ଦେଶ ବିଦେଶ

୧୦ମ ଶ୍ରେଣୀ ଛାତ୍ରୀ ପଇସା ପାଇଁ ଚଲେଇଛନ୍ତି ଦେହ ବେପାର, ସାମାନ୍ୟ କିଛି ପଇସା ପାଇଁ କରୁଛନ୍ତି ଇଜ୍ଜତ୍ ନିଲାମ

ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଛୋଟ ଛୋଟ ପିଲା ମାନେ କିଛି ଟା ଟଙ୍କା ପାଇଁ କିଛି ଭୁଲ କାମ କରୁଛନ୍ତି।ଆଜି ଆମେ ଆପଣ ମାନଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।
Special report
ଏଠାରେ ଜଣେ ଆର୍ମି ଅଫିସର ଗୋଟିଏ ୧୬ ବର୍ଷ ର ଝିଅ କୁ ଘର ର କାମ କରିବା ପାଇଁ ନେଇ କି ଆସି ଥିଲା।ତାକୁ ବହୁତ ଅତ୍ୟାଚାର କରୁଥିଲା। ଡଷ୍ଟ ବିନ ର ଖରାପ ଖାଦ୍ୟ ତାକୁ ଖାଇବାକୁ ଦେଉଥିଲା।ବେଳେ ବେଳେ ତାକୁ ନିଆଁ ଚେଙ୍କ ଦେଇ ଦେଉଥିଲା।ତା ଶରୀର ରୁ ରକ୍ତ ବୋହି ଯାଉଥିଲେ ତାକୁ ନିଜ ଜିଭ ରେ ସଫା କରିବା ପାଇଁ ବାଧ୍ୟ କରୁଥିଲା।ଅନେକ ସମୟ ରେ ସେ ଝିଅ କୁ ସେ ମାଡ ମାରିଥିଲେ।ଏଥିରେ ତାଙ୍କୁ ସାହାର୍ଯ୍ୟ କରିଥିଲେ ତାଙ୍କ ପତ୍ନୀ।ସେ ଜଣେ ମହିଳା ହୋଇ ଅନ୍ୟ ମହିଳା ଙ୍କ ସହିତ ଏପରି କେମିତି କରି ପାରିଲେ ବୋଲି ଏବେ ସମସ୍ତଙ୍କ ମନ ରେ ପ୍ରଶ୍ନ ଉଠିଛି।
Special report
ଅନେକ ଥର ନାବାଳିକା ଜଣକ ଘରୁ ଚାଲି ଯିବା ପାଇଁ ଚେଷ୍ଟା କରିଛନ୍ତି।ହେଲେ ସଫଳ ହୋଇ ପାରି ନାହାଁନ୍ତି।ଆର୍ମି ଅଫିସର ଜଣକ ତାଙ୍କୁ ଧରିକି ରୁମ୍ ରେ ବନ୍ଦ କରି ଦେଉଥିଲେ।
Special report
ତାଙ୍କୁ ବହୁତ ମାଡ ମାରିଥିଲେ।ଏହି ଘଟଣା ଟି ଘଟିଛି ଆସାମ ର ହାସାଓ ଜିଲ୍ଲାରେ ।ଏଠାରେ ଗତ ୬ ମାସ ହେଲାଣି ଆର୍ମି ଅଫିସର ଓ ତାଙ୍କ ପତ୍ନୀ ଘର ର କାମ କରିବା ପାଇଁ ଜଣେ ନାବାଳିକା ଝିଅ କୁ ଆଣି ରଖିଥିଲେ।
ତାଙ୍କୁ ଅନେକ କାମ ଦେଉଥିଲେ କରିବାକୁ।ଏହା ସହିତ ତାଙ୍କ ହାତ ପୋଡ଼ି ଦେଉଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ଙ୍କୁ ଉଦ୍ଧାର କରିଛନ୍ତି।ତାଙ୍କ ହାତ ରୁ ପୋଡ଼ା ଚିହ୍ନ ମଧ୍ୟ ରହିଛି।ଆର୍ମି ଅଫିସର ଜଣକ କହିଛନ୍ତି କି ସେ ପଡ଼ି ଯାଇ ଥିବାରୁ ତାଙ୍କ ହାତ ରେ ଏଭଳି ଚିହ୍ନ ହୋଇଛି।ଏବେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କୁ ଜେଲ ପଠାଇ ଦିଆ ଯାଇଛି। ଏବଂ ଖୁବ୍ ଶୀଘ୍ର ସବୁ ସାକ୍ଷ୍ୟ ପ୍ରମାଣ ସହିତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହା ଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button