ୍ଟେରିଆ ମାନ ଅଛି ତେବେ ଏହା ମଧ୍ୟ ଆପଣଙ୍କୁ ଏହି ବ୍ୟାକ୍ଟେରିଆ ଠାରୁ ବଞ୍ଚାଇ ଥାଏ ।ଏହା ସହ ଆପଣଙ୍କ ସ୍ଵର ମଧ୍ୟ ଖୁବ ଭଲ ଥାଏ । ଏହାକୁ ଆପଣ ଯଦି ମୁହଁରେ ଏହାକୁ ଲଗାଇବେ ତେବେ ଏହା ଆମ ଚେହେରାରେ କିଛି ଦାଗ କିମ୍ବା ସ୍କିନ ଡିଜିଜ କରାଇ ନଥାଏ । ଏହାକୁ ଖାଇଲେ ଆମ ମସ୍ତିସ୍କକୁ ଏହା ଭଲ ରଖୀଥାଏ ଓ ଫ୍ରେସ କରାଇ ଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button