ଭଲ ସମୟ ଆସିବା ଆଗରୁ ମହାଦେବ ଦିଅନ୍ତି ଏହି 7ଟି ସଂକେତ, କେବଳ ସୋମବାରକୁ ହିଁ ମିଳେ… ନିଶ୍ଚୟ ଦେଖନ୍ତୁ

ଯଦି ଆପଣ ଙ୍କୁ ସୋମବାର ଦିନ ଏହି 7 ଟି ସଂକେତ ମିଳୁଚି ତାହେଲେ ମହାଦେବ ଆପଣ ଙ୍କ ଉପରେ ପ୍ରସନ୍ନ ଅଛନ୍ତି । ଏବଂ ଖରାପ ସମୟ ନଷ୍ଟ ହେବାକୁ ଯାଉଛି । ଜୀବନ ରେ ଭଲ ଦିନ ର ଆରମ୍ଭ ହେବାକୁ ଯାଉଚି । ସେ ହେଉଛନ୍ତି ଆଦ୍ୟ ଓ ଅନ୍ତ । ସେ ସାହାରା ଅଟନ୍ତି । ମହାଦେବ ନିଜ ଭକ୍ତ ମାନେ ଙ୍କ ରକ୍ଷା ପାଇ ରୁଦ୍ର ରୂପ ଧାରଣ କରିଥାନ୍ତି ତ କେବେ ସୃଷ୍ଟି ପାଇ ଭୟଙ୍କର ରୂପ ମଧ୍ୟ ନେଇ ଥାଆନ୍ତି । ମହାଦେବ ଙ୍କୁ ଗୁରୁ ବୋଲି କୁହାଯାଏ ।
ଯୋଗ ର ମହତ୍ତ୍ଵ ଶିଖାଇ ଥାଆନ୍ତି । ଶିବ ଙ୍କ ମହିମା ଅପରମ୍ପାର ଅଟେ । ଯେଉଁ ମାନେ ମହାଦେବ ଙ୍କୁ ଆରାଧନା ର ସହ ପୂଜା କରିଥାନ୍ତି ସେମାନ ଙ୍କ ଉପରେ ପ୍ରଭୁ ଅତ୍ୟନ୍ତ ଖୁସି ହୋଇଥାନ୍ତି । ସୋମବାର ଦିନ ମହାଦେବଙ୍କର ଦିନ ଅଟେ । ସେ ଏହି ଦିନ ଟିକୁ ନିଜର ପରବ ବୋଲି ସ୍ଵୀକାର କରିଛନ୍ତି ।
ଯେଉଁ ମାନେ ସୋମବାର ଦିନ ମନ୍ଦିର ରେ ଦୁଗ୍ଧ ଏବଂ ପାଣି ଶିବଲିଙ୍ଗ ରେ ଚଢ଼େଇ ଥାଆନ୍ତି ସେମାନେ ଙ୍କ ଉପରେ ଭଗବାନ ଙ୍କ ର ଅଶେଷ କୃପା ପଡ଼ିଥାଏ । ବ୍ରହ୍ମ ମୁହୂର୍ତ୍ତ ରେ ଚନ୍ଦ୍ରମା ଙ୍କ ଦର୍ଶନ ସୋମବାର ଦିନ ଶୁଭ ହୋଇଥାଏ । ମହାଦେବ ଙ୍କ ମସ୍ତକ ର ଜଟ ରେ ଯେପରି ଚନ୍ଦ୍ର ରହିଛି ସେହିପରି ଆପଣ ଙ୍କୁ ଚଦ୍ର ଦେଖା ଗଲେ ଶୁଭ ହୋଇଥାଏ ।
ମହାଦେବ ଙ୍କ କୃପା ଖୁବ୍ ଶୀଘ୍ର ଆପଣ ଙ୍କ ଉପରେ ପଡ଼ିବାକୁ ଯାଉଚି । ଯଦି ସୋମବାର ଦିନ ଧଳାଗାଈ ଦେଖା ଯାଏ ତାହା ଶୁଭ ସଙ୍କେତ ହୋଇଥାଏ । ଏହା ଶିବ ନକର ବାହାନା ଅଟେ ଯଦି ଏହା ଦେଖା ଯାଏ ତାହେଲେ ଆପଣ ଙ୍କ ପାଇ ଶୁଭ ଅଟେ । ନାଗଦେବତ୍ତା ଙ୍କ ଦର୍ଶନ ଦ୍ଵାରା ମଧ୍ୟ ଶିବ ଙ୍କ କୃପା ପଡ଼ିଥାଏ । କାରଣ ଶିବ ଙ୍କ ଗଳା ରେ ନାଗ ଙ୍କ ପ୍ରତିର୍ତ ରହିଅଛି ଯାହାକି ଶୁଭ ସଙ୍କେତ ପ୍ରଦାନ କରୁଛି ।
ଏକାନ୍ତ ରେ ସ୍ତ୍ରୀ ଓ ସ୍ବାମୀ ଙ୍କୁ ଦେଖିବା । ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ ସଂକେତ ଦେଇଥାଏ । ଏହା ମାତା ପାର୍ବତୀ ଓ ଶିବ ଙ୍କ ସମ୍ପର୍କ କୁ ଦର୍ଶାଉଛି । କଳା କୁକୁର ଦେଖିଲେ ଶୁଭ କାରଣ ଏହା ଆପଣ ଙ୍କ ଘର ର ସମସ୍ତ ନକାରାତ୍ମକ ଦୁଶ୍ଚିନ୍ତା କୁ ଦୁର କରିଥାଏ ।
ଯଦି ଆପଣ କୌଣସି କାର୍ଯ୍ୟ କୁ ଯାଉଛନ୍ତି ରାସ୍ତା ରେ ପାଣି ରେ ଭରିଥିବା ପାତ୍ର ଟିଏ ଦେଖା ଯାଉଚି ବା ମାଠିଆ ଦେଖା ଜାଉଚି ତାହା ଶୁଭ ଅଟେ କାରଣ ଏହା ଆପଣ ଙ୍କ ଜୀବନ କୁ ଭରିଦେବ ର ସଂକେତ ଦେଇଥାଏ । କୌଣସି କାର୍ଯ୍ୟ ଅସଫଳ ଥିଲେ ତାହା ପୂର୍ଣ୍ଣ ହୋଇଥାଏ । ଯଦି କୌଣସି ବ୍ୟକ୍ତି ସୋ ଦିନ ଭସ୍ମ ଲାଗିଥିବାର ଦେଖା ଯାଏ । ବା ଶିବ ଙ୍କ ରୂପରେ ଦେଖା ଯାଏ ଅର୍ଥାତ୍ ସେ ଶିବ ଙ୍କ ରୂପ ଧାରଣ କରି ଭସ୍ମ ଲାଗିଥାଏ । ତାହା ମଧ୍ୟ ଖୁସି ଖବର ଆଣିଦେଇଥାଏ । ଆପଣ ଙ୍କ ଦାସ ଦୁର ହୋଇଥାଏ ।