ସ୍ୱାସ୍ଥ୍ୟ

ସବୁଦିନ ଲୋକ ମ-ଦ୍ୟ-ପା-ନ କରୁଥିଲେ ବି ଛାଡିବାକୁ ବାଧ୍ୟ ହେବ କେବଳ ଏହି ଗୋଟିଏ ଉପାୟରେ

ଆଜିକାଲି ଅନେକ ଲୋକ ମାନେ ମ-ଦ ସେବନ କରୁଥିବାର ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ।ଅନେକ ଲୋକ ମାନେ ଖୁସିରେ ମ-ଦ ପିଇଥାନ୍ତି।ଏବଂ ଅନ୍ୟ କେତେକ ଲୋକ ମାନେ ପ୍ରତିଦିନ ମ-ଦ ପିଇ ଅଭ୍ୟାସ ପଡି ଗଲେଣି।ଯଦି ଆପଣ ମାନେ ମ-ଦ ଛାଡ଼ିବାକୁ ଚାହୁଁଛନ୍ତି ତାହେଲେ ବର୍ତ୍ତମାନ ଏହାର ଉପଚାର ବିଷୟରେ ଜାଣିବାକୁ ମିଳିଛି।ଯାହାକି ସେବନ କରିବା ଦ୍ୱାରା ମ-ଦ ପିଇବା ଛାଡ଼ିଦେବେ।ଆପଣଙ୍କୁ ବହୁତ ସାହାଯ୍ୟ କରିବ। ଏମିତି ଏକ ଚମତ୍କାର ଘରୋଇ ଉପଚାର ମିଳିଛି ଯାହାକୁ ସେବନ କରି ଆପଣ ମାନେ ମ-ଦ ପିଇବା ଅଭ୍ୟାସ କୁ ଦୂର କରିପାରିବେ। ମ-ଦ ପିଇବା ଉଚିତ ନୁହେଁ। କାରଣ ଥରେ ଯଦି ପିଇବା ଅଭ୍ୟାସ କରିଦେବେ ତାହେଲେ ମୃ-ତ୍ୟୁ ସୁନିଶ୍ଚିନ୍ତ ଅଟେ।ଏହି ଚମତ୍କାର ଘରୋଇ ଉପଚାର କେମିତି ପ୍ରସ୍ତୁତ କରାଯାଇଥାଏ ତାହା ଜାଣନ୍ତୁ।ପ୍ରଥମ ସାମଗ୍ରୀ ହେଉଛି ସୁଣ୍ଠି। ଏହା ଦୋକାନ ରୁ ବହୁତ ସହଜରେ ମିଳିଯିବ।ଶୁଖିଲା ଅଦା କୁ ହିଁ ସୁଣ୍ଠି କୁହାଯାଏ।
ଶୁଖିଲା ଅଦା କୁ ଭଲରେ ଗ୍ରାଇଣ୍ଡିଂ କରି ଗୁଣ୍ଡ ପ୍ରସ୍ତୁତ କରିବେ।ଏହାପରେ ତାକୁ ଚଲେଇ ଦେଇ ଭଲ ପାଉଡର ପ୍ରସ୍ତୁତ କରନ୍ତୁ। ମ-ଦ ଅଧିକ ସେବନ ଦ୍ଵାରା ଶରୀରରେ ସଲଫର କମି ଯାଇଥାଏ।ଯାହାକୁ ସୁଣ୍ଠି ପାଉଡର ପୂରଣ କରିବା ପାଇଁ ବହୁତ ଅଧିକ ସାହାର୍ଯ୍ୟ କରିଥାଏ।ଦ୍ଵିତୀୟ ସାମଗ୍ରୀ ହେଉଛି ଜୁଆଣି।ଜୁଆଣି ବହୁତ ଶୀଘ୍ର ରୋଷେଇ ଘରେ ମିଳିଯିବ।କାରଣ ଏହି ସାମଗ୍ରୀ ଘରେ ସମସ୍ତେ ରଖିଥାନ୍ତି।ପ୍ରଥମେ ଗ୍ୟାସ ଉପରେ ଏକ ପତ୍ର ନେବେ।
ଏହାପରେ ସେଥିରେ ଏକ ଗ୍ଲାସ୍ ପାଣି ନେବେ।ତାପରେ ସେଥିରେ ସୁଣ୍ଠି ପାଉଡର ପକାଇବେ।ଏହାପରେ ସେଥିରେ ଜୁଆଣି ଏକ ଚାମଚ ପକାଇବେ।ଏହାକୁ ବହୁତ ସମୟ ଧରି ଫୁଟାଇବେ।ଯେଉଁ ଯାଏଁ ଅଧା ଗ୍ଲାସ୍ ପରି ପାଣି ନ ହୋଇଛି।ସେତେବେଳେ ପର୍ଯ୍ୟନ୍ତ ପାଣିକୁ ଭଲରେ ଫୁଟାନ୍ତୁ।ଏହାପରେ ପାଣି କୁ ଥଣ୍ଡା ହେବାକୁ ଛାଡ଼ିଦେବେ।ଥଣ୍ଡା ହେବାପରେ ଅନ୍ୟ ଏକ ଗ୍ଲାସ୍ କୁ ଛାଣି ଦେବେ।ଏହା ମ-ଦ ଛାଡ଼ିବାର ବହୁତ କାମ ଦେବ।ଏହାକୁ ସକାଳେ ତିଆରି କରି ସନ୍ଧ୍ୟା ବେଳେ ପିଇବେ।ଏବଂ ରାତିରେ ଆଉ ଥରେ ତିଆରି କରି ସକାଳେ ପିଇବେ।

Related Articles

Leave a Reply

Your email address will not be published. Required fields are marked *

Back to top button