15 ଦିନରେ କମିବ ଆପଣଙ୍କ ଓଜନ ,କରନ୍ତୁ ଏହି ଛୋଟିଆ ଏବଂ ସରଳ ଉପାୟ ଯେତେ ମୋଟା ହୋଇଥିଲେ ମଧ୍ୟ ହୋଇଯିବେ ପତଳା

ଦର୍ଶକ ବନ୍ଧୁ ଯଦି ଆପଣ ଆପଣଙ୍କ ବଢୁଥିବା ଓଜନ ପାଇଁ ଚିନ୍ତିତ ତାହେଲେ ଆଜି ଆମେ ଆପଣଙ୍କ ଏହି ଚିନ୍ତାକୁ ଶେଷ କରିବାକୁ ଯାଉଛୁ ଯାହାକୁ ଆମେ ଏକ ଘରୋଇ ଉପଚାର ଦ୍ଵାରା ସମ୍ପୂର୍ଣ୍ଣ ଶେଷ କରିଦେବୁ ଆସନ୍ତୁ ଜାଣିବା ସେହି ଉପଚାର ବିଷୟରେ।
ଏହାକୁ ଯଦି କେବଳ ୭ଦିନ ପର୍ଯ୍ୟନ୍ତ ପ୍ରତିଦିନ ସେବନ କରିବେ ତାହେଲେ ଆପଣଙ୍କ ଓଜନର ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମ ସାମଗ୍ରୀ ଟି ହେଉଛି ଜିରା ଏହା ଆପଣଙ୍କ ରୋଷେଇ ଘରେ ବହୁତ ସହଜରେ ମିଳି ଯାଏ ।
ଏହାର ସେବନ ଦ୍ଵାରା ଆମ ଶରୀରର ହଜମ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବେ ଆପଣ ଏକ ପାତ୍ରରେ ଏକ ଗ୍ଲାସ୍ ପାଣି ନିଅନ୍ତୁ ଏବଂ ଏଥିରେ ଆପଣ ଦୁଇ ରୁ ତିନି ଚାମଚ୍ ଜିରା ପକାଇ ଏହାକୁ ରାତିସାରା ଭୂଜିବାକୁ ଛାଡ଼ି ଦିଅନ୍ତୁ ଏବଂ ସକାଳୁ ଉଠି ପ୍ରଥମେ ଆପଣ ଏହାକୁ ଗ୍ୟାସର ବସି ଭଲଭାବେ ଫୁଟାଇ ଦିଅନ୍ତୁ।
ଏହା ଫୁଟାଇବା ପରେ ଏହାକୁ ତନ୍ଦକରି ଆପଣ ଏହାର ସେବନ କରନ୍ତୁ ଆଉ ଯେଦି ପାରିବେ ଆପଣ ଏହାକୁ ରାତିରେ ଶୋଇବା ପୂର୍ବରୁ ଆଉ ଥରେ ସେବନ କରନ୍ତୁ ଏହାଦ୍ବାରା ଆପଣଙ୍କୁ ଦେହରେ ଥିବା ଅତିରିକ୍ତ ଚର୍ବି ବହୁତ୍ ଜଲଦି କମିଯିବ ଓ ଆପଣ ବହୁତ ଶୀଘ୍ର ପତଳା ହୋଇ ଯିବେ ।