ବିଚାର

ମହିଳା ମାନଙ୍କର ଏହି ୫ଟି ଭୁଲ ସ୍ୱାମୀଙ୍କ ଜୀବନରେ ଆଣିଥାଏ ମହାବାତ୍ୟା, ଆଜି ହିଁ ଜାଣି ନିଅନ୍ତୁ ଓ ସେ ଭୁଲ କରିବା ବନ୍ଦ କରି ଦିଅନ୍ତୁ

ବନ୍ଧୁଗଣ ହିନ୍ଦୁ ଧର୍ମରେ ନାରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଇଥାଏ। ସେଥିପାଇଁ ନାରୀମାନେ ଘର ଭିତରେ କିଛି ଭୁଲ କାମ କରନ୍ତି, ତାହେଲେ ଘର ଭିତରେ ସବୁବେଳେ ଧନର ଅଭାବ ଦେଖାଦେଇଥାଏ। ଯାହା ଦ୍ୱାରା କି ତାଙ୍କର ସ୍ବାମିଙ୍କର ମଧ୍ୟ ବହୁତ ଅମଙ୍ଗଳ ହୋଇଥାଏ। ଏଥି ସହିତ ଧନର ଅଭାବ ମଧ୍ୟ ଦେଖା ଦେଇଥାଏ। ତେବେ ଆସନ୍ତୁ ଜାଣିବା ନାରୀ ମାନଙ୍କର ସେହି କେତୋଟି ଭୁଲ ବିଷୟରେ। ଆପଣ ମାନେ ସମସ୍ତେ ଯେମିତି ଜାଣିଛନ୍ତି କି ନାରୀ ମାନେ ସବୁବେଳେ ମଝି ସିନ୍ତିରେ ସିନ୍ଦୁର ପିନ୍ଧିବା ଦରକାର। ମାତ୍ର କେତେକ ନାରୀ ମଝିରେ ସିନ୍ଦୁର ପିନ୍ଧିବା ବଦଳରେ ଗୋଟାଏ ସାଇଟରେ ସିନ୍ଦୁର ଲଗାଇ ଥାଆନ୍ତି। ଯାହାକି ସ୍ବାମିଙ୍କର ବହୁତ ଅମଙ୍ଗଳ ହୋଇଥାଏ। ତେଣୁ ସବୁବେଳେ ଚେଷ୍ଟା କରିବେ କି ଆପଣମାନେ ମଝି ସିନ୍ତାରେ ସିନ୍ଦୁର ପିନ୍ଧିବା ପାଇଁ। ଯାହା ଫଳରେ ସ୍ୱାମୀଙ୍କର ମଙ୍ଗଳ ହୋଇଥାଏ।

Google

ଅନେକ ନାରୀ ମାନେ ସିନ୍ଦୁର ପିନ୍ଧିବା ସମୟରେ ହାତର ଆଙ୍ଗୁଳିରେ ସିନ୍ଦୁର ପିନ୍ଧି ଥାଆନ୍ତି। ମାତ୍ର ଏହା ଗୋଟିଏ ବହୁତ ଭୁଲ ଅଭ୍ୟାସ ଅଟେ। ଯଦି ଆପଣ ରୁପା କଣ୍ଟାରେ କିମ୍ବା ଝିଙ୍କ କଣ୍ଟାରେ ସିନ୍ଦୁର ପିନ୍ଧନ୍ତି ତେବେ ଭଲ । ତେବେ ଏହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ମଙ୍ଗଳ ହୋଇଥାଏ। କିନ୍ତୁ ମନେରଖନ୍ତୁ ଆପଣ ମାନେ କେବେବି ବିନା କଣ୍ଟାରେ ସିନ୍ଦୁର ପିନ୍ଧିବେ ନାହିଁ। ଆଜିର ସମୟରେ ବହୁତ ଷ୍ଟାଇଲ ସିନ୍ଦୁର ବାହାରିଲାଣି। ଆଜିକାଲିର ମହିଳା ମାନେ ପାଉଡର ସିନ୍ଦୁର ବଦଳରେ ଲିକ୍ୟୁଇଟ ସିନ୍ଦୁର ବହୁତ ଅଧିକ ବ୍ୟବହାର କରୁଛନ୍ତି। ଯାହାକି ବହୁତ କ୍ଷତି କରିଥାଏ। ଆପଣ ଯେତେବେଳେ ସିନ୍ଦୁର ପିନ୍ଧୁଛନ୍ତି ସେତେବେଳେ ପ୍ୟାକେଟରେ ଯେଉଁ ପାଉଡର ସିନ୍ଦୁର ଆସୁଛି ଆପଣ ତାହାକୁ ପିନ୍ଧିବା ଉଚିତ। ଯାହା ଦ୍ୱାରା କି ଆପଣଙ୍କ ସ୍ୱାମୀଙ୍କର ମଙ୍ଗଳ ହୋଇଥାଏ।ଏହା ସହିତ ସ୍ୱାମୀ ଏବଂ ସ୍ତ୍ରୀଙ୍କର ସଂପର୍କ ବହୁତ ମଧୁର ହୋଇଥାଏ। ଏଥିସହିତ ସିନ୍ଦୁରକୁ ସବୁବେଳେ ଗାଢ଼ ଏବଂ ବଡ଼ କରି ଲଗେଇବା ଉଚିତ। ଯାହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ଆୟୁଷ ବଢି ଥାଏ। ବହୁତ ନାରୀ ପୂଜା କରିବା ସମୟରେ ତଳେ ବସି ପୂଜାର୍ଚ୍ଚନା କରିଥାନ୍ତି। ଏହା ବହୁତ ବଡ଼ ଭୁଲ ଅଭ୍ୟାସ ଅଟେ। କେବେବି ତଳେ ବସି ପୂଜା କରିବେ ନାହିଁ।କାରଣ ଏମିତି କରିବା ଦ୍ୱାରା ଆପଣଙ୍କର ଭଲ ହେବା ପରିବର୍ତେ ଖରାପ ହୋଇଥାଏ। ପୂଜା କରିବା ସମୟରେ ସଦାସର୍ବଦା କାଠ ପିଢ଼ାରେ ବସି ପୂଜା କରନ୍ତୁ। କାରଣ ଏମିତି କରିବା ଦ୍ୱାରା ଆପଣଙ୍କ ଘରର ଉନ୍ନତି ହୋଇଥାଏ। ଏହା ସହିତ ଯଦି ପାରିବେ କୁଶ କିମ୍ବା ଆସନରେ ବସି ପୂଜା କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button