ସ୍ୱାସ୍ଥ୍ୟ

ଡାଇବେଟିସ ୩୮୦ ହେଉ ବା ୪୮୦, କେବଳ 7 ଦିନରେ ଠିକ କରିଦେବ ଏହି ଗୁଣ୍ଡ 

ଆପଣ ମେଡ଼ିସିନ ଖାଇ ବୋର ହୋଇ ଯାଇଥିଲେ ନିହାତି ଏହି ରେମେଡିର ବ୍ୟବହାର କରନ୍ତୁ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ସେବନ କିପରି କରିବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ମେଥି ଦାନା । ଦ୍ଵିତୀୟ ସାମଗ୍ରୀ ହେଉଛି ଜୀରା ଯାହା ଆମେ ରୋଷେଇରେ ବିଭିନ୍ନ ଖାଦ୍ଯ ବନାଇବାରେ ବ୍ୟବହାର କରିଥାଉ ।

ଯେଉଁ ମାନଙ୍କୁ ଡାଇବେଟିସ ସେମାନେ ମିଠା ଖାଇବା ଉଚିତ ନୁହେଁ । ଜୀରା ରୁ ଏମିତି ପୋଷାକ ତତ୍ଵବା ମିଳିଥାଏ ଯାହା ଶରୀରର ଇନସୁଲିନ କୁ କଣ୍ଟ୍ରୋଲ କରିବାରେ ଓ ବାଲାନ୍ସ ରଖିବାରେ ସାହାଜ୍ଯ କରିଥାଏ । ତୃତୀୟ ସାମଗ୍ରୀ ହେଉଛି ଜୁଆଣୀ ଯାହାକୁ ପ୍ରାଚୀନ କଳାରୁ ପେଟ ସମସ୍ଯା ପାଇଁ ବ୍ୟବହାର କରାଯାଉଛି । ଖାସ କାଟି କୋଷ୍ଠ କାଠିନ୍ଯ ସମସ୍ଯା ପାଇଁ ଜୁଆଣୀ ବ୍ୟବହାର କରାଯାଏ ।

କିନ୍ତୁ ମଧୁମେହ ଭଳି ସମସ୍ଯା ପାଇଁ ଜୁଆଣୀ ବହୁତ ଲାଭଦାୟକ ହୋଇଥାଏ । ଆପଣ ଏହି ସବୁ ସାମଗ୍ରୀରୁ 15 ଗ୍ରାମ ଲେଖାଏଁ ନିଅନ୍ତୁ । ଏହି ସବୁ ସାମଗ୍ରୀର ଭଲ ଭାବେ ପାଉଡର ପ୍ରସ୍ତୁତ କରନ୍ତୁ । ଅଧ ଚାମଚ ଲେଖାଏଁ ଏହି 3ଟି ସାମଗ୍ରୀ ନିଅନ୍ତୁ । ସେସ ସାମଗ୍ରୀ ହେଉଛି ଭଜା ଚଣା ଯାହା ମଧୁମେହ ରୋଗୀଙ୍କ ପାଇଁ ଜବରଦସ୍ତ ଫାଇଦା ଦେଇଥାଏ ।

ମଧୁମେହ କାରଣରୁ ଏନର୍ଜି ଲେବଲ କମ ହେବା, ଆଖି ଦୁରବଲ ହୋଇଥାଏ । ମଧୁମେହ କିଡନି କୁ ମଧ୍ୟ ପ୍ରଭାବିତ କରିଥାଏ । ଆପଣ ଏକ ତାୱା ନେଇ ଏହି ସବୁ ସାମଗ୍ରୀ କୁ ଭଲ ଭାବେ ଭାଜି ଦିଅନ୍ତୁ । ଆପଣ ଲୁହା ତାୱା ର ବ୍ୟବହାର କରିଲେ ଭଲ । ବିନା ତେଲରେ ଏହି ସବୁ ସାମଗ୍ରୀ କୁ ଭାଜି ଦିଅନ୍ତୁ । ଏହା ଥଣ୍ଡା ହେବା ପରେ ଏଥିରେ 15 ଗ୍ରାମର ଭଜା ଚଣା ନିଅନ୍ତୁ । ଏହାର ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ ।

ଏବେ ଏକ ଗ୍ଳାସ ନରମାଲ ପାଣିରେ ଅଧ ଚାମଚ ପାଉଡର ପକାନ୍ତୁ । ତା ପରତେ ଆପଣ ଏହାକୁ ମିକ୍ସ କରନ୍ତୁ । ପ୍ରତି ଦିନ ସକାଳୁ ଏହାର ଖାଲି ପେଟରେ ସେବନ କରନ୍ତୁ । ଲଗାତାର ଦେଢ ମାସ ଏହି ରେମେଡି ର ସେବନ କରନ୍ତୁ । ଦେଖିବେ ଆପଣଙ୍କର ମଧୁମେହ କଣ୍ଟ୍ରୋଲ ହୋଇଯିବ । ଏହା ସହ ସକାଳୁ ଖାଲି ପାଦରେ ମାଟିରେ ଚାଲନ୍ତୁ । ଏହା ଡାଇବେଟିସ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button