ରାସନ କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ସବୁ ହିତାଧିକାରୀ ପାଇପାରିବେ ଲାଭ ଜାଣନ୍ତୁ କିପରି ଆବେଦନ କରିବେ

ଦର୍ଶକ ବନ୍ଧୁ ଯଦି ଆପଣଙ୍କ ପାଖରେ ରାସନ୍ କାର୍ଡ ଅଛି ତାହେଲେ ଆପଣଙ୍କ ପାଇଁ ଆସିଯାଇଛି ଏକ ଏପରି ଖବର ଯାହାକୁ ଶୁଣିଲେ ଆପଣମାନେ ଖୁସିରେ ପାଗଳ ହୋଇଯିବେ। ଯଦି ଆପଣଙ୍କ ପାଖରେ ଏକ ରାସନ୍ କାର୍ଡ ଅଛି ତେବେ ଆପଣ ମାଗଣାରେ ଏକ ଗ୍ୟାସ୍ ଚୁଲା ଓ ଏକ ଗ୍ୟାସ୍ ସିଲିଣ୍ଡର୍ ପାଇ ପାରିବେ କିପରି ଏହାର ଫାଇଦା ଉଠାଇବା ଆସନ୍ତୁ ଜାଣିବା । ମାଗଣା ଗ୍ୟାସ୍ ଷ୍ଟୋପ ଓ ଗ୍ୟାସ୍ ସିଲିଣ୍ଡର୍ ପାଇବା ପାଇଁ ପ୍ରଥମେ ଆପଣଙ୍କୁ BPL ରାସନ୍ କାର୍ଡର ଆବଶ୍ୟକତା ରହିଛି
ଏହି ଯୋଜନାଟି ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି ୨୦୧୬ ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନ ମନ୍ତ୍ରୀ ଉଜ୍ଵଲା ଯୋଜନା ଅଧୀନରେ ଏହି ଯୋଜନା ଗୁଡିକ ଉପଲବ୍ଧ ରହିଛି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ଵାରା ଆରମ୍ଭ ହୋଇଥିବା ପ୍ରଧାନ ମନ୍ତ୍ରୀ ଉଜ୍ୱଲା ଯୋଜନା BPL ପରିବାରକୁ LPG ଗ୍ୟାସ୍ ସଂଯୋଗ ଦେବାକୁ ଲକ୍ଷ୍ୟ କରିଛି |
ଏହି ଯୋଜନା ଅନୁସାରେ ଆପଣ ୧୬୦୦ ଟଙ୍କା ଦେଇ ପ୍ରଧାନ ମନ୍ତ୍ରୀ ଉଜ୍ୱଲା ଯୋଜନା ମାଧ୍ୟମରେ ଗରିବ ମହିଳା ମାନେ ତିନୋଟି ଗ୍ୟାସ୍ ସିଲିଣ୍ଡର୍ ମାଗଣାରେ ପାଇପାରିବେ ଯେଉଁ ମାନେ ଦରିଦ୍ର ସୀମାରେଖା ପରିବାର ନୁହନ୍ତି ସେମାନେ ଏହି ଯୋଜନା ଉପଭୋଗ କରିପାରିବେ ନାହିଁ ଏହା ଦିନରେ ଆପଣମାନେ ତିନୋଟି ଗ୍ୟାସ୍ ସିଲିଣ୍ଡର୍ ପାଇପାରିବେ |