ଆଜିର ରାଶିଫଳ : 24 December 2022 ଶନିବାର, କେମିତି କଟିବ ଆଜିର ଦିନ
ମେଷ ରାଶି – ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ | ଧନଲାଭର ଆଜି ବହୁତ ସମ୍ଭାବନା ଅଛି | କିନ୍ତୁ ଏହା ସହିତ ଆପଣ କିଛି ଦାନ-ପୁଣ୍ୟ ବି କରିବା ଉଚିତ କାରଣ ଦାନ-ପୁଣ୍ୟ ଦ୍ୱାରା ମାନସିକ ଶାନ୍ତି ମିଳିଥାଏ | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି |
ବୃଷ ରାଶି – ଯେମିତି ହିଁ ଆପଣଙ୍କ ସ୍ଥିତି ଉପରେ ନିଅନ୍ତ୍ରଣା ରଖିବାକୁ ଚେଷ୍ଟା କରିବେ,ଆପଣଙ୍କ ଉତ୍ତେଜନା କାମ ହୋଇ ଯିବ | ଅତିଶୀଘ୍ର ହିଁ ଆପଣ ଜାଣିବେକି ଏହା ଅସୁବିଧା ସାବୁନର ସେହି ଫେଣ ପରି ଥିଲା ଯାହାକି ଛୁଇଁଲେ ହି ଫାଟି ଯିବ | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ |
ମିଥୁନ ରାଶି – ତାଠୁ ଆଗେ କି ନକରାତ୍ମକ ବିଚାର ମାନସିକ ରୋଗର ରୂପ ନେଇ ଯାଏ , ଆପଣ ତାହାର ଶେଷ କରି ଦିଅନ୍ତୁ | ଏମିତିଆ ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି |
କର୍କଟ ରାଶି – ଅନ୍ୟ ମାନଙ୍କ ସାଙ୍ଗରେ ଖୁସି ବାଣ୍ଟିଲେ ସ୍ୱାସ୍ଥ୍ୟ ଆହୁରି ଭଲ ରହିବ | ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ | କେହି ବନ୍ଧୁ ନିଜର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି | ବିବାଦ ହେଲା ପରି କଥା ଆଜି ଉଠାନ୍ତୁ ନାହିଁ , ଯଦି ଆଜି ନିଜ ସାଥୀଙ୍କୁ ଦେଖା କରିବାକୁ ଯାଉଛନ୍ତି |
ସିଂହ ରାଶି – ନିଜର ଉତ୍ସାହ ରଖିବା ପାଇଁ ନିଜର କଳ୍ପନାରେ କୌଣସି ସୁନ୍ଦର ଓ ବିଚିତ୍ର ଛବି ଆଂକନ୍ତୁ | ଆଜି ଦିନ ଶେଷ ହେବା ବେଳକୁ ଆର୍ଥିକ ବୃଦ୍ଧି ହାଇ ପାରେ| ଆଜି ସନ୍ଧ୍ୟା ବେଳେ କେହି ଘନିଷ୍ଟ ମିତ୍ର କି ସମ୍ବନ୍ଧୀ ଆସି ପାରନ୍ତି | ଆଜି ଆପଣଙ୍କ ପ୍ରେମ କାହାଣୀ ଏକ ନୂଆ ମୋଡ଼ ନେଇପାରେ| ଆଜି ଆପଣଙ୍କ ପ୍ରେମିକ ଆପଣଙ୍କ ପାଖରେ ବିବାହ ପ୍ରସ୍ତାବ ରଖିପାରନ୍ତି |
କନ୍ୟା ରାଶି – ଶରୀରର କୌଣସି ଅଂଗରେ ପୀଡ଼ା ହେବାର ସମ୍ଭାବନା ଅଛି | କୌଣସି ଏମିତି କାର୍ଯ୍ୟ ଠୁ ନିଜକୁ ରକ୍ଷା କରନ୍ତୁ, ଯୋଉଥିରେ ବେଶୀ ଶାରୀରିକ କଷ୍ଟ କରିବାକୁ ପଡ଼ିବ | ଭଲ ଭାବରେ ଆରାମ କରନ୍ତୁ | ଆପଣଙ୍କ ଭାଇ ଭଉଣୀଙ୍କ ମଧ୍ୟରୁ କେହି ଆଜି ଆପଣଙ୍କୁ ଉଧାର ମାଗିପାରେ | ଆପଣଙ୍କୁ ନିଜ ଜୀବନସାଥୀ ସହିତ ଆଲୋଚନା କରିବାର ଆବଶ୍ୟକତା ଅଛି |
ତୁଳା ରାଶି – ସ୍ୱାସ୍ଥ୍ୟ ଭଲ ରହିବ | ଆଜି ଆପଣଙ୍କର ଜୀବନସାଥିଙ୍କର ଖରାପ ସ୍ୱାସ୍ଥ୍ୟ ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ , କିନ୍ତୁ ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଆପଣଙ୍କ ସଞ୍ଚିତ ଅର୍ଥ ଏଥିପାଇଁ ପର୍ଯ୍ୟାପ୍ତ ହେବ | ପରିବାର ଲୋକଙ୍କ ମଧ୍ୟରୁ କାହାରଶରୀର ଖରାପ ହେବ କାରଣରୁ ବୁଲା-ବୁଲି କରିବାର କାର୍ଯ୍ୟକ୍ରମରେ ବିଳମ୍ବ ହୋଇ ପାରେ |
ବିଛା ରାଶି – ଯୋଗ ଓ ତପଶ୍ୟା ଆଧ୍ୟାତ୍ମିକ ଓ ଶାରୀରିକ ଲାଭ ପାଇଁ ଉପକାରୀ ହୋଇ ଥାଏ | ଯଦି ଆପଣ ଭ୍ରମଣ କରିବାକୁ ବାହାରକୁ ଯାଉଛନ୍ତି ତେବେ ନିଜର ମୂଲ୍ୟବାନ ଵାସ୍ତୁମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ କାରଣ ଚୋରି ହେବାର ଅନେକ ସମ୍ଭାବନା ଅଛି | ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ |
ଧନୁ ରାଶି – ମାଡ଼ ଠୁ ରକ୍ଷା ପାଇବା ପାଇଁ ସାବଧାନ ହୋଇ ବସନ୍ତୁ | ତା ସହିତ ଠିକ ଭାବରେ ଅଂଟା ସିଧା କରି ବସିଲେ ନା କେବଳ ବ୍ୟକ୍ତିତ୍ୱରେ ବୃଦ୍ଧି ଆସିବ, ତା ଛଡ଼ା ସ୍ୱାସ୍ଥ୍ୟ ଓ ଆତ୍ମ-ବିଶ୍ୱାସର ସ୍ତରକୁ ବି ଉପରକୁ ନେଇ ଯିବ | ଆଜି କୌଣସି ଏମିତି କୁଣିଆ ଆପଣଙ୍କ ଘରକୁ ଆସିପାରନ୍ତି ଯାହାଙ୍କ ଆଗମନରେ ଆସନ୍ତା ମାସରେ ହେବାକୁଥିବା ଖର୍ଚ୍ଚ ଏହି ମାସରେ ହୋଇଯିବ |
ମକର ରାଶି – ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ,ନଚେତ ନେବା ଜାଗାରେ ଦେବାକୁ ପଡ଼ି ପାରେ | ଯଦପି ଆପଣଙ୍କ ଆର୍ଥିକ ସ୍ତିଥିରେ ସୁଧାର ଆସିବ, ତଥାପି ପଇସା ଅବିରତ ପାଣି ପରି ବୋହି ଯିବ ଓ ଆପଣଙ୍କ ଯୋଜନାରେ ବାଧା ସ୍ତୃଷ୍ଟି କରି ପାରିବେ | ଏମିତି କଥା ଉପରେ କିଛି କହିବା ଠୁ ପରିହାର କରନ୍ତୁ, ଯାହାକୁ ନେଇକି ନିଜ ଲୋକଂକ ଭିତରେ ବାଦ-ବିବାଦ ହେବାର ସମ୍ଭାବନା ଅଛି |
କୁମ୍ଭ ରାଶି – ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ବ୍ୟକ୍ତିଗତ କଥାକୁ ସମାଧାନ କରିବା ସମୟରେ ଦୟା ଦେଖନ୍ତୁ,କିନ୍ତୁ ନିଜର ପାଟି ନିଅନ୍ତ୍ରଣରେ ରଖନ୍ତୁ ନଚେତ ଯୋଉ ମାନଙ୍କୁ ଆପଣଙ୍କୁ ପ୍ରେମ ଓ ଆପଣଙ୍କର ଚିନ୍ତା କରନ୍ତି,ସେଇ ମାନଙ୍କୁ କଷ୍ଟ ଦେଇ ପାରନ୍ତି |
ମୀନ ରାଶି – ଆଜି ଦିନଟା ନିଜର କାମକୁ ଅଲଗା ରଖିକି ଟିକେ ଆରାମ କରନ୍ତୁ ଓ କିଛି ଏମିତିଆ କରନ୍ତୁ ଯାହା ଆପଣଙ୍କୁ ଖୁସି ଦିଏ | ମଦ୍ୟପାନ ତଥା ଧୁମ୍ରପାନ ଠାରୁ ନିଜକୁ ଦୂରରେ ରଖନ୍ତୁ , ନଚେତ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ସହିତ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ବିଗିଡ଼ି ଯିବ | ନିଜର ପ୍ରିୟାକୁ ଚଡି ସମୟ ବ୍ୟତୀତ କରିବା ପାଇଁ ଅସୁବିଧା ଅନୁଭବ କରିବେ |