ଜୀବନଶୈଳୀ

ଅକା-ଳ ମୃ-ତ୍ୟୁ କାହିଁକି ହୁଏ,ଏହାର ର-ହସ୍ୟ କଣ

ବନ୍ଧୁଗଣ କାହାର ଏକ୍ସିଡେଣ୍ଟ ହୋଇଯାଏ, ତ କିଏ ପାଣିରେ ବୁଡି ମ-ରିଯାଏ କିମ୍ବା ବି-ଷରେ ମୃ-ତ୍ୟୁ ହୋଇଯାଏ କିମ୍ବା କାହାର ଫା-ଶୀ ଲଗାଇ ମୃ-ତ୍ୟୁ ହୋଇଯାଏ କିମ୍ବା ଅନ୍ୟ କୌଣସି ଦୁର୍ଘ-ଟଣା କାରଣରୁ ବି ମୃ-ତ୍ୟୁ ହୋଇଯାଏ ତ ଏଥିରେ କେତେ ଲୋକ କହୁଥିବାର ଶୁଣୁଥିବେ କି ସେଠାକୁ ଯଦି ନଯାଇଥାନ୍ତା ତାହେଲେ ତାର ମୃ-ତ୍ୟୁ ହୋଇନଥାନ୍ତା। ଏହି ଖରାପ ଘଟଣା ଟଳି ଯାଇଥାନ୍ତା। ବନ୍ଧୁଗଣ ଯାହା ନିଶ୍ଚିତ ତାହା ଆମ ସହିତ ହିଁ ନିଶ୍ଚୟ ହେବ। ଆପଣଙ୍କୁ କହି ଦେଉଛୁ ରାମ ଚରିତ ମାନସରେ ବାଲକଣ୍ଡରେ କୁହାଯାଇଛି। ଆପଣ ମାନଙ୍କୁ ଗୋଟେ ଉଦାହରଣ ଦେଉଛୁ । ପ୍ରତାପ ଭାନୁ ନାମକ ଜଣେ ରାଜା ଶାସନ କରୁଥିଲେ। ଥରେ ତାଙ୍କ ଘରକୁ ବହୁତ ସନ୍ଥ ଆସିଲେ ସେ ସମସ୍ତଙ୍କୁ ଭଜନ କରାଇଲେ। ଘରେ ତାଙ୍କର ଯେଉଁ ରୁଷିଆ ଥିଲା ସେ ଜଣେ ମାୟାବି ରାକ୍ଷସ ଥିଲା। ସେ ମାୟାବୀ ରାକ୍ଷସ ସବୁ ସନ୍ଥଙ୍କୁ ଏବଂ ବ୍ରାହ୍ମଣଙ୍କୁ ତାଙ୍କର ଥାଳିରେ ମାଂସ ପରସି ଦେଲା ଏବଂ ସନ୍ଥମାନେ ଏବଂ ବ୍ରାହ୍ମଣମାନେ ଦେଖିଲେ ଆମର ଥାଳିଲେ ମାଂସ। ଏବଂ ସେମାନେ ରାଜା ପ୍ରତାପଭାନୁଙ୍କୁ ଅଭି-ଶାପ ଦେଲେ କି ତୁ ସବୁଦିନ ପାଇଁ ରାକ୍ଷସ ବନିଜା। ଏବେ ରାଜା ପ୍ରତାପ ଭାନୁ ମନରେ ବିଚାର କଲେ କି ମୁଁ ଯଦି ସେମାନଙ୍କୁ ଭଜନ କରେଇବାକୁ ନନେଇଥାନ୍ତି ତାହେଲେ ମୋର ଏହି ଦୁର୍ଗତି ହୋଇନଥାନ୍ତା। ଏହି ଘଟଣା ମୋ ଉପରୁ ଟଳି ଯାଇଥାନ୍ତା। ରାଜା ପ୍ରତାପ ଭାନୁ ହିଁ ରାବଣ ବନିଗଲେ।

ବନ୍ଧୁଗଣ ରାମ ଚରିତ ମାନସରେ ଲେଖା ଅଛି କି ଯାହା ହେବାକୁ ଥିବ ତାହା ଆମ ସହିତ କିମ୍ବା ଆପଣଙ୍କ ସହିତ ହୋଇକି ହିଁ ହେବ। ତାହା କୌଣସି ପ୍ରକାରରେ ଟଳି ନଥାଏ ଏବଂ ଯାହା ହେବାକୁ ନଥିବ ତାହା ଆମ ସହିତ କଦାପି ହେବ ନାହିଁ। ଯାହାର ମୃ-ତ୍ୟୁ ଯେଉଁଠି ଲେଖା ହୋଇଛି ଯେପରି ଲେଖା ହୋଇଛି ଏବଂ ଯେବେ ଲେଖା ହୋଇଛି ସେପରି ହିଁ ହୋଇଥାଏ। ତାହା ନିଜ ଘରେ ହେଉ କିମ୍ବା କୌଣସି ସଡ଼କ ଦୁର୍ଘ-ଟଣା କାରଣରୁ କିମ୍ବା ନଦୀ ଜଳ କାରଣରୁ। ମହା ଭାରତରେ ଭୀଷ୍ମ ପିତାମହ ମୃ-ତ୍ୟୁ ଯେମିତି ଲେଖା ହୋଇଥିଲା ଠିକ ସେମିତି ହିଁ ହୋଇଥିଲା। ତ ଯାହାର ମୃ-ତ୍ୟୁ ଯେପରି ଲେଖା ହୋଇଥାଏ ତାହା ସେହିପରି ହୋଇଥାଏ। ସେହିପରି ଆମକୁ ଦୁଃ-ଖ କରିବା ଉଚିତ ନୁହେଁ। ଏଥିରେ ଆମେ ଚିନ୍ତିତ ହେବା ଉଚିତ ନୁହେଁ। କିନ୍ତୁ ଲୋକ କହନ୍ତି କି ଅ-କାଳ ମୃ-ତ୍ୟୁ ହୋଇଗଲା। ଏହା ଅକା-ଳ ମୃ-ତ୍ୟୁ ହୋଇନଥାଏ, ଏହା ନିଶ୍ଚିତ ମାନି ନିଅନ୍ତୁ କି ଏହା ଆମ ସହିତ ହେବ। କିନ୍ତୁ ବନ୍ଧୁଗଣ ଶାସ୍ତ୍ର କୁହେ କି ଯାହା ଶାଳଗ୍ରାମ ଏବଂ ଭଗବାନ ପ୍ରଭୁ ଲଡୁ ଗୋପାଳଙ୍କର ସ୍ନାନ ପରେ ଯାହା ପାଣୀ ବଞ୍ଚିଥାଏ ତାକୁ ଚରଣାମୃ-ତ କୁହାଯାଏ। ଯିଏ ଭଗବାନଙ୍କର ପୂଜା କରେ ତାକୁ ପ୍ରଣାମ କରି ଚରଣାମୃ-ତ କରିକି ଘରୁ ବାହାରେ ତାର କେବେବି ଅକା-ଳ ମୃ-ତ୍ୟୁ ହୋଇନଥାଏ। ଆପଣଙ୍କୁ କହି ରଖୁଛୁ ଅ-କାଳ ମୃ-ତ୍ୟୁ ଅର୍ଥ ଏହା କି ଅଚାନକ ଦୁର୍ଘ-ଟଣା ଏବଂ ପାଣିରେ ବୁଡିକି ମ-ରିଯାଏ ତ ତାକୁ ଅ-କାଳ ମୃ-ତ୍ୟୁ କୁହାଯାଏ। କିନ୍ତୁ ଶାସ୍ତ୍ର କୁହେ କି ଏହା ନିଶ୍ଚିତ ଅକାଳ ମୃ-ତ୍ୟୁ ହୁଏ ତ ଏହି କଥା ସତ। ସମୟ ଆଗରୁ ଯାହାର ମୃ-ତ୍ୟୁ ହୋଇଯାଏ।

ବନ୍ଧୁଗଣ ଆପଣଙ୍କୁ ଆମେ କହି ରଖୁଛୁ ଯେ ଆବାଡ଼ ବୃଦ୍ଧ ବନିତା କୁହନ୍ତି କି ୮୦ ବର୍ଷ ଆଗରୁ କୌଣସି ବ୍ୟକ୍ତିର ମୃ-ତ୍ୟୁ ହୋଇଯାଏ ତ ଏହାକୁ ଅକା-ଳ ମୃ-ତ୍ୟୁ କୁହାଯାଏ। କୌଣସି କାରଣରୁ ଅକା-ଳ ମୃ-ତ୍ୟୁ ହୋଇଗଲା। ପତ୍ନୀ ତଣ୍ଟି ଚି-ପି ମା-ରିଦେଲା ତ ସେ ପ୍ରେ-ତ ବନିଯାଏ। ଯେଉଁ ପୁଣ୍ୟ ଆ-ତ୍ମା ବ୍ୟକ୍ତି ମ-ରିଯାଏ ତ ସେମାନଙ୍କର କଣ ହୋଇଥାଏ। ଆପଣମାନେ ତ ସ୍ୱାମୀ ବିବେକାନନ୍ଦଙ୍କୁ ଜାଣିଥିବେ ତାଙ୍କର ମୃ-ତ୍ୟୁ ୩୯ ବର୍ଷ ବୟସରେ ହୋଇଥିଲା। ଯେଉଁ ବ୍ୟକ୍ତି ସତ୍ୟ ମାର୍ଗରେ ଚାଲୁଥିଲା ନିଜ ଜୀବନରେ ସବୁବେଳେ ପୁଣ୍ୟ କରୁଥିଲା ସେ ଯଦି କମ ବୟସରେ ମ-ରିଯାଏ ତ ସେ ନିଶ୍ଚୟ ଭଗବାନଙ୍କ ପାଖକୁ ଯାଇଥାଏ। କିନ୍ତୁ ପା-ପୀ ଲୋକମାନେ ଯିଏ ସବୁବେଳେ ଖରାପ କାମ କରୁଥାଏ ଭଗବାନଙ୍କୁ ମାନେ ନାହିଁ ଅନ୍ୟ ଉପରେ ଅତ୍ୟା-ଚାର କରୁଥାଏ ତଥା ନିଜ ମାତା ପିତାଙ୍କ ଉପରେ ଅତ୍ୟା-ଚାର କରୁଥାଏ ଏବଂ କୌଣସି କାରଣରୁ ସେହି ପା-ପୀ ବ୍ୟକ୍ତିର ମୃ-ତ୍ୟୁ ହୋଇଯାଏ ତ ସେ ନି-ଶ୍ଚିତ ତାର ବାକି ଜୀବନ ପ୍ରତା-ତ୍ମା ହୋଇ ଘୁରି ବୁଲିଥାଏ। ତାର କାର୍ଯ୍ୟ ଯେପର୍ଯ୍ୟନ୍ତ ପୁରା ନହୋଇଛି ସେ ସେମିତି ଘୁରି ବୁଲିବ। ସେଥିପାଇଁ ବନ୍ଧୁଗଣ ଆମକୁ ଯେପରି ମୁକ୍ତି ମିଳିପାରିବ ସେହିପରି କାମ କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button