ଜୀବନଶୈଳୀ

ଘରେ କେଉଁ ଫୋଟୋ ରଖିଲେ ଆର୍ଥିକ ସ୍ଥିତି ମଜବୁତ ହୁଏ ? Ajira Anuchinta

ଘରେ ଯଦି କିଛି ସମସ୍ଯା ଦେଖା ଦେଉଥାଏ ତେବେ ତାହାର ବାସ୍ତୁ ଉପଚାର କରିବା ଦ୍ଵାରା ତାହା ସମଧାନ କରା ଯାଇପାରେ । ଏହିପରି କିଛି ଉପଚାର ବିଷୟରେ ଆସନ୍ତୁ ଜାଣିବା । 1- ଘରର ଉତ୍ତର ଦିଗରେ ପାଣି କଳ ବା ମୋଟୋର ରଖିବା ଅନୁଚିତ । ଏହାଦ୍ବାରା ଆର୍ଥିକ ସ୍ଥିତି ଖରାପ ହେବାର ସମ୍ଭାବନା ଥାଏ ।

୨- ଘରର କାନ୍ଥ ଯଦି ଫାଟି ଯାଇଥାଏ ତେବେ ପରିବାରର ଲୋକଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖା ଯାଇଥାଏ । ତେଣୁ ତୁରନ୍ତ ମରାମତି କରିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ।

୩- ପଇସା ରଖୁଥିବା ଆଲମାରି କେବେ ବି ହାତ ଗୋଡ ନ ଧୋଇ ଛୁଇଁବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

୪- ରୋଷେଇ ଘରର ଉତ୍ତର ବା ପୂର୍ବ କାନ୍ଥରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଦ୍ଵାରା ଶୁଭପ୍ରଦ ହେବ ସହ ପଜେଟିଭ ଶକ୍ତିର ସଂଚାର ହୋଇଥାଏ ।

୫- ରୋଷେଇ ଘରେ ଖାଦ୍ଯ ତିଆରି ସମୟରେ କିଛି ଖାଦ୍ୟ ଖାଇବା ଅଶୁଭ ହୋଇଥାଏ ଓ ଦାରିଦ୍ରତା ଦେଖା ଦେବାର ସମ୍ଭାବନା ଥାଏ ।

୬- ଘର ଭିତରେ ଆଲୋକର ବ୍ୟବସ୍ଥା ଥିଲା ଭାବେ ହେବା ଉଚିତ ଯେପରି ଅଧିକ ବ କାମ ଆଲୋକ ହେବା ଉଚିତ ନୁହେଁ । ଏହାଦ୍ବାରା ନେଗେଟିଭ ଶକ୍ତି ବଢିଥାଏ ।

୭- ଘରେ ଖରାପ ବା ବନ୍ଦ ପଡିଥିବା ଘଣ୍ଟା ରଖିବା ଅଶୁଭ ହୋଇଥାଏ । ତେଣୁ ଏହାକୁ ଠିକ କରାଇ ନେବା ଉଚିତ ।

୮- ଘରେ ପୁରୁଣା ଚିରା ଫଟା କପଡା ରଖିଥାନ୍ତି ଏହାକୁ ତୁରନ୍ତ ହାତୟ ଦିଅନ୍ତୁ । ପୁରୁଣା ତାଲା ରଖିବା ଅଶୁଭ ହୋଇଥାଏ । ପୁରୁଣା ଖବରକାଗଜ ରଖିଲେ ପରିବାର ଲୋକଙ୍କର ଉନ୍ନତିରେ ବାଧା ଆସିଥାଏ ।

୯- ଘରର ଅଗ୍ନି କୋଣରେ ନାଲି ରଙ୍ଗର ବଲ ଜଳାଇବା ଶୁଭପ୍ରଦ ହୋଇଥାଏ ଏବଂ ପରିବାରର ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ ।

୧୦- ଘର ଆଗରେ କୌଣସି ବଡ ଗଛ ବା ଖମ୍ବ ରହିଥାଏ ଏବଂ ତାହାର ଛାଇ ଘର ଉପରେ ପଡୁଥାଏ ତେବେ ଅଶୁଭ ହୋଇଥାଏ । ତେଣୁ ଘର ଆଗରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଶୁଭପ୍ରଦ ହୋଇଥାଏ ।

୧୧- ଘରେ ଭୋଜନ କରୁଥିବା ସମୟରେ ପୂର୍ବ ଦିଗକୁ ମୁଖ କରିବା ଉଚିତ । ଏହାଦ୍ବାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ଘରର ମୁଖ୍ୟଦ୍ଵାର ଆଗରେ କାଦୁଅ ଜମିବା ଦ୍ଵାରା ପରିବାରା ଲୋକଙ୍କର ମାନସିକ ସମସ୍ଯା ଦେଖାଦିଏ ।

୧୨- ଘରର ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ସହ ସନ୍ଧ୍ୟା ସମୟରେ ଘିଅ ଦୀପ ଜଳାଇବା ଦ୍ଵାରା ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ।

୧୩- ଘରର ଐଶାନ୍ୟ କୋଣରେ ଶ୍ରୀଜନ୍ତ୍ର ଶୁଭ ମୁହୂର୍ତ୍ତରେ ସ୍ଥାପନ କରିଲେ ବାସ୍ତୁ ଦୋଷ ଦୂର ହେବା ସହ ଅର୍ଥ ଅଭାବ ଦୂର ହୋଇଥାଏ ।

୧୪- ଘରର ଉତ୍ତର ଦିଗରେ ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ ଫୋଟୋ ଲଗାଇବା ଦ୍ଵାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । କମ ବା ସନ୍ତୁଳିତ ମାତ୍ରାରେ ଚାହା ପିଇଲେ ହୃତପିଣ୍ଡ ସୁସ୍ଥ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button