ବିଚାର

ମନ୍ଦିରରୁ କେବଳ ଏହି ଗୋଟିଏ ଜିନିଷ ଘରେ ଆଣି ରଖନ୍ତୁ,୨୪ ଘଣ୍ଟାରେ ଚମତ୍କାର ଦେଖିବେ। ଭାଗ୍ୟ ପରିବର୍ତ୍ତନ ହୋଇଯିବ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମନ୍ଦିରରୁ କେବଳ ଏହି ୧ ଜିନିଷ ଘରେ ଆଣି ରଖନ୍ତୁ ୨୪ ଘଣ୍ଟାରେ ଚମତ୍କାର ଦେଖିବେ। ଭାଗ୍ୟ ପରିବର୍ତ୍ତନ ହୋଇଯିବ।ବନ୍ଧୁଗଣ ମନ୍ଦିର ଆଶାର କେନ୍ଦ୍ର ଅଟେ। ମନ୍ଦିରକୁ ଗଲେ ମନକୁ ଶାନ୍ତି ମିଳେ ଆତ୍ମାକୁ ତୃପ୍ତି ମିଳିଥାଏ। ମନ୍ଦିରରେ ଥିବା ପ୍ରତ୍ୟକ ବସ୍ତୁ ପଜିଟିଭ ଏନର୍ଜୀ କାରଣରୁ ଜାଗ୍ରତ ରହିଥାଏ। କାରଣ ମନ୍ଦିରରେ ମନ୍ତ୍ର ଜପ ଧୂପ ଦୀପ କାରଣରୁ ପଜିଟିଭ ଏନର୍ଜୀ ସବୁଠାରୁ ଅଧିକ ଥାଏ। ଆଜିର ପୋଷ୍ଟରେ ଆମେ ଜାଣିବା ମନ୍ଦିରରେ କଣ ସେହି ଜିନିଷ ଆଣିଲେ ଭାଗ୍ୟ ଚମିକିବ।

ମନ୍ଦିରରେ ଯେଉଁ ଜିନିଷ ଆଣିବେ ତା ପୂର୍ବରୁ ମନ୍ଦିର ପୂଜାରୀ ଠାରୁ ଅନୁମତି ନେଇ ଆଣିବେ। ଆଜି ଆମେ ଆପଣଙ୍କୁ ସେହି ଜିନିଷ କହିବୁ ଯାହାକୁ ଆଣି ଘରେ ସ୍ଥାପନା କଲେ ଆପଣଙ୍କ ଜୀବନରେ କେବେବି କୌଣସି ଜିନିଷର ଅଭାବ ହେବ ନାହିଁ। ତାହା ଯେକୌଣସି ସମ୍ବଦ୍ଧିୟ ହେଉ ଧନ ସମ୍ଵଦ୍ଧିତ ହେଉ କିମ୍ବା ଜବ ସମ୍ବଦ୍ଧିତ ହେଉ କି ଗ୍ରହ ନକ୍ଷତ୍ର ପୀଡା ହେଉ କିମ୍ବା ବ୍ୟବସାୟ ସମ୍ବଦ୍ଧିୟ। ସବୁ ସମସ୍ୟା ଦୂର ହୋଇଯିବ। ଆସନ୍ତୁ ଜାଣିବା କଣ ସେହି ଜିନିଷ।

ପ୍ରଥମ ଜିନିଷ। ଯେତେବେଳେ ଆପଣ ମନ୍ଦିର ଯିବେ ମନ୍ଦିରରେ ଥିବା ଧୂପର ଭସ୍ମ ଆଣି ଘରେ ଛିଞ୍ଚନ୍ତୁ କାରଣ ଏହା ମନ୍ଦିରରେ ରହୁଥିବାରୁ ପବିତ୍ର ଏବଂ ପଜିଟିଭ ଉର୍ଜାର ଭରପୁର ହୋଇଥାଏ। ଏହାକୁ ଘରେ ଆଣି ଛିଞ୍ଚିଲେ ମା ଲକ୍ଷ୍ମୀ ଆସନ୍ତି।

ଦ୍ୱିତୀୟ। ମନ୍ଦିରରେ ଚଢା ଯାଉଥିବା ଯେଉଁ ନଡ଼ିଆ ବା କପଡା ଥାଏ ତାକୁ ପଣ୍ଡିତକୁ ପଇସା ଦେଇ କରି ଆଣନ୍ତୁ। ଏହି କପଡ଼ାରେ ସେହି ନଡ଼ିଆକୁ ବାନ୍ଧି କରି ଘରର ମୁଖ୍ୟ ଦ୍ୱାରରେ ବାନ୍ଧି ଦିଅନ୍ତୁ। ଯଦି କୁଲକ୍ଷ୍ମୀ ପ୍ରବେଶ କରିଥାଏ ସେ ପଳେଇଯିବ ଏବଂ ମା ଲକ୍ଷ୍ମୀ ଘରକୁ ଆସିବେ। ଦୁର୍ଭାଗ୍ୟ ଦୂର ହୋଇଯିବ। ଘରେ ଅନ୍ନ ଧନ ସମ୍ପତ୍ତି ସମୃଦ୍ଧିର ବୃଦ୍ଧି ହେବ।

ତୃତୀୟ। ମନ୍ଦିରରେ ଯେଉଁ ଚନ୍ଦନ ତିଳକ ସିନ୍ଦୁର ଥିବ ତାକୁ ଆଣନ୍ତୁ। ଏହାକୁ ମସ୍ତକରେ ଲଗେଇଲେ ଭାଗ୍ୟ ପରିବର୍ତ୍ତନ ହେବାକୁ ଲାଗିବ

ଚତୁର୍ଥ। ମନ୍ଦିରକୁ ୧୫ ଦିନରେ ଥରେ କିମ୍ବା ମାସକୁ ଥରେ ଯାଇ କରି ହଳଦିଆ କିମ୍ବା ଲାଲି ସୁତା ବାନ୍ଧି କରି ଆସନ୍ତୁ।ଏହା ସର୍ବଦା ଆପଣଙ୍କୁ ରକ୍ଷା କରିବ। ଦୁର୍ଘଟଣା ରୋଗରୁ ରକ୍ଷା କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button