ବିଚାର

ସ୍ଵାମୀଙ୍କ ପାଇଁ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଥାନ୍ତି ଏହି ୪ଟି ରାଶିର ଝିଅମାନେ : ଜାଣନ୍ତୁ କେଉଁ ରାଶିର ଝିଅ

ସମସ୍ତଙ୍କର ବିବାହକୁ ନେଇ ମନରେ ଅନେକ ସ୍ବପ୍ନ ରହିଥାଏ। ଏହାଦ୍ବାରା ପ୍ରତ୍ୟେକ ଲୋକଙ୍କ ବିବନରେ ପରିବର୍ତ୍ତନ ମଧ୍ୟ ଆସିଥାଏ। ବିବାହ କରି ଦୁଇଜଣ ଗୋଟେ ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି। ଯଦି ବିବାହ ପରିସ୍ଥିତି ଆସେ, ତାହେଲେ ସମସ୍ତଙ୍କ ମନରେ ପ୍ରଥମେ ତାଙ୍କ ସାଥୀ କିଭଳି ହୋଇଥିବେ, ସେହି ଭାବନା ଆସିଥାଏ।ଏହାସହିତ ସମ୍ପର୍କ ଭଲ ହେବ କି ନାହିଁ ବା ବିଶ୍ଵାସର ପାତ୍ର ହୋଇ ପାରିବେ କି ନାହିଁ, ଏଭଳି ଅନେକ ପ୍ରଶ୍ନ ମନରେ ଆସିଥାଏ।

ସାଙ୍ଗମାନେ ଆଜି ଆମେ ଆପଣଙ୍କୁ ୪ଟି ନାମ ଥିବା ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପରିବାର ଲୋକଙ୍କ ଯତ୍ନ ନେବା ସହିତ ନିଜ ସ୍ଵାମୀଙ୍କୁ ଅଧିକ ପ୍ରେମ କରିଥାନ୍ତି।ଆସନ୍ତୁ ସେହି ମହିଳା ମାନଙ୍କ ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ A ନାମର ଝିଅମାନେ –

ଯେଉଁ ଝିଅମାନଙ୍କର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଉତ୍ତମ ସ୍ୱଭାବର ହୋଇଥାନ୍ତି।ଏହି ଝିଅମାନେ ସର୍ବଦା ନିଜ କାର୍ଯ୍ୟକୁ ସଠିକ ଢଙ୍ଗରେ ସମାପ୍ତ କରନ୍ତି ଏବଂ ସମସ୍ତଙ୍କର ବିଶ୍ବାସୀ ମଧ୍ୟ ହୋଇଥାନ୍ତି। ଏମାନଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। କୌଣସି କାର୍ଯ୍ୟକୁ ଶେଷ ନକରିବା ପର୍ଯ୍ୟନ୍ତ ଏମାନେ ଥକନ୍ତି ନାହିଁ। ଏମାନେ ନିଜ ସ୍ୱାମୀଙ୍କୁ ପ୍ରେମ କରିବା ସହିତ ତାଙ୍କର ଅଧିକ ଯତ୍ନ ମଧ୍ୟ ନେଇଥାନ୍ତି।

୨/ D ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର D, ସେମାନେ ସର୍ବଦା ନିଜ ସ୍ଵାମୀଙ୍କ ପ୍ରତି ଗମ୍ଭୀର ରହିଥାନ୍ତି।ପରିବାରରେ ସମସ୍ତ ଦାୟିତ୍ୱକୁ ଏମାନେ ଭଲଭାବରେ ତୁଲାଇଥାନ୍ତି।ଏହି ନାମ ବିଶିଷ୍ଟ ଝିଅମାନେ ନିଜ ପରିବାରର ଧ୍ୟାନ ରଖିବା ସହିତ ସେବା ମଧ୍ୟ କରିଥାନ୍ତି। ଏମାନେ କୌଣସି ଆଲୋଚନା ସମୟରେ ନିଜ ସ୍ୱାମୀଙ୍କୁ କହିବାକୁ ଦିଅନ୍ତି ନାହିଁ।

୩/ H ନାମ ଥିବା ଝିଅମାନେ –

ଯେଉଁ ଝିଅମାନଙ୍କର ନାମ H ଅକ୍ଷରରୁ ଆରମ୍ଭ, ସେମାନେ ବହୁତ ରୋମାଣ୍ଟିକ ଓ ଶାନ୍ତ ସ୍ୱଭାବର ଝିଅ ହୋଇଥାନ୍ତି। ଏହାସହିତ ଏମାନେ ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି। ଏମାନଙ୍କର ଏହି ମଜାଳିଆ ସ୍ଵଭାବ ଯୋଗୁଁ ସମସ୍ତେ ଆକର୍ଷିତ ହୋଇଥାନ୍ତି।ଏମାନେ ନିଜ ସ୍ଵାମୀଙ୍କର ବିଶ୍ୱାସ ଓ ଭରସା ଖୁବ୍ ସହଜରେ ଜିତି ନେଇଥାନ୍ତି।

୪/ P ନାମ ଥିବା ଝିଅମାନେ –

ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର P ରୁ ଆରମ୍ଭ ହୋଇଥାଏ, ସେମାନେ ପ୍ରେମ ମାମଲାରେ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। ଏମାନେ ସର୍ବଦା ନିଜ ସ୍ଵାମୀଙ୍କ ଉପରେ ସଂପୂର୍ଣ୍ଣ ବିଶ୍ଵାସ ରଖିଥାନ୍ତି। ଏହାସହିତ ପରିବାରର ସମସ୍ତ ଦାୟିତ୍ବକୁ ଗମ୍ଭୀର ଭାବରେ ତୁଲାଇ ଥାଆନ୍ତି।

ଏହି ୪ଟି ଅକ୍ଷର ବିଶିଷ୍ଟ ଝିଅମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ତାଙ୍କର ଯତ୍ନ ମଧ୍ୟ ନେଇଥାନ୍ତି। ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button