ଆଜି ଠାରୁ ମୁଁ ତୋ ମାଉସୀ, ତୋ ବାପା ସିନା ନାହାନ୍ତି କିନ୍ତୁ ତୋ ପାଇଁ ମୁଁ ଅଛି… Debasisଙ୍କ ଝିଅକୁ କୋଳେଇନେଇ କିଛି ଏମତି କହି କାନ୍ଦିଲେ Rani

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଜାମୁ କାଶ୍ମୀର ର କୁଞ୍ଜ ଠାରେ ହୋଇଥିବା ଆ-ତ-ଙ୍କ-ବା-ଦୀ ଙ୍କ ଆ- କ୍ର -ମ-ଣ ରେ ଭାରତୀୟ ସେନାର 5 ଜଣ ଯବାନ ସ-ହି-ଦ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଥିଲେ ଓଡିଆ ପୁଅ ଦେବାଶିଷ ବିଶ୍ଵାଳ । ଯାହାଙ୍କର ମୃ-ତ୍ୟୁ ପରେ ଏବେ ବେସାହାରା ହୋଇ ପଡିଛନ୍ତି ତାଙ୍କ ପୁରା ପରିବାର ।
ଆଉ ଏହାରି ମଧ୍ୟରେ ଦେବାଶିଷ ଙ୍କ ପରିବାର କୁ ସାହାର୍ଜ୍ୟ ରେ ହାତ ବଢାଇଛନ୍ତି ଯାତ୍ରୀ ତଥା ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ସଂପୂର୍ଣ୍ଣ ବିବରଣୀ । ସରକାର ତ ସାହାର୍ଯ୍ୟ କରିଛନ୍ତି ହେଲେ ରାଣୀ ପଣ୍ଡା ଆଜି ଯାହା କରିଛନ୍ତି ତାହା ହୃଦୟ ଜିତି ଯାଇଛି ।
ସହିଦ ଦେବାଶିଷ ଙ୍କ ପରିବାର ଙ୍କ ପାଖରେ ପହଞ୍ଚି ଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଆଉ ରାଣୀ ପଣ୍ଡା ଯାହା କରିଛନ୍ତି ତାହା ବାସ୍ତବିକ ହୃଦୟ କୁ ଛୁଇଁ ଯାଉଛି । ଯେଉଁ ଦ୍ରୁଶ୍ଯ ଦର୍ଶକ ବନ୍ଧୁ ଆପଣ ମାନେ ଦେଖୁଛନ୍ତି ତାହା ଏହା ହିଁ କହି ଦେଉଛି କି ରାଣୀ ପଣ୍ଡା ଙ୍କ ହୃଦୟ କେତେ ବଡ ।
ସ-ହି-ଦ ଦେବାଶିଷ ଙ୍କ ଝିଅ ହାତରେ ନିଜର ପାରିଶ୍ରମିକ କୁ ରଖି ଦେଇ ଯଥା ସମ୍ଭବ ଚେଷ୍ଟା କରିଛନ୍ତି ତାଙ୍କୁ ସାହାର୍ଜ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ଦେବାଶିଷ ଙ୍କ ସ୍ତ୍ରୀ ଙ୍କୁ ଦେଇଛନ୍ତି ସାନ୍ତ୍ଵନା । ଆଉ ରାଣୀ ପଣ୍ଡା କହିଛନ୍ତି ଭଉଣୀ ମୋତେ ଭଉଣୀ ଟିଏ ଭାବିବ । ସହିଦ ଭାଇ ଦେବାଶିଷ ସେ ବାସ୍ତବରେ ମୋର ଭାଇ । ଆଉ ତୁମେ ମୋ ଭାଉଜ ।
ନଣନ୍ଦ ବୋଲି ଭାବି ଆଜି ଠାରୁ ତୁମର ସୁଖ ଦୁଖ ମୋତେ କହିବ । ଅଧିକ ନ ହେଲେ ନାହି ପଛେ ତୁମକୁ ମୁଁ ନିଶ୍ଚୟ ସାହାର୍ଯ୍ୟ କରିବି । ରାଣୀ ପଣ୍ଡା ସ-ହି-ଦ ଦେବାଶିଷ ଙ୍କ ମୃ-ତ୍ୟୁ ଖବର ଜାଣିବା ପରେ ବ୍ୟଥିତ ହୋଇଛନ୍ତି । ଆଉ ଆଜି ଯେବେ ତାଙ୍କୁ ସମୟ ମିଳିଲା ପହଞ୍ଚି ଥିଲେ ସାକ୍ଷୀ ଗୋପାଳ ଖଣ୍ଡାୟତ ସାହି ଗାଁ ରେ ।
ଆଉ ସ-ହି-ଦ ମାଟି କୁ ପ୍ରଣାମ କରି ସହିଦ ପରିବାରଙ୍କ ସହ ଆଲୋଚନା କରି ଦେଖା ସାକ୍ଷାତ କରିଥିଲେ । ଆଉ ତାଙ୍କର ଭଲ ମନ୍ଦ ବୁଝିଛନ୍ତି ରାଣୀ ପଣ୍ଡା । ସରକାରଙ୍କର ଦାୟିତ୍ଵ କରିବେ କିନ୍ତୁ ରାଣୀ ପଣ୍ଡା ଆଜି ଯେଉଁ କର୍ତ୍ତବ୍ୟ ଭଉଣୀ ହିସାବ ଆଉ ଜଣେ କଳାକାର ହିସାବ ରେ କରିଛନ୍ତି ସତରେ ତାହା ହୃଦୟ କୁ ଛୁଇଁ ଯାଇଛି ।
ରାଣୀ ପଣ୍ଡା ଙ୍କୁ ଭଗବାନ ସହାୟ ହୁଅନ୍ତୁ ଆଉ ତୁମେ ଏମିତି ଲୋକଙ୍କୁ ସାହାର୍ଯ୍ୟ କରିଥାଉ ଏତିକି ଆମର କାମନା ।