ଜୀବନଶୈଳୀ

ଗୋଟିଏ ଥର ଚୋବେଇ ଖାଆନ୍ତୁ ଗ୍ୟାସ, ବ୍ଲଡପ୍ରେସର୍, ଆଣ୍ଠୁଗଣ୍ଠି ବିନ୍ଧା, Diabetes କେବେ ବି ହେବନି… ୧୨୦ ବର୍ଷ ବଞ୍ଚିବେ

ବନ୍ଧୁଗଣ ଯଦି ଆପଣଙ୍କର ଶୀର ବ୍ଲକେଜ ସମସ୍ଯା, ହାର୍ଟ ସମସ୍ଯା, ଗ୍ଯାସ, ଏସିଡିଟି ବହୁତ ଅଧିକ ହେଉଛି, ଲିଭର ଦୁର୍ବଳ ଅଛି, ହାତ ଗୋଡ କାଲୁଆ ପଡୁଛି, କେଶ ଅଧିକ ଝାଡୁଛି, ସଂପୂର୍ଣ୍ଣ ଶରୀରରେ ବହୁତ କଷ୍ଟ ରହୁଛି, ବ୍ଲଡ଼ ସୁଗର ଜନିତ ସମସ୍ଯା ଅଛି, କୋଲେଷ୍ଟ୍ରୋଲ ଅଧିକ ଅଛି ଯାହା ବହୁତ ଦିନ ଧରି ଲାଗି ରହିଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବୁ ଆହା ଦ୍ଵାରା ସବୁ ରୋଗକୁ ଠିକ କରି ପାରିବେ ।

ଏହି ରେମେଡି ର ସାହାଯ୍ୟରେ ଆପଣଙ୍କର ସବୁ ସମସ୍ଯା ଠିକ ହୋଇ ପାରିବ । ଏହି ରେମେଡି ତିଆରି କରିବା ଆବଶ୍ୟକ ରହିଛି ଡାଲଚିନି । ହାର୍ଟ ସମସ୍ଯା, ଶରୀର ଦୁର୍ବଳ ଲାଗୁଥିଲେ ଡାଲଚିନି ଏମିତି ଏକ ଜିନିଷ ଅଟେ ଯାହା ସହାୟତାରେ ଆପଣଙ୍କ ଶରୀରରେ ଦାବି ଯାଇଥିବା ଶୀର ଖୋଲିଯିବ । ଡାଇଜେସନ ସମସ୍ଯା, ଥଣ୍ଡା, କାଶ, ଲିଭର ଦୁର୍ବଳ ଅଛି ତାହା ଠିକ ହୋଇଯିବ ।

ଏମିତି ଲୋକ ଯେଉଁ ମାନେ ଶାରୀରିକ ପୀଡା ପାଉଛନ୍ତି, ହାତ ଗୋଡ କାଲୁଆ ପଡୁଛି ଏମାନଙ୍କ ପାଇଁ ଡାଲଚିନି ବହୁତ ଲାଭଦାୟକ ଅଟେ । ଯେଉଁ ମାନଙ୍କ ବ୍ଲଡ଼ ସୁଗାର ମେଣ୍ଟେନ କରି ରଖିବାର ଅଛି, ହାର୍ଟ ଜନିତ ସମସ୍ଯା ଅଛି, ଅଳ୍ପ ଚାଲିଲେ ଥକାପଣ, ନିଶ୍ଵାସ ଫୁଲିବା ଭଳି ସମସ୍ଯା, ରକ୍ତର ଅଭାବ, ଶରୀରରେ ଦୁର୍ବଳତା ରହୁଛି ସେମାନଙ୍କ ପାଇଁ ଡାଲଚିନି ରାମବାଣ ହୋଇଥାଏ ।

ଯେଉଁ ମାନଙ୍କର ପାଚନ କ୍ରିୟା ଅଧିକ ଦୁର୍ବଳ ହୋଇଯାଇଛି, ଏସିଡିଟି, ପେଟ ଫୁଲି ରହୁଛି, ଛାତିରେ ଜ୍ଵଳନ ହେଉଛି ସେମାନଙ୍କ ପାଇଁ ଡାଲଚିନି ଅଧିକ ଫାଇଦା ସାବ୍ଯସ୍ତ ହୋଇଥାଏ । ଏହି ରେମେଡି ତିଆରି କରିବା ପାଇଁ ଏକ ପାତ୍ରରେ ଅଧା କପ ପାଣି ନେଇ ସେଥିରେ ଅଧ ଚାମଚ ଡାଲଚିନି ଗୁଣ୍ଡ ପକାନ୍ତୁ । ତା ପରେ ଆପଣ ପାଣି ଗରମ ହେବା ପରେ ଗ୍ଯାସ ବନ୍ଦ କରି ଦିଅନ୍ତୁ ।

ଏହା ରେ ଆପଣ ଏହାକୁ ଏକ କପରେ ଛାଣି ଦିଅନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ଭଳି ସମସ୍ଯା ଅଛି ତେବେ ସକାଳୁ ଖାଲି ପେଟରେ ଅଳ୍ପ ଉଷୁମ ଥିବା ବେଳେ ଚାହା ଭଳି ସେବନ କରି ପାରିବେ । ଖାଦ୍ୟ ଖାଇବାର 2 ଘଣ୍ଟା ପୂର୍ବରୁ ଆପଣଙ୍କୁ ଏହାର ସେବନ କରିବାକୁ ହେବ । ଦେଖିବେ ଯାହା ସମସ୍ଯା ଥିବା ତାହା ଦୂର ହେବାରେ ଲାଗିବ ।

ଦ୍ଵିତୀୟ ଉପାୟ ଟି ଆପଣଙ୍କୁ କ୍ଷୀର ସହ ଡାଲଚିନି ର ସେବନ କରିବାକୁ ହେବ । ଯେଉଁ ମାନଙ୍କର କ୍ୟାଲସିୟମର ଅଭାବ ରହୁଛି, ଆଁଠୁ ଗଣ୍ଠି କଷ୍ଟ ହେଉଛି, ହାଡରୁ କଟକଟ ଆବାଜ ଆସୁଛି, ଶରୀରରେ କ୍ୟାଲସିୟମ ବଢାଇବାର ଅଛି ସେମାନଙ୍କ ପାଇଁ ଏହି ଦ୍ଵିତୀୟ ଉପାୟ ଚମତ୍କାରୀ ଅଟେ । ଏକ ଗ୍ଳାସ କ୍ଷୀରରେ ଅଧ ଚାମଚ ଡାଲଚିନି ଗୁଣ୍ଡ ପକାଇ ଏହାକୁ ଫୁଟାନ୍ତୁ । ଏହାକୁ ଖାଲି ପେଟରେ 2 ମାସ ଯାଏଁ ସେବନ କରନ୍ତୁ ।ଯେଉଁ ମାନଙ୍କର ଲିଭର ଜନିତ ସମସ୍ଯା ଅଛି ସେମାନେ ଏକ ଚାମଚ ମହୁ ସହ ଦୁଇ ଚୁମୁଟା ଡାଲଚିନି ଗୁଣ୍ଡ ମିକ୍ସ କରି ଦିନକୁ 3 ଥର ସେବନ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button