ମନୋରଞ୍ଜନ

ଉତ୍ତର ଦିଗରୁ ବହେ ପବନ, ମା ନ ଥାଇ ପୁଅ ଜନମ ପୁଅ ଯେତେବେଳେ ଜନ୍ମ ହେଲା ବାପା ସେତେବେଳେ ଘରେ ନ ଥିଲା । ଏହାର ଉତ୍ତର କଣ ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।  ଯାହା ଆପଣଙ୍କର ଦୈନଦିନ କାର୍ଯ୍ୟରେ ମଧ୍ୟ ଆବଶ୍ୟକତା ସମୟରେ ଲାଗିପାରେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ପୃଥିବୀ ର ଆନୁମାନିକ ବୟସ କେତେ ?

ଉତ୍ତର- 4,700 ନିୟୁତ ବର୍ଷ ।

2- ପୃଥିବୀର ପରିକ୍ରମଣ ସମୟ କେତେ ?

ଉତ୍ତର- 365 ଦିନ 6 ଘଣ୍ଟା 9 ମିନିଟ 45 ସେକେଣ୍ଡ ।

3- କେଉଁ କାଳ୍ପନିକ ରେଖା ପୃଥିବୀ କୁ ଦୁଇ ଭାଗ କରେ ?

ଉତ୍ତର- ବିଷୁବରେଖା ।

4- ସକଳ ଶକ୍ତିର ଆଧାର ବୋଲି କାହାକୁ କୁହାଯାଏ ?

ଉତ୍ତର- ସୂର୍ଯ୍ୟ ।

5- ପୃଥିବୀର ଦୁଇ ପ୍ରାନ୍ତ କୁ କଣ କୁହାଯାଏ ?

ଉତ୍ତର- ମେରୁ ।

6- ପୃଥିବୀର ଦୈନିକ ଗତି କୁ କଣ କୁହାଯାଏ ?

ଉତ୍ତର- ଆହ୍ନିକ ଗତି ।

7- ପୃଥିବୀର ବାର୍ଷିକ ଗତିର ଅନ୍ୟ ନାମ କଣ ?

ଉତ୍ତର- ପରିକ୍ରମଣ ।

8- ସୂର୍ଯ୍ୟ ଙ୍କ ଚାରି ପାଖରେ କେତୋଟି ଗ୍ରହ ପ୍ରଦୀକ୍ଷଣ କରୁଛନ୍ତି ?

ଉତ୍ତର- 9ଟି ।

9- ସୂର୍ଯ୍ୟଙ୍କର ନିକଟତମ ଗ୍ରହ କିଏ ?

ଉତ୍ତର- ବୁଧ ।

10- କେଉଁ ଗ୍ରହ ର ସର୍ବାଧିକ ଉପଗ୍ରହ ଅଛନ୍ତି ?

ଉତ୍ତର- ବୃହସ୍ପତି ।

11- ପୃଥିବୀ କେତେ ଦିନରେ ଥରେ ସୂର୍ଯ୍ୟ ଙ୍କ ଚାରିପଟେ ଘୁରି ଥାଏ ?

ଉତ୍ତର- 365 ଦିନ ।

12- ସୂର୍ଯ୍ୟଙ୍କର ଆବର୍ତ୍ତନ ଗତି ଦ୍ଵାରା ପୃଥିବୀରେ କଣ ହୁଏ ?

ଉତ୍ତର- ଦିନ ଓ ରାତି ହୁଏ ।

13- ବ୍ରହ୍ମ ଦେଶ ଭାରତରୁ କେବେ ଅଲଗା ହେଲା ?

ଉତ୍ତର- ଖ୍ରୀଷ୍ଟାବ୍ଦ 1937 ।

14- ଭାରତ ଶାସନ ନିୟମ କେବେ ପ୍ରଣିତ ହୋଇଥିଲା ?

ଉତ୍ତର- ଖ୍ରୀଷ୍ଟାବ୍ଦ 1935 ।

15- ସାଇମନ କମିଶନ କେବେ ଭାରତ ଆଗମନ କରିଥିଲେ ?

ଉତ୍ତର- ଖ୍ରୀଷ୍ଟାବ୍ଦ 1928 ।

16- ବିଭାଜିତ ବଙ୍ଗ ର ପୁନଃ ମିଶ୍ରଣ କେବେ ହୋଇଥିଲା ?

ଉତ୍ତର- ଖ୍ରୀଷ୍ଟାବ୍ଦ 1911 ।

17- ଉତ୍ତର ଦିଗରୁ ବହେ ପବନ, ମା ନ ଥାଇ ପୁଅ ଜନମ ପୁଅ ଯେତେବେଳେ ଜନ୍ମ ହେଲା ବାପା ସେତେବେଳେ ଘରେ ନ ଥିଲା । ଏହାର ଉତ୍ତର କଣ ?

ଉତ୍ତର- କଇଁଛ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button