ସ୍ୱାସ୍ଥ୍ୟ

ଲୁଣ ଖାଉଥିଲେ ହୋଇ ଯାଆନ୍ତୁ ସଜାଗ, ଲୁଣ ନେଇପାରେ ଆପଣଙ୍କ ଜୀବନ,ଜାଣନ୍ତୁ ଦିନକୁ କେତେ ଲୁଣ ଖାଇବେ ?

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତାଧାରା ଦିନକୁ ଦିନ ତଳକୁ ଖସିବାରେ ଲାଗିଛି ।

ବର୍ତମାନ ଅନେକ ପ୍ରକାର ରୋଗ ବାହାରୁଛି ଯାହା ପାଇଁ ଅନେକ ଲୋକ ରୋଗ ମୁଖରେ ପଡିଛନ୍ତି ଏବଂ କେତେକ ଶଯ୍ୟାଶାୟୀ ହୋଇଗଲେଣି।ଯେଉଁ ସବୁ ରୋଗଦ୍ୱାରା ଏବେ ଲୋକମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ତାହା ହେଉଛି ଲୁଣ।

ଏହା ସାଧାରଣତଃ ଲୋକମାନେ ଖାଦ୍ୟରେ ସ୍ୱାଦର ମାତ୍ରା ବଢ଼ାଇବା ପାଇଁ ବ୍ୟବହାର କରିଥାନ୍ତି କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଦ୍ଵାରା ଏହା ଅନେକ ପ୍ରକାର ଅସୁବିଧା ସୃଷ୍ଟି କରିଥାଏ ଯାହା ପାଇଁ ପରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ବର୍ତମାନ ସମୟରେ ଲୋକମାନେ କେତେ ପ୍ରକାରର ଖାଦ୍ୟ ଖାଉଛନ୍ତି ଏବଂ ଅନେକଷ୍ଠାନରେ ଖାଉଛନ୍ତି ଏବଂ ଯେଉଁଠାରେ ଖାଉଛନ୍ତି ସେଠାରେ ଖାଦ୍ୟରେ ସ୍ଵାଦ ବଢାଇବା ପାଇଁ ସେମାନେ ଖାଦ୍ୟରେ ଅନେକ ପ୍ରକାର ମସଲା ମିଶାଇବା ସହ ଅନେକ ପ୍ରକାର ଜିନିଷକୁ ମିଶାଇଥାନ୍ତି ଯାହା ଦ୍ଵାରା ସେଠାରେ ଲୋକଙ୍କ ଆଗମନ ହୋଇଥାଏ ଏବଂ ତାହାର ବ୍ୟାପାର ମଧ୍ୟ ବଢ଼ିଥାଏ।

ଲୋକମାନେ ସେହି ଖାଦ୍ୟକୁ ସ୍ଵାଦ ପାଇଁ ଖାଇଥାନ୍ତି କିନ୍ତୁ ସେମାନେ ଜାଣି ପାରିନଥାଆନ୍ତି ଯେ ଏହା ତାଙ୍କ ସ୍ବାସ୍ଥ୍ୟ ପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ମୃତ୍ୟୁର ଆଗମନକୁ ସହଜରେ ନିକଟରେ ପହଞ୍ଚାଇଥାଏ ।

ତେଣୁ ଯେବେ ଆପଣମାନେ ଖାଦ୍ୟ ଖାଉଛନ୍ତି ସେଥିରେ ମସଲା ଏବଂ ତେଲ,ଲୁଣର ଭାଗ ଦେଖି ଖାଦ୍ୟ ଗ୍ରହଣ କରନ୍ତୁ ନହେଲେ ଏହା ଦ୍ଵାରା ପରମୁହୂର୍ତ୍ତରେ ଆପଣଙ୍କୁ ଅନେକ ଶାରୀରିକ ସମସ୍ୟାର ସାମନା ହେବାକୁ ପଡିବ।

ଅତ୍ୟଧିକ ଲୁଣ ଖାଇବା ଦ୍ବାରା ବ୍ଲଡ଼ ପ୍ରେସର, ହାର୍ଟ ଆଟାର୍କ ଏବଂ ଷ୍ଟ୍ରୋକ ଭଳି ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ।ଲୁଣର ଅତ୍ୟଧିକ ବ୍ୟବହାର ଦ୍ଵାରା ଏହା କ୍ରମେ କ୍ରମେ ଶରୀରରେ ବିଶ ଭଳି କାର୍ଯ୍ୟ କରିଥାଏ ଯାହା ପରେ ଲୋକର ମୃତ୍ୟୁର କାରଣ ସାଜିଥାଏ।

ଏହି ତଥ୍ୟ WHO ତରଫରୁ ପ୍ରସ୍ତୁତ ହୋଇଛି ଏବଂ ଏହା ସମ୍ବନ୍ଧରେ ପରୀକ୍ଷା ପରେ ଦର୍ଶାଯାଇଛି।WHO ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ଜଣେ ବ୍ୟକ୍ତି ପ୍ରତ୍ୟେକ ଦିନ ୧.୫ ଚାମଚ୍ ଲୁଣ ଖାଇବା ଆବଶ୍ୟକ ନହେଲେ ପରେ ତାହା ଦୁଃଖର କାରଣ ସାଜିପାରେ ଏବଂ ସମସ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ଦ୍ରବ୍ୟ ଉପରେ ଲେଖାଯିବା ଉଚିତ୍ କି କେଉଁ ଖାଦ୍ୟରେ କେତେ ମାତ୍ରାରେ ଲୁଣ ପଡ଼ିବ ଯାହା ପାଇଁ କୌଣସି ମୂଲ୍ୟ ପଡ଼ିନଥାଏ। ତେଣୁ ଆପଣମାନେ ଏବେଠାରୁ ସଜାଗ ହୋଇଯାଆନ୍ତୁ ଏବଂ ବିନା ଲୁଣରେ ଖାଦ୍ୟ ସେବନ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button