ଦେଶ ବିଦେଶ

ଝିଅଙ୍କର କ’ଣ ଦେଖିଲେ ପ୍ରଥମ ନଜରରେ ପ୍ରେମ ହୋଇଯାଏ ପ୍ରେମ, ଜାଣନ୍ତୁ

ପୁରୁଷ ମାନେ ନାରୀ ମାନଙ୍କ ପ୍ରତି ଏତେ ଆକର୍ଷିତ ହୋଇ ଥାନ୍ତି କାହିଁକି । ନାରୀ ମାନେ ପୁରୁଷ ମାନଙ୍କୁ ଆକର୍ଷିତ କରନ୍ତି ବା ସେମାନଙ୍କ କେଉଁ ଅଙ୍ଗ କୁ ଦେଖିବା ପରେ ପୁରୁଷ ମାନେ ଆକର୍ଶିତ ହୋଇ ଥାନ୍ତି । ଏମିତି ବହୁତ ଗୁଡ଼ିଏ ପ୍ରଶ୍ନର ଉତ୍ତର କୁ ନେଇ ଆପଣ ମାନଙ୍କୁ କହିବୁ କି କଣ ପାଇଁ ପୁରୁଷ ମାନେ ନାରୀ ମାନଙ୍କ ଉପରେ ଆକର୍ଶିତ ହୋଇ ଥାନ୍ତି ।

ଏମିତିରେ କୋଲମ୍ବିଆ ର ଗୋଟିଏ ରିସର୍ଚରୁ ଏହି ଦିନ ରେ ଏହି ଘଟଣା କୁ ରିସର୍ଚ କରି ଥିଲେ ଏଭଂ ପାଇଲେ କି ଗୋଟିଏ ପୁରୁଷ ର ଦେହ ର ରାସାୟନିକ ତତ୍ୱ ଏବଂ ନାରୀ ମାନଙ୍କ ଶରୀରର ରାସାୟନୀକ ତତ୍ୱ ଦୁହେଁ ଦୁହିଁଙ୍କ ଆଡକୁ ଆକର୍ଶିତ ହୋଇ ଥାନ୍ତି । ଜାହା ଫଳ ରେ ନାରୀ ମାନଙ୍କ ପ୍ରତି ପୁରୁଷ ଏବଂ ପୁରୁଷ ମାନଙ୍କ ପ୍ରତି ବହୁତ ସମୟ ରେ ପୁରୁଷ ମାନଙ୍କ ନଜର ଯେତେ ବେଳେ ନୀରୀ ମାନଙ୍କ ନଜର ଉପରେ ପଡେ ତେବେ ପ୍ରେମ ସୃଷ୍ଟି ହୋଇ ଥାଏ। ପ୍ରେମ ଭାବନା ସୃଷ୍ଟି ହେବା ହେଉଛି ଆଖି । କଥା ଆଗକୁ ବଢିବ କି ନାହିଁ ।

ଆଖି ହିଁ ଦୁଇ ଜଣଙ୍କୁ କହି ଦେଇ ଥାଏ । କେବଳ ସେହିଥି ପାଇଁ ମହିଳା ମାନେ ନିଜର ଆଖି କୁ ଆଟ୍ରାକଟିଭ୍ ବନାନ୍ତି କଜଳ ଲଗାଇ । ସେହି ପରି ବେଳେ ପୁରୁଷମାନଙ୍କୁ ନାରୀ ମାନଙ୍କ ପାଖକୁ ଆସିବା ପାଇଁ ମୂଖ୍ୟ ଭୂମିକା ନିଭେଇ ଥାଏ ଅଣ୍ଟା ।ସବୁ ସମୟ ରେ ଝିଅ ମାନଙ୍କର ସରୁ ଅଣ୍ଟା ସାଙ୍ଗ କୁ ଚୋଉଡା ପିଚା ବହୁତ ସୁନ୍ଦର ହୋଇ ଥାଏ ।

ଏବଂ ତାହା ପୁରୁଷ ଙ୍କୁ ନିଜ ଆଡକୁ ଆକର୍ଶକ କରି ଥାଏ ।ହେଲେ ରିସର୍ଚର ମାନଙ୍କ ମତ ଅନୁସାରେ ପୁରୁଷ ମାନଙ୍କ ଦେହରେ ଟେଷ୍ଟୋଷ୍ଟିରନ ନାମକ ଏକ ହରମୋନ ଥାଏ , ଜାହା ନାରୀ ଦେଖିଲେ କ୍ଷରୀତ ହୁଏ ଏବଂ ପୁରୁଷ ମାନଙ୍କ ମନରେ ନାରୀ ମାନଙ୍କ ପ୍ରତି ଦୁର୍ବଳତା ଆସେ ।

ସେମିତି ରେ ସବୁ ବେଳେ ଏହି ଦୁଇଟି ଅଙ୍ଗ ଉପରେ ତାଙ୍କର ନଜର ପଡୀ ଥାଏ । ଆମେ ଆଗରୁ ଜାଣିଛେ କି ଜାହା ଆମ ମାନଙ୍କ ପାଖରେ ନାହିଁ । ତାହା ପ୍ରତି ଆକର୍ଷଣ ହେବା ବହୁତ ସାଧାରଣ କଥା ।

 

ତେବେ ସେମିତି କ୍ଷେତ୍ର ରେ ଗୋଟିଏ ପୁରୁଷ ନାରୀ ମାନଙ୍କ ବକ୍ଷ୍ୟ ସ୍ଥଳ କୁ ଦେଖିବା ପରେ ବି ଆକର୍ଷିତ ହୋଇ ଥାଏ । ଏହା ସାଧାରଣ କଥା । ସେହି ପରି ବେଳେ ଝିଅ ମାନଙ୍କ ଓଠ ବି ବହୁତ ପରିମାଣ ରେ ଲାଳସା ଜାଗ୍ରତ କରି ଥାଏ । ପୁରୁଷ ମାନଙ୍କ ପାଇଂ ଏବଂ ସେହି ପୁରୁଷ ଜଲ୍ଦି ହିଁ ତାଙ୍କ ଆଡକୁ ଆକର୍ଷିତ ହୋଇ ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button