ବିଚାର

ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି

ଜ୍ୟୋତିଷ ଶାସ୍ତ୍ରରେ ବିବେଚନା କରାଯାଇଛି ଯେ, ଯେଉଁ ରାଶିରେ ଶନିଦେବଙ୍କ ସ୍ଥିତି ଖରାପ ଥାଏ। ସେହି ମଣିଷ ସମସ୍ତ କ୍ଷେତ୍ରରେ ଅସଫଳ ହୋଇଥାଏ। ତାହା ଜୀବନ ଦୁର୍ବିଶ ହୋଇପଡେ। ତା ଜୀବନରେ ସମସ୍ୟା ବଢିଯାଏ। ଶନଦେବଙ୍କୁ ନ୍ୟାୟର ଦେବତା କୁହାଯାଏ।  ମଣିଷର କର୍ମ ଅନୁସାରେ ଶନି ଫଳ ଦେଇଥାଆନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ, ଶନିଦେବ ନିଜ ରାଶି କୁମ୍ଭରୁ କନ୍ୟା ରାଶିକୁ ଚଳନ କରିବାକୁ ଯାଇଛନ୍ତି ।

କୋଟିପତି ହେବେ ଏହି ସବୁ ରାଶି:

ମେଷ ରାଶି:  ଏହି ରାଶିର ଲୋକଙ୍କୁ ଆସନ୍ତା ବର୍ଷ ଶନିଦେବ ଶୁଭଫଳ ପ୍ରଦାନ କରିବେ। ଆପଣଙ୍କ ଆୟ ବୃଦ୍ଧି ହେବ। ବ୍ୟବସାୟୀମାନେ ବ୍ୟବସାୟରୁ ଅଧିକ ଲାଭ ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଏହି ସମୟରେ ଭଲ ଅଫର ମିଳିବ।

ବୃଷ ରାଶି: ସେହିପରି ଏହି ରାଶି ଉପରେ ମଧ୍ୟ ଶନିଙ୍କ କୃପା ରହିବ। ବିଦେଶ ଯାତ୍ରାର ଯୋଗ ରହିଛି । ରୋଜଗାର ପାଇଁ ବାଟ ଖୋଲିବ। ଆପଣଙ୍କ ପିଲାମାନଙ୍କର ଏହି ସମୟରେ ନୂଆ ଅପର ପାଇପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଏହି ସମୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ବୈବାହିକ ଜୀବନ ସୁଖମୟ ହେବ।

କନ୍ୟା ରାଶି:  ଆସନ୍ତା ବର୍ଷ ଆପଣଙ୍କ ସମସ୍ତ ମନୋସ୍ମାମନା ପୂରଣ ହେବ। କ୍ୟାରିୟରରେ ଆପଣ ସଫଳତା ପାଇବେ।  ଭଗବାନ ଶନିଙ୍କ କୃପା ହେତୁ  ସମସ୍ତ ବାଧାବିଘ୍ନ ଅତିକ୍ରମ କରି ଲକ୍ଷ୍ୟ ହାସଲ କରିବେ। ଏହି ରାଶିର ଲୋକମାନେ ଶନିଦେବଙ୍କ ଅନୁଗ୍ରହରେ ଆକସ୍ମିକ ଅର୍ଥ ଲାଭ ମଧ୍ୟ କରବେ।

କର୍କଟ ରାଶି :  ଜ୍ୟୋତିଷଙ୍କ ଅନୁଯାୟୀ ଶନିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି। ପୁରୁଣା ବିନିଯୋଗରୁ ଆପଣଙ୍କୁ ଆସନ୍ତା ବର୍ଷ ଲାଭ ମିଳିବ। ଦୀର୍ଘ ଦିନ ଧରି ସରକାରୀ ଚାକିରି ପରୀକ୍ଷାରେ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଶୀଘ୍ର ଭଲ ଖବର ପାଇବେ ।

ମକର ରାଶି:  ଏହି ରାଶିର ଆସନ୍ତା ବର୍ଷ ବ୍ୟବସାୟୀମାନେ ଦ୍ୱିଗୁଣ ଲାଭ ପାଇବା ସମ୍ଭାବନା ରହିଛି । ଚାକିରିରେ ଅଗ୍ରଗତି ଏବଂ ଆୟର ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଯେଉଁମାନେ ସକରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢୁଛନ୍ତି ସେମାନେ ପ୍ରତ୍ୟେକ ଦିଗରେ ସଫଳତା ହାସଲ କରିବେ । ଆପଣଙ୍କର ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣରେ ରହିବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ସମ୍ପୂର୍ଣ୍ଣ ସହଯୋଗ ପାଇବେ ।ତୁମର କାର୍ଯ୍ୟଗୁଡିକ ଯାହାକି ଦୀର୍ଘ ସମୟ ଧରି ଅଟକି ରହିଥିଲା, ବର୍ତ୍ତମାନ ସେଗୁଡ଼ିକ ସମାପ୍ତ ହେବାର ଦୃଢ଼ ସମ୍ଭାବନା ଅଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button