ଜୀବନଶୈଳୀ

ରାଜମିସ୍ତ୍ରୀ ପ୍ରେମ ରେ ଅନ୍ଧ ହେଇ ସ୍ତ୍ରୀ ହେଇଗଲା ଦିୱାନି, ଛୁଆ ଙ୍କୁ ଛାଡି ରଖିଲା ସମ୍ପର୍କ

ରାଜମିସ୍ତ୍ରୀ ଙ୍କ ସହିତ ସ୍ତ୍ରୀର ଅ-ନ୍ତ-ର-ଙ୍ଗ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ ରାଲ ହେବାରେ ଲାଗିଛି।ସ୍ବାମୀ ଜଣଙ୍କ ଏହା ଜାଣିବା ପରେ ପୋଲିସ ରେ ଅଭିଯୋଗ କରିଥିଲେ।ଘରେ କାମ କରୁଥିବା ରାଜମିସ୍ତ୍ରୀ ଙ୍କ ପ୍ରେମରେ ପଡ଼ିଗଲେ ତିନୋଟି ପିଲାର ମା।କୁହାଯାଏ ଯେ ପ୍ରେମ ହେଉଛି ଅନ୍ଧ।

ଏହାର ଏକ ଉଦାହରଣ ମଧ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି।ତିନୋଟି ପିଲାର ମା ରାଜମିସ୍ତ୍ରୀ ଙ୍କୁ ଭଲ ପାଇ ଘର ଛାଡ଼ି ଫେରାର ହୋଇଯାଇଛନ୍ତି।ଏପରିକି ଦୁଇ ଜଣଙ୍କର ଅ-ନ୍ତ-ର-ଙ୍ଗ ଭିଡିଓ ଭାଇ ରାଲ ହେବା ପରେ ସ୍ଵାମୀ ଜଣଙ୍କ ବର୍ତ୍ତମାନ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।ବିହାର ରାଜଧାନୀ ପାଟଣା ରେ ଏପରି ପ୍ରେମ କାହାଣୀ ଦୃଶ୍ୟ ଦେଖିବାକୁ ମିଳିଛି।

ଯାହା ବର୍ତ୍ତମାନ ଲୋକମାନଙ୍କ ଚର୍ଚ୍ଚାର ବିଷୟ ପାଲଟିଛି।ସ୍ବାମୀ ଆଖିରେ ଧୂଳି ଦେଇ ତାଙ୍କ ଘରେ କାମ କରୁଥିବା ରାଜମିସ୍ତ୍ରୀ ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଥିଲେ ମହିଳା। ପରେ ଦୁଇ ଜଣଙ୍କ ପ୍ରେମ ଏତେ ଆଗକୁ ବଢ଼ି ଥିଲା ଯେ ଦୁଇ ଜଣଙ୍କ ମଧ୍ୟରେ ଶା-ରୀ-ରି-କ ସଂପର୍କ ଗଢ଼ି ଉଠିଥିଲା।

ଯେତେବେଳେ ଉଭୟ ଆପତ୍ତିଜନକ ସ୍ଥିତି ରେ ଥିବାର ଭିଡିଓ ରେକର୍ଡ କରି ଭାଇ ରାଲ କରିଥିଲା ସେତେବେଳେ ଏହି କଥା ଲୋକଲୋଚନକୁ ଆସିଥିଲା।ବ୍ୟକ୍ତି ଜଣଙ୍କ ତାଙ୍କ ଘର କାମ କରିବା ପାଇଁ ରାଜମିସ୍ତ୍ରୀ ରଖିଥିଲେ।ପ୍ରତି ତିନି ବର୍ଷ ଧରି ନିର୍ମାଣ କାର୍ଯ୍ୟ କରାଯାଇଥିଲା।ଏହାରି ମଧ୍ୟରେ ଦୁଇ ଜଣଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button