Tarot Card : ଭଗବାନଙ୍କ ଉପରେ ଭରଷା କରିକି ଭବିଷ୍ୟତ ଜାଣିବା ପାଇଁ ବାଛନ୍ତୁ ଏକ କାର୍ଡ ! ଆଗାମୀ ସମୟରେ ମିଳିବାକୁ ଯାଉଛି ଖୁସି
ପ୍ରତ୍ଯେକଟି ମନୁଷ୍ୟ ନିଜ ଜୀବନରେ ଆଗାମୀ ସମୟରେ କ’ ଣ ହେବା ଯାଉଛି । ତାହା ଜାଣିବା ପାଇଁ ବହୁତ ଲୋକ ଇଛା ରଖିଥାନ୍ତି । ହେଲେ ଭବିଷ୍ୟତରେ କ’ ଣ ହେବାକୁ ଯାଉଛି ତାହା ତ କେହି ମଧ୍ୟ ଆଗରୁ ଜାଣିନଥାନ୍ତି । ହେଲେ ଆପଣଙ୍କର ଆଗାମୀ ସମୟ କିଭଳି ତାହା ଜାଣିବାକୁ ଚାହୁଁଥିଲେ ? ଆପଣ ୧ ଓ ୨ ଏହି ୨ ଟି ନମ୍ବର ମଧ୍ୟରୁ ଯେକୌଣସି ଗୋଟିଏ ନମ୍ବରକୁ ବାଛି ନିଜର ଆଗାମୀ ସମୟ ସମ୍ପର୍କରେ ସୂଚନା ପାଆନ୍ତୁ ।
୧;- ଏହି ୧ ନମ୍ବରକୁ ବାଛିଥିବା ବ୍ୟକ୍ତିଙ୍କୁ ଏଠାରେ କହିବା ପାଇଁ ଯାଉଛୁ । ଯେ ଆପଣଙ୍କର ବହୁତ ସାଙ୍ଗସାଥି ଅଛନ୍ତି । ହେଲେ ବର୍ତ୍ତମାନ ସମୟରେ ଆପଣ କୌଣସି ନା କୌଣସି କଥାକୁ ଭାବି ବହୁତ ଉଦାସ ରହୁଛନ୍ତି । ଆପଣଙ୍କର କୌଣସି କାମରେ ବି ମନ ଲାଗୁନି । ହୁଏତ ଆପଣଙ୍କ ସହିତ ଏପରି କିଛି ଘଟିଛି । ଯାହାକୁ ନେଇ ଆପଣ ସବୁବେଳେ ସେହି ବ୍ୟକ୍ତିଙ୍କ କଥା ହେଉ ଅବା କୌଣସି ବି ଏକ ନିର୍ଦ୍ଧିଷ୍ଠ କଥାକୁ ନେଇ ଚିନ୍ତିତ ରହୁଛନ୍ତି ।
ହେଲେ ଭାବିବା ଦ୍ଵାରା କିଛି ହୋଇନଥାଏ । ତେଣୁ ଆପଣଙ୍କର ଲକ୍ଷ ସ୍ତଳରେ ପହଞ୍ଚିବା ପାଇଁ ଆପଣଙ୍କୁ ନିଜର ପ୍ରୟାସ ଜାରୀ ରଖିବାକୁ ପଡିବ । ବହୁତ କମ୍ ଦିନରେ ହିଁ ଆପଣ ସବୁ ପୁରୁଣା କଥାକୁ ପଛରେ ପକାଇ ନୂଆ କିଛି କରିବା ପାଇଁ ମନବଳ ଦୃଢ କରିବାକୁ ଯାଉଛନ୍ତି । ଆପଣ ନିଜର କର୍ମ ଓ ଭଗବାନଙ୍କ ଉପରେ ଭରଷା ରଖିବା ଉଚିତ ।
୨;- ଯେଉଁ ବ୍ୟକ୍ତିବିଶେଷ ମାନେ ଏହି ନମ୍ବର ୨ କୁ ଆଗାମୀ ସମୟର ସୂଚନା ଜାଣିବା ପାଇଁ ବାଛିଛନ୍ତି । ସେମାନଙ୍କର ଜୀବନରେ ବର୍ତ୍ତମାନ ସମୟରେ ଅଳ୍ପ ବହୁତ ତ ଅସୁବିଧା ରହୁଛି । ହେଲେ ତଥାପି ସେହି ବ୍ୟସ୍ତତା ମଧ୍ୟରୁ ଆପଣ ନିଜର ଫ୍ୟୁଚର ପାଇଁ ମନବଳ ଦୃଢ କରୁଛନ୍ତି । ଯେପରି ଆଗାମୀ ସମୟରେ କ୍ଯାରିଅର ଭଲ ହେବ, ସେଥିପ୍ରତି ମଧ୍ୟ ଆପଣ ଏବେ ଫୋକୋଷ କରିବାରେ ଲାଗି ପଡିଛନ୍ତି । ହେଲେ ବର୍ତ୍ତମାନ ସମୟରେ ହୁଏତ ଆପଣ କିଛି ମାତ୍ରାରେ ଦୁଃଖୀ ଅଛନ୍ତି ।
ହେଲେ ଆଗାମୀ ସମୟ ଆପଣଙ୍କର ବହୁତ ଭଲ ରହିବାକୁ ଯାଉଛି ବୋଲି ୟୁନିଭର୍ସ ତରଫରୁ ଈଷାରା ମିଳୁଛି । କାରଣ ଆପଣ ଯଦି ନିଜର ପରିଶ୍ରମ ସହ ମନରେ ସକାରାତ୍ମକ ଚିନ୍ତାଧାରା ରଖିବେ । ତେବେ ଆଗକୁ ଆପଣଙ୍କର ଭବିଷ୍ୟତ ଉଜ୍ଜଳ ରହିବାକୁ ଯାଉଛି । ଆପଣଙ୍କର ସମୟ ବହୁତ ଭଲ ଚାଲୁଛି । ତେବେ ଯାହା ବି ନିଜର ଲକ୍ଷ ରଖିଛନ୍ତି । ସେହି ପଥରେ ବିଳମ୍ବ ନକରି ଆଗକୁ ଯାଆନ୍ତୁ । ବହୁତ ଶୀଘ୍ର ଉନ୍ନତିର ସୋପାନ ଚଢି ପାରିବେ ।