ବିଚାର

ଭଲ ଲୋକଙ୍କ ସହିତ କାହିଁକି ହୋଇଥାଏ ଖରାପ, ଆଜି ମିଳିଗଲା ଏହି ପ୍ରଶ୍ନର ଉତ୍ତର

କଣ ଆପଣଙ୍କୁ ଜଣା ଅଛି ଭଗବାନ ଶ୍ରୀକୃଷ୍ଣ ଗୀତାରେ ଉପଦେଶ ଦେଇଥିଲେ ଯେଉଁଥିରେ ସେ ଜୀବନର ଅନେକ ସାର ବିଷୟରେ କହିଥିଲେ। ଆପଣଙ୍କୁ କହି ରଖୁଛୁ କି ଏଥିରେ ଗୀତାର ତିନୋଟି ସାର ଦ୍ଵାରା ଜୀବନର ସବୁ ଚିନ୍ତା ଦୂର ହୋଇ ଯାଇଥାଏ। କହି ରଖୁଛୁ କି ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତାର ଜ୍ଞାନ ଦେଇ ଥିଲେ, ଯେଉଁଥିରେ ମାନବକୁ ଜୀବନର କୌଣସି ବି କଠିନ ପରିସ୍ଥିତିରୁ ବାହାରିବା ପାଇଁ ମାର୍ଗ କୁହାଯାଇଛି। ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ, ଯେଉଁ ପ୍ରଶ୍ନ କେହି ନ କେହି ପଚାରି ଥାନ୍ତି, ଭଲ ଲୋକଙ୍କ ସହିତ ଖରାପ ହୋଇଥାଏ କାହିଁକି ?

Google

ଆପଣଙ୍କୁ କହି ରଖୁଛୁ ଯେବେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କଲେ କି କାହିଁକି ଭଲ ଲୋକଙ୍କ ସହିତ ଖରାପ ହୁଏ, ତେବେ ଭଗବାନ ଶ୍ରୀକୃଷ୍ଣ ତାଙ୍କ ପ୍ରଶ୍ନର ଏହି ଉତ୍ତର ଦେଲେ କି ସଜ୍ଜନ ଲୋକଙ୍କ ସହିତ ଖରାପ କର୍ମ ହୋଇଥାଏ, ଏହାଛଡା ଆଉ କିଛି ହୁଏନି। ସଦାଚାରୀ ଏବଂ ଧର୍ମ ପରାୟଣ ବ୍ୟକ୍ତିଙ୍କୁ ଈଶ୍ୱର ମଧ୍ୟ ପସନ୍ଦ କରି ଥାନ୍ତି। ଏଥିପାଇଁ ସେ ଚାହିଁଥାନ୍ତି କି ତାଙ୍କର ପୂର୍ବ ଜନ୍ମର କରିଥିବା ପାପ ଶୀଘ୍ର ଭରଣ ହେଇଯାଉ ଏବଂ ମନୁଷ୍ୟର ସବୁ ପାପ ସୁବିଧାରେ କଟିଯାଉ। ବ୍ୟକ୍ତିର ଖୁବ୍ ଶୀଘ୍ର ପାପ ଧୋଇ ହୋଇ ସେ ବ୍ୟକ୍ତି ଶାନ୍ତି ସହିତ ମୋକ୍ଷ ପ୍ରାପ୍ତ କରୁ। କହି ରଖୁଛୁ କି ଏହି ଜନ୍ମରେ ଆମ ସହିତ ଯାହା କିଛି ଖରାପ ହୋଇଥାଏ , ତାହା ଆମର ପୂର୍ବ ଜନ୍ମର ପାପର କର୍ମ ହୋଇଥାଏ। ଏବେ ସେହି କର୍ମର ପାପ ଭୋଗ କରି ସେ ସଦାଚାରୀ ମନୁଷ୍ୟରେ ପରିବର୍ତ୍ତନ ହୋଇଥାଏ। କିନ୍ତୁ ଆପଣଙ୍କୁ କହି ରଖୁଛୁ କି ସବୁ କାମର ଗତିକୁ କାଟିବାକୁ ପଡିଥାଏ।

Google

ଏବେ ଆପଣଙ୍କୁ କହି ରଖୁଛୁ କି ସ୍ୱୟଂ ଭଗବାନ ଏହି ଚକ୍ରରୁ ବାହାରି ପାରନ୍ତି ନାହିଁ। ଏହିସବୁ କର୍ମର ଫଳ ହୋଇଥାଏ। ସବୁ କର୍ମରେ କଷ୍ଟ ଅବଶ୍ୟ ଥାଏ। ମନୁଷ୍ୟ ଏହାକୁ କାଟି ବନ୍ଧନ ମୁକ୍ତ ହୋଇଥାଏ। ଯାହାଫଳରେ ତାର ମୋକ୍ଷର ମାର୍ଗ ପ୍ରଶସ୍ତ ହୋଇଥାଏ। ଆପଣଙ୍କୁ କଣ ଲାଗୁଛି ଏହି ବିଷୟରେ ଆମକୁ କମେଣ୍ଟ କରି ଜଣାନ୍ତୁ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଯଦି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ସେଆର କରି ଦିଅନ୍ତୁ । ଜୟ ଶ୍ରୀ କୃଷ୍ଣ ।

Related Articles

Leave a Reply

Your email address will not be published. Required fields are marked *

Back to top button