ବିଚାର

ଯଦି ଦାନ୍ତ ମଝିରେ ଗେପ ଅଛି ତେବେ ଥରେ ନିଶ୍ଚୟ ପଢି ନିଅନ୍ତୁ ଏହି କଥା… Maa Lakhmiଙ୍କର ରହିଛି କୃପା ଏମାନଙ୍କ ଉପରେ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମଣିଷ ର ଶରୀର କିଛି ଅଙ୍ଗରୁ ତାହାର ସ୍ଵଭାଵ ସମ୍ପର୍କରେ ଜଣା ପଡିଥାଏ । ମଣିଷର ପାଦ ର କେଉଁ ଆଙ୍ଗୁଳି ବଡ଼ ବା ଛୋଟ ରହିଲେ ସେହି ବ୍ୟକ୍ତିଙ୍କ ସ୍ଵଭାଵ କିପରି ହୋଇଥାଏ । ଯଦି କୌଣସି ପୁରୁଷଙ୍କ ର ଦାଢ଼ି ନିଶ ନ ଉଠେ ତେବେ ସେମାନଙ୍କ ସ୍ଵଭାଵ କିପରି ହୋଇଥାଏ । ଯଦି କୌଣସି ନାରୀଙ୍କର ନିଶ ଥାଏ ତେବେ ସେମାନଙ୍କ ସ୍ଵଭାଵ କିପରି ହୋଇଥାଏ । ଆଜି ଆମେ ଏହି ସମ୍ଭନ୍ଧ ରେ ଜାଣିବା ।

ତେବେ ଯେଉଁମାନଙ୍କ ର ଗୋଡ଼ ର ମଝି ଆଙ୍ଗୁଳି ବଡ଼ ହୋଇଥାଏ ସେମାନଙ୍କ ସ୍ଵଭାଵ ରାଗି ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ର ବୁଢା ଆଙ୍ଗୁଳି ପାଖ ଆଙ୍ଗୁଳି ଛୋଟ ହୋଇଥାଏ । ତେବେ ଏହି ବ୍ୟକ୍ତି ମାନେ ସ୍ଵଭାଵ ରେ ହିଂସା ବାଦି ହୋଇଥାନ୍ତି । ଯେଉଁ ମାନଙ୍କର ଏହି ଆଙ୍ଗୁଳି ବଡ଼ ହୋଇଥାଏ ।

ଏମାନଙ୍କ ର ନିକଟରେ ଧନର ଅଭାବ କେବେବି ରହି ନ ଥାଏ । ଯେଉଁ ବ୍ୟକ୍ତିଙ୍କର ପାଦ ର ସବୁ ଆଙ୍ଗୁଳି ଛୋଟ ରୁ ବଡ଼ ହୋଇଥାଏ । ଏମାନେ ସର୍ବଦା ଚାହିଁଥାନ୍ତି କି ସର୍ବଦା ଏମାନଙ୍କର କଥା ରେ ସମସ୍ତେ ରହିବେ । ଏମାନଙ୍କ କଥା ସମସ୍ତେ ମାନିବେ ।

ଯଦି ଏମାନଙ୍କ କଥା କେହି ନ ଶୁଣନ୍ତି ତେବେ ଏମାନେ ବହୁତ ଜଲ୍ଦି ରାଗିଥାନ୍ତି । କିନ୍ତୁ ଏମାନେ ନିଜର ରାଗକୁ କେବେବି କାହାକୁ ଦେଖାଇ ନ ଥାନ୍ତି । ଯେଉଁ ମାନଙ୍କର ପାଦର ଆଙ୍ଗୁଳି ସମାନ ହୋଇଥାଏ । ଏମାନେ ସ୍ୱଭାବରେ ବହୁତ ଝଗଡା କରିବା ହୋଇଥାନ୍ତି ।

ଯେଉଁ ମହିଳା ମାନଙ୍କ ପାଦ ଲାଗି ଓ ଚ୍ଚୋଟ ରୁ ବଡ଼ ହୋଇଥାଏ । ଏମାନେ ବହୁତ ଲଷ୍ମୀବନ୍ତ ହୋଇଥାନ୍ତି । ଯେଉଁ ବ୍ୟକ୍ତି ବା ମହିଳାଙ୍କ ର ଦାନ୍ତ ମଝିରେ ଅଧିକ ଫାଙ୍କ ରହିଥାଏ ଏମାନଙ୍କୁ ଶାସ୍ତ୍ର ହିସାବ ରେ ଖରାପ କହିଥିଲେ ମଧ୍ୟ ଏମାନେ ଦେଖିବାକୁ ସୁନ୍ଦର ହେବା ସହିତ ଏମାନେ ବହୁତ ଲଷ୍ମୀବନ୍ତ ହୋଇଥାନ୍ତି ।

ଯେଉଁ ବ୍ୟକ୍ତିଙ୍କର ସମ୍ନା ଚନ୍ଦା ହୋଇଥାନ୍ତି । ଏମାନଙ୍କ ପାଖରେ ଧନର ଅଭାବ ରହି ନ ଥାଏ । ଯେଉଁ ନାରୀଙ୍କ ର ନିଶ ସ୍ପଷ୍ଟ ଦେଖାଯାଇଥାଏ ଏମାନେ ସର୍ବଦା ନିଜର ସ୍ବାମୀଙ୍କ ଉପରେ ମୁରବିତ୍ୱ ଦେଖାଇଥାନ୍ତି । ଏମାନେ ସ୍ଵଭାଵ ରେ ରାଗି ହୋଇଥାନ୍ତି । ତେଣୁ ଶାସ୍ତ୍ର ହିସାବରେ ନାରୀ ମାନଙ୍କୁ ବେଳେ ବେଳେ ନିଶ କାଟିବା ଉଚିତ । ଏହା ରହିବା ଭଲ ହୋଇ ନ ଥାଏ । ଯେଉଁ ବ୍ୟକ୍ତି ବା ନାରୀଙ୍କର ନାକ ଲମ୍ବା ହୋଇଥାଏ । ଏମାନେ ବହୁତ ସୁନ୍ଦର ହୋଇଥାନ୍ତି । ଏହା ଛଡା ଯଦି ସେମାନଙ୍କ ନାକ ର ମଝିରେ ଏକ କଳାଯାଇ ରହିଥାଏ ତେବେ ଏହା ବହୁତ ଶୁଭ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button