ରାଜନୀତି

ତହସିଲ ଅଫିସକୁ ରାଜସ୍ୱମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ୍

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସର୍ପ୍ରାଇଜ୍ ଭିଜିଟ୍। ଅଚାନକ ସମ୍ୱଲପୁର ସଦର ତହସିଲରେ ପହଞ୍ଚିଲେ ରାଜସ୍ୱମନ୍ତ୍ରୀ। ଆଉ ତହସିଲରେ ଯାହା ଦେଖିଲେ, ତାହା ତାଙ୍କୁ ବିଚଳିତ କରିଥିଲା। ତହସିଲ୍ରେ ଅବ୍ୟବସ୍ଥା ବେଶୀ, ଅଭିଯୋଗ କମ୍ ଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ। ସବୁଠାରୁ ଦୁଃଖର ବିଷୟ ତହସିଲ୍ର ମୁଖିଆ ତହସିଲ୍ଦାରଙ୍କ ଚାମ୍ୱର ବର୍ଷ ବର୍ଷ ଧରି ଖୋଲୁନଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button