ଜୀବନଶୈଳୀ

ପ୍ରତିଦିନ ଆପଣ ଖାଉଛନ୍ତି କି ଭୁର୍ସଙ୍ଗ ପତ୍ର, ତେବେ ଏ-ହା-କୁ ଥରେ ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ଆଜି ମୁଁ ଏମିତି ଏକ ଗଛ ବିଷୟରେ କହିବାକୁ ଯାଉଛି ଯାହାର ପତ୍ରର ବ୍ୟବହାର ଆମେ ଖାଦ୍ଯର ସ୍ଵାଦ ବଢାଇବା ପାଇଁ କରିଥାଉ । ଏହାର ଉପକାରିତା ବୋଧ ହୁଏ ବହୁତ କମ ଲୋକଙ୍କୁ ଜଣା । ଯେଉଁମାନଙ୍କୁ ଏହାର ଗୁଣ ବିଷୟରେ ଜ୍ଞାନ ଅଛି ସେମାନେ ପ୍ରତିଦିନ ଏହାର ସେବନ କରିଥାନ୍ତି । କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଓ ଆୟୁର୍ବେଦ ଅନୁଯାୟୀ ବହୁତ ପୋଷକ ତତ୍ଵ ରେ ଭରପୁର ହୋଇଥାଏ । ଏହା ବହୁତ ସାରା ରୋ-ଗ-କୁ ଦୂ-ର କରିବାରେ କାମରେ ଆସିଥାଏ ।

ଏହି ଗଛର ନାମ ହେଲା ଭୁରସଙ୍ଗ ଗଛ । ବନ୍ଧୁଗଣ ଭୁରସଙ୍ଗ ଗଛରେ ଏତେ ଆୟୁର୍ବେଦିକ ତ୍ୟତ୍ଵ ମିଳିଥାଏ କି ଯାହା କ୍ୟା-ନ୍ସ-ର ଭଳି ରୋ-ଗ-କୁ ମଧ୍ୟ ଦୂର କରିପାରେ । ଯଦି ଆପଣ ଭୁରସଙ୍ଗ ଗଛର ସେବନ କରୁ ନାହାଁନ୍ତି ତେବେ ଆଜି ଠାରୁ ହିଁ ଏହାର ସେବନ କରିବା ଆରମ୍ଭ କରି ଦିଅନ୍ତୁ । ତେବେ ଚାଲନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣଙ୍କୁ କୋ-ଲେ-ଷ୍ଟ୍ରୋ-ଲ ସମସ୍ଯା ଅଧିକ ରହିଛି ତେବେ ଭୁରସଙ୍ଗ ପତ୍ରର ସେବନ ଆପଣଙ୍କ ପାଇଁ ଲାଭ ଦାୟକ ଅଟେ । କାରଣ ଏହାର ସେବନ ଦ୍ଵାରା ଆପଣଙ୍କ କୋ-ଲେ-ଷ୍ଟ୍ରୋ-ଲ କୁ କମ କରିବାରେ ଏହା ସାହାର୍ଯ୍ୟ କରିଥାଏ ।

୨. ହା-ର୍ଟ ସମ୍ବନ୍ଧିତ ରୋ-ଗୀ-ଙ୍କ ପାଇଁ ଭୁରସଙ୍ଗ ପତ୍ର ସେବନ କରିବା ମଧ୍ୟ ବହୁତ ଲାଭଦାୟକ ଅଟେ ।

୩. ଯଦି ଆପଣଙ୍କ କେଶ ଅଧିକ ଉ-ପୁ-ଡୁ-ଛି ତେବେ ଆପଣ ନି-ହା-ତି ଭୁରସଙ୍ଗ ପତ୍ର ସେବନ କରନ୍ତୁ । ଭୁରସଙ୍ଗ ପତ୍ର ର ସେବନ ଦ୍ଵାରା ଆପଣଙ୍କ କେଶ ଘନ, ଲମ୍ବା ଓ ଚମକଦାର ବନିଥାଏ । ଏହାକୁ ସେବନ କରିବା ଦ୍ଵାରା କେଶ ସମ୍ବନ୍ଧିତ ସମସ୍ତ ସମସ୍ଯା ଦୂର ହୋଇଥାଏ ।

୪. ଯଦି ଆପଣଙ୍କୁ ବ୍ଲ-ଡ ସୁ-ଗା-ର ର ସମସ୍ଯା ଅଛି ତେବେ ଆପଣ ଭୁରସଙ୍ଗ ପତ୍ରର ସେବନ ନିହାତି କରନ୍ତୁ । ଏହା ଆପଣଙ୍କ ବ୍ଲ-ଡ ସୁ-ଗା-ର କୁ କଣ୍ଟ୍ରୋଲ ରେ ରଖିବାରେ ବହୁତ ସହାୟକ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button