ବିଚାର

ଧନୁ, ମକର ଏବଂ କୁମ୍ଭ ରାଶି ଉପରେ ଚାଲିଛି ଶନିର ସାଢ଼େ ସାତୀ , ଶନିବାର ଦିନ କରନ୍ତୁ ଏହି ଉପାୟ

ଶନି ସାଢେ଼ ସାତୀ ୨୦୨୦ : ଧନୁ, ମକର, କୁମ୍ଭ ରାଶି ଉପରେ ଶନି ସାଢ଼େ ସାତୀ ଚାଲିଛି, ଶନି ଗ୍ରହ ଏହି ସମୟରେ ମକର ରାଶିରେ ରାଶିରେ ବକ୍ରୀ ରହିଛନ୍ତି। ଅର୍ଥାତ ମକର ରାଶିରେ ଶନି ଓଲଟା ଚାଲ ଚଳାଉଛନ୍ତି। ଶନିଙ୍କ ସାଢ଼େ ସାତୀ ଜୀବନରେ ସମସ୍ୟା ଉତ୍ପନ୍ନ କରିଥାଏ।

ଶନି ସାଢେ଼ ସାତୀ ୨୦୨୦ : ଧନୁ, ମକର, କୁମ୍ଭ ରାଶି ର ଲୋକମାନଙ୍କୁ ଏହି ସମୟ ରେ ସମ୍ଭାଳି ଚାଲିବା ଉଚିତ। କାରଣ ଶନିଙ୍କ ସଢେ ସାତୀ ଆପଣଙ୍କ ଉପରେ ଚାଲିଛି। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢ଼େ ସାତୀର ବହୁତ ଅଶୁଭ ପ୍ରଭାବ ପଡିଥାଏ। ଶନିଙ୍କ ସାଢ଼େ ସାତୀ ଆସିଥାଏ, ସେତେବେଳେ ବ୍ୟକ୍ତିର ଜୀବନ ଅନେକ ସଙ୍କଟରେ ଭରି ଯାଇ ଥାଏ।

ଏହି ସମୟରେ ଶନିଙ୍କ ଗୋଚର ମକର ରାଶିରେ ରହିଛି। ମକର ରାଶିରେ ଶନି ଏହି ସମୟରେ ଗୋଚର ରହିଛନ୍ତି। ଶନି ଏହି ରାଶିରେ ୨୯ ସେପ୍ଟେମ୍ବର ୨୦୨୦ ରେ ମାର୍ଗୀ ହେବେ। ବକ୍ରୀ ଅବସ୍ଥାରେ ଶନି ଅଧିକ ଅଶୁଭ ଫଳ ପ୍ରଦାନ କରି ଥାନ୍ତି। ଯେଉଁ ରାଶି ଉପରେ ଶନିଙ୍କ ସାଢ଼େ ସାତୀ ଚାଲିଥାଏ, ସେମାନଙ୍କ ସମସ୍ୟା ୨୯ ସେପ୍ଟେମ୍ବର ପରେ କିଛି କମ୍ ହୋଇପାରେ। କାରଣ ଶନି ତାଙ୍କର ସିଧା ଚାଲ ଚଳାଇବାକୁ ଲାଗିବେ। ଯେବେ ଶନି ଓଲଟା ଚାଲ ଚଳେଇବା ପାଇଁ ଲାଗିବେ ତାହେଲେ ତାହା ପୀଡ଼ିତ ମାନା ଯାଇଥାଏ।

Google

ଶନିଙ୍କ ଅଶୁଭତା ଦୂର କରିବା ପାଇଁ ଶନିବାର ଦିନ ମହତ୍ୱପୂର୍ଣ୍ଣ ମାନା ଯାଇଥାଏ। ୧୨ ସେପ୍ଟେମ୍ବର ୨୦୨୦ ଶନିବାର ଦିନ ଅଟେ। ଏହି ଦିନ ପଞ୍ଚାଙ୍ଗ ଅନୁସାରେ ଦଶମୀ ତିଥି ଅଟେ। ଏହି ସମୟ ପିତୃ ପକ୍ଷ ମଧ୍ୟ ଚାଲିଛି । ଏହିଦିନ ପିତୃ ପକ୍ଷର ଦଶମୀ ଶ୍ରାଦ୍ଧ ରହିଛି। ଶନିବାର ଦିନ ଶନିଦେବଙ୍କ ବିଧି ପୂର୍ବକ ପୂଜା କରିବା ଦ୍ୱାରା ଶନି ଗ୍ରହର ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ। ଏଥିପାଇଁ ଶନିବାର ଦିନ ଭଗବାନ ଶନିଙ୍କ ବିଶେଷ ପୂଜା କରନ୍ତୁ।

ଶନି ଖରାପ ହେଲେ ଦେଇଥାନ୍ତି ଏଭଳି ଫଳ –

ଶନି ଯେବେ କାହାର ଜୀବନରେ ଅଶୁଭ ଫଳ ଦେଇଥାନ୍ତି, ସେତେବେଳେ ସେହି ବ୍ୟକ୍ତିର ଜୀବନରେ ସଙ୍କଟ ଭରି ଦେଇ ଥାନ୍ତି। ଜନ୍ମ କୁଣ୍ଡଳୀରେ ଶନି ଅଶୁଭ ହେଲେ ବ୍ୟକ୍ତିକୁ ବାଦବିବାଦରେ ଫସେଇ ଦେଇଥାନ୍ତି। ପୋଲିସ ଏବଂ ଅଦାଲତ ମାମଲାରେ ପକାଇ ଦିଅନ୍ତି। ମିଥ୍ୟା ଆରୋପରେ ବ୍ୟକ୍ତି ଚିନ୍ତିତ ହେବାକୁ ଲାଗେ। ଧନ ହାନୀ କରି ଥାନ୍ତି । ଜମା ପୁଞ୍ଜି ନଷ୍ଟ କରି ଦେଇ ଥାନ୍ତି। ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରି ଥାନ୍ତି। ବିବାହ ବିଚ୍ଛେଦ ପର୍ଯ୍ୟନ୍ତ ସ୍ଥିତି ଉତ୍ପନ୍ନ ହୋଇ ଯାଇଥାଏ। ଏଥିପାଇଁ ଶନିଙ୍କ ଉପାୟ କରିବା ନିହାତି ଆବଶ୍ୟକ।

Google

ଧନୁ, ମକର, କୁମ୍ଭ ରାଶିର ଲୋକେ ରୁହନ୍ତୁ ସାବଧାନ –

ଧନୁ, ମକର, କୁମ୍ଭ ରାଶିର ଲୋକଙ୍କ ଉପରେ ଶନିଙ୍କ ସାଢ଼େ ସାତୀ ଚାଲିଛି। ଏଥିପାଇଁ ଏମାନଙ୍କୁ ଅଧିକ ସାବଧାନ ରହିବା ଆବଶ୍ୟକ। ଶନିବାର ଦିନ ଶନିଦେବ ଏବଂ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button