ବିଚାର

ରାସ୍ତାରୁ ଯଦି ପଇସା ପାଇଥାନ୍ତି, ଏହା ଆପଣଙ୍କୁ କେଉଁ ପ୍ରକାର ସୂଚନା ଦେଇଥାଏ : Sadhu Vani

ମନୁଷ୍ୟ ଜୀବନରେ ଭଲ ଓ ମନ୍ଦ ସବୁବେଳେ କିଛି ନା କିଛି ଲାଗି ରହିଥାଏ । ହେଲେ ଏହି ସବୁ ଘଟିବ ପୂର୍ବରୁ ପ୍ରକୃତିରୁ ବ୍ୟକ୍ତିକୁ କିଛି ପୂର୍ବ ସୂଚନା ମିଳିଯାଇଥାଏ । ଯାହାକୁ ଯଦି ଆମେ ପୂର୍ବରୁ ଜାଣିଥିବା । ତେବେ ସେହି ସଂକେତ ପାଇଲା ମାତ୍ରେ ଆମେ ନିଜ ଆଡୁ ସଚେତନ ହୋଇ ରହିବା ଉଚିତ । 1- ଘରେ ଲାଗିଥିବା କଣ୍ଟା ଯଦି ବାରମ୍ବାର ଖରାପ ହୋଇଥାଏ । କିମ୍ବା ଘଣ୍ଟାର କାଚ ଭାଙ୍ଗି ଯାଇଥାଏ । ଏହା ଅଶୁଭ ସଂକେତ ହେବା ସହ ପରିବାର ଉପରେ କିଛି ବିପଦ ଥିବାର ଦର୍ଶାଇ ଥାଏ ।

2- ରୋଷେଇ ଘରେ ଥିବା କାଚର ସାମଗ୍ରୀ ଗୋଟେ ପରେ ଗୋଟେ ଭାଙ୍ଗି ଯାଉଥିଲେ । ଏହା ଘରର ଆର୍ଥିକ ସ୍ଥିତି ଖରାପ ହେବାର ସୂଚନା ଦେଇଥାଏ । 3- ଯଦି ଅଚାନକ ଭାବେ କୌଣସି ପକ୍ଷୀ ଘର ଉପରେ ହାଡ ପକାଇଥାଏ । ତେବେ ଏହା ଘର ପାଇଁ ଆସୁଥିବା ବିପଦର ସୂଚନା ଦେଇଥାଏ ।

4- ଯଦି ନିଜ ପିଣଢୁଥିବା ପୋଷାକରେ ତୁଳା ଲାଗିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ଶୁଭ ସଂକେତ ହେବା ସହ କିଛି ଭଲ ଖବର ମିଳିବାର ସମ୍ଭାବନା ରହିଥାଏ । 5- ଚାବି ଗୁଚ୍ଛରେ ଯଦି ବାରମ୍ବାର ଜଙ୍କ ଲାଗୁଥାଏ । ତେବେ କୌଣସି ସମ୍ପର୍କୀୟଙ୍କ ଠାରୁ କିଛି ଜିନିଷ ପାଇବାର ସଂକେତ ମିଳିଥାଏ । 6- ଘରେ ଯଦି ଅଚାନକ ଭାବେ ମୂଷା ମାନଙ୍କର ସଂଖ୍ୟା ବୃଦ୍ଧି ହୋଇଯାଇଥାଏ । ତେବେ ଏହା ପରିବାର ଉପରେ କିଛି ବିପଦ ପଡିବାକୁ ଦର୍ଶାଇ ଥାଏ ।

7- ଯଦି ମୁହଁରେ ଅଧିକ ଲାଲ ଉତ୍ପନ ହେଉଥାଏ । ତେବେ ଆଗାମୀ ଦିନରେ ଧନହାନୀ ହେବାର ସଂକେତ ମିଳିଥାଏ । 8- ଯଦି ଧଳା ରଙ୍ଗର ପ୍ରଜାପତି ଉଡୁଥିବାର ଦେଖିବାକୁ ପାଇଥାନ୍ତି । ତେବେ ଏହା ବହୁତ ଶୁଭ ସଂକେତ ଅଟେ । ଆପଣଙ୍କର ଆଗକୁ ଭଲ ସମୟ ଆସିବାକୁ ଯାଉଥିବାର ସୂଚନା ଆପଣଙ୍କୁ ଦେଇଥାଏ ।

9- ଛୋଟ ବୁଢିଆଣୀ ମୁଣ୍ଡରେ ପଡିବାକୁ ବହୁତ ଶୁଭ ବୋଲି ମନା ଯାଇଥାଏ । ଯାହା ଧନ ପ୍ରାପ୍ତିର ସୂଚନା ଦେଇଥାଏ । 10- ଘରେ ବାଲଟିକୁ କେବେ ମଧ୍ୟ ଖାଲି କରି ରଖନ୍ତୁ ନାହିଁ । ତାହାକୁ ଓଲଟାଇ ବା ସେଥିରେ ଜଳ ଭର୍ତ୍ତି କରି ରଖନ୍ତୁ । ଏହା ଶୁଭ ହେବ ।

11- ରାସ୍ତାରେ ଯିବା ସମୟରେ କେଶରେ ଲଗାଯାଉଥିବା ପିନ ବା କ୍ଲିପ ମିଳିଲେ । ନୂତନ ବନ୍ଧୁ ହେବାର ସମ୍ଭାବନା ରହିଥାଏ । 12- ରାସ୍ତାରେ ଯିବା ସମୟରେ ପଇସା ବା ମୁଦ୍ରା ମିଳିବା ଦ୍ଵାରା ଅଶୁଭ ହୋଇଥାଏ । ଏଥିସହ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବାରେ ବିଳମ୍ବ ହୋଇଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button