ବିଚାର

ଏହି ୪ଟି ଦିନରେ କେବେ ମଧ୍ୟ ବାଳ କାଟିବା ଉଚିତ ନୁହେଁ , ନଚେତ ମାଡି ଆସିବ ସମସ୍ୟା

ଜ୍ୟୋତିଷଙ୍କ ଅନୁଯାୟୀ , ପ୍ରତ୍ୟେକ ଗ୍ରହ ନକ୍ଷତ୍ର ମାନଙ୍କର ମଣିଷ ଉପରେ ପ୍ରଭାବ ପଡ଼ିଥାଏ ଏବଂ ଏହି ପ୍ରଭାବ ଭଲ କିମ୍ବା ଖରାପ ହୋଇଥାଏ। ଯଦି ଆପଣଙ୍କୁ ମଧ୍ୟ ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି , ତେବେ ଆପଣ ଆପଣଙ୍କର କାର୍ଯ୍ୟରେ କିଛି ପରିବର୍ତ୍ତନ କରି ଏହି ସମସ୍ୟାକୁ ଦୂର କରିପାରିବେ। ଯେପରିକି ବାଳ କାଟିବା ,ପୁରୁଷ ହୁଅନ୍ତୁ କିମ୍ବା ମହିଳା ବାଳ ସମସ୍ତେ କାଟିଥାନ୍ତି। କିନ୍ତୁ ଜାଣତରେ ଅଜାଣତରେ ଆମେ କିଛି ଭୁଲ ଦିନ ବାଳ କଟାଇଥାଉ। ଯାହାର ପ୍ରତିକୂଳ ପ୍ରଭାବ ଆମ ଜୀବନ ଉପରେ ପଡ଼ିଥାଏ।

ଆମର ଧର୍ମଶାସ୍ତ୍ରରେ ଏଭଳି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି , ଯାହାକୁ ଆପଣାଇ ଆମେ ଆମ ଜୀବନର ସମସ୍ୟାରୁ ମୁକ୍ତି ପାଇପାରିବା। ଅଜାଣତରେ ଆମେ କିଛି ଭୁଲ କରିଦେଇଥାଉ , ଯାହାଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି। ଯାହାର ନକାରତ୍ମକ ପ୍ରଭାବ ଆମ ଉପରେ ପଡ଼ିଥାଏ ଏବଂ ନକାରତ୍ମକତା ଯୋଗୁଁ ଚାରି ପାଖରୁ ସମସ୍ୟା ବଢିବାକୁ ଲାଗିଥାଏ। ସମସ୍ତ ଦିନ ଗୁଡିକ ମଧ୍ୟରୁ ବୁଧବାର ଏବଂ ଶୁକ୍ରବାରକୁ ସବୁଠାରୁ ଶୁଭ ଦିନ ଭାବରେ ବିବେଚନା କରାଯାଏ। ଜ୍ୟୋତିଷଙ୍କ ଅନୁଯାୟୀ , ବୁଧବାର ଦିନ ବାଳ କିମ୍ବା ନଖ କାଟିବା ଅତ୍ୟନ୍ତ ଶୁଭ ଭାବରେ ବିବେଚନା କରାଯାଇଛି। ଜ୍ୟୋତିଷଙ୍କ ଅନୁଯାୟୀ , ସପ୍ତାହର ରବିବାର , ସୋମବାର , ମଙ୍ଗଳବାର , ଗୁରୁବାର ଏବଂ ଶନିବାର ଦିନ ଭୁଲରେ ମଧ୍ୟ ନଖ , ଦାଢ଼ି କିମ୍ବା ବାଳ କାଟିବା ଉଚିତ ନୁହେଁ , ଏହାଦ୍ବାରା ନକାରତ୍ମକ ପ୍ରଭାବ ପଡ଼ିଥାଏ।

Google

ଏହିଦିନ ବାଳ କାଟିବା ଦ୍ୱାରା ଘରେ କେବେ ମଧ୍ୟ ଟଙ୍କାର ଅଭାବ ହୁଏ ନାହିଁ ଏବଂ ସଦା ସର୍ବଦା ସୁଖ ସମୃଦ୍ଧି ବଜାୟ ରହିଥାଏ। ଏଥିପାଇଁ ବୁଧବାର ଏବଂ ଶୁକ୍ରବାର ଦିନ ଆପଣଙ୍କୁ ବାଳ କାଟିବା ଉଚିତ। ଏଥିସହିତ ଶୁକ୍ରବାର ଦିନ ନଖ କାଟିବାକୁ ଭଲ ଭାବରେ ବିବେଚନା କରାଯାଇଛି। କହିରଖୁଛୁ ଯେ ଶାସ୍ତ୍ରରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ , ନଖ କିମ୍ବା ବାଳ କାଟିବା ପାଇଁ ଶୁକ୍ରବାର ଦିନକୁ ସବୁଠାରୁ ଭଲ ଭାବରେ ବିବେଚନା କରାଯାଇଛି। ଏଭଳି କରିବା ଦ୍ୱାରା ଆପଣଙ୍କର ଅନେକ ଉନ୍ନତି ହୋଇଥାଏ ଏବଂ ଭାଗ୍ୟର ସମ୍ପୂର୍ଣ୍ଣ ଭାବରେ ସମର୍ଥନ ମିଳିଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button