ଜୀବନଶୈଳୀ

ଘରେ ଏହି ଜାଗାରେ ରଖିଦିଅନ୍ତୁ କଇଁଛ। ଏତେ ଟଙ୍କା ଆସିବ ସମ୍ଭାଳି ପାରିବେ ନାହିଁ। କେଉଁଠି ରଖିବେ କେଉଁ କଇଁଛ ଆଣିବେ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଏହି ଜାଗାରେ ରଖିଦିଅନ୍ତୁ କଇଁଛ। ଏତେ ଟଙ୍କା ଆସିବ ସମ୍ଭାଳି ପାରିବେ ନାହିଁ। କେଉଁଠି ରଖିବେ କେଉଁ କଇଁଛ ଆଣିବେ।

ହିନ୍ଦୁ ଧର୍ମ ବ୍ୟତୀତ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କଇଁଛ ମୁଦି ପିନ୍ଧିବା କଇଁଛର ପ୍ରତିମାକୁ ଘରେ ରଖିବାକୁ ବହୁତ ଶୁଭ ମାନାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନଙ୍କର ଏକଁ ରୂପ କଇଁଛ ଥିଲା। ଭଗବାନ ବିଷ୍ଣୁ କଇଁଛର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରାଚଳ ପର୍ବତକୁ ନିଜ ପିଠି ଉପରେ ଧାରଣ କରିଥିଲେ। ଏହା ଦ୍ବାରା ସମୁଦ୍ର ମନ୍ଥନର ସମସ୍ତ ସମସ୍ୟା ଦୂର କରିଥିଲେ।

ଏହା ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଯେଉଁ ଘରେ କଇଁଛ ଅବା କଇଁଛର ପ୍ରତିମା ରହିଥାଏ ସେହି ଘରେ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ ଏବଂ ଆଜି ଆମେ ଜାଣିବା କଇଁଛ ଅବା କଇଁଛର ପ୍ରତିମା ଘରେ ରଖିବା ଦ୍ବାରା କଣ ସେହି ୧୦ ଟି ଲାଭ ମିଳିଥାଏ। ଏହା ସହିତ ଜାଣିବା କଇଁଛକୁ କେଉଁ ଦିଗରେ ରଖିଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

କଇଁଛ ହେଉ ଅବା କଇଁଛର ପ୍ରତିମା ହେଉ କେବଳ ଗୁରୁବାର ଦିନ ହିଁ ଘରକୁ ଆଣିବେ କାରଣ ଏହି ଦିନ ଭଗବାନ ବିଷ୍ଣୁଙ୍କର ଦିନ ଅଟେ।

କୁହାଯାଏକି ଘରେ କଇଁଛକୁ ରଖିବା ଦ୍ୱାରା ଘରର ସଦସ୍ୟଙ୍କ ଆୟୁ ବୃଦ୍ଧି ହୋଇଥାଏ। ଏହା ସହିତ ଅନେକ ରୋଗ ମଧ୍ୟ ଶେଷ ହୋଇଯାଏ।

କଇଁଛ ଘରେ ରଖିଲେ ଧନର ପ୍ରାପ୍ତି ହୋଇଥାଏ। କାରଣ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କ କୃପା ବି ମିଳିଥାଏ।

କଇଁଛ ବହୁତ ଶୁଭ ହୋଇଥାଏ ଏହାକୁ ପାଖରେ ରଖିଲେ ଚାକିରୀ ଏବଂ ପରୀକ୍ଷାରେ ସଫଳତା ମିଳିଥାଏ।

ଯେଉଁ ବ୍ୟକ୍ତି କଇଁଛର ପ୍ରତିଦିନ ଦର୍ଶନ କରିଥାଏ ତା ଉପରେ ସକରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଉପରେ କିମ୍ବା ଘର ଉପରେ ଲାଗିଥିବା ନଜର ତୁରନ୍ତ ଦୂର ହୋଇଯାଏ।

ଋଣରେ ଥିବା ବ୍ୟକ୍ତିଙ୍କୁ ନିଜ ଘରେ କଇଁଛକୁ ଅବଶ୍ୟ ରଖିବା ଉଚିତ। କାରଣ ଏହା ଆପଣଙ୍କ ସମସ୍ତ କଷ୍ଟକୁ ଦୂର କରିଥାଏ।

ଯଦି ଆପଣ ନୂଆ ବ୍ୟାପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତ ଚାନ୍ଦିର କଇଁଛ ରଖିବା ଉଚିତ।

କଇଁଛକୁ ଘରେ ରଖିଲେ ପରିବାରରେ ସର୍ବଦା ସୁଖ ଶାନ୍ତି ବନି ରହିଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଗମ୍ଭୀର ହୋଇଥାଏ।

କଇଁଛର ପିଠି ବହୁତ ଶକ୍ତିଶାଳୀ ହୋଇଥାଏ। ସେଥିପାଇଁ ଆମ ଉପରେ ଆସୁଥିବା ବଡ଼ରୁ ବଡ଼ ସମସ୍ୟାକୁ ସେ ସହି ପାରିଥାଏ।

ଘରେ କଇଁଛ ରହିଲେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି।

ଘରେ ସର୍ବଦା ଚାନ୍ଦି କିମ୍ବା ପିତଳର କଇଁଛ ହିଁ ରଖନ୍ତୁ।

କଇଁଛକୁ ପୂଜା କରିବା ପରେ ହିଁ ସ୍ଥାପନା କରନ୍ତୁ।

ଏହି କଇଁଛକୁ ଉତ୍ତର ଦିଗ ପୂର୍ବ ଦିଗ କିମ୍ବା ଉତ୍ତର ପୂର୍ବ କୋଣ ବା ଐଶ୍ଵଣ୍ୟ କୋଣ ରେ ରଖିବା ଉଚିତ ।

କଇଁଛକୁ କବାଟ କିମ୍ବା ଘର ମୁଖ ପାଖରେ ରଖିବା ଉଚିତ।

ଏହି ରାଶିର ଲୋକେ କେବେବି କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ। ନଚେତ ହେବାକୁ ଥିବା କାମ ବି ବିଗିଡି ଯାଇପାରେ। ବର୍ବାଦ ନିଶ୍ଚୟ ହୋଇଯିବେ। ସେଥିପାଇଁ କୌଣସି ବି ରତ୍ନ ପିନ୍ଧିବା ପୂର୍ବରୁ ନିଜର ରାଶି ଅନୁସାରେ ପିନ୍ଧିବା ଉଚିତ।

ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କଇଁଛ ମୁଦି ନିଶ୍ଚୟ ଧାରଣ କରିବା ଉଚିତ। ବୃଷ ରାଶି ମିଥୁନ ରାଶି କର୍କଟ ରାଶି ସିଂହ ରାଶି ତୁଳା ରାଶି ଧନୁ ରାଶି ମକର ରାଶି ଏବଂ କୁମ୍ଭ ରାଶି। ଏହି ୮ ଟି ରାଶି କଇଁଛ ମୁଦି ଧାରଣ କରିଲେ ମିଳିଥାଏ ସଫଳତା।

ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ। ବିଛା ରାଶି ମୀନ ରାଶି ମେଷ ରାଶି ଏବଂ କନ୍ୟା ରାଶି। ଏହି ରାଶିର ଲୋକେ ଭୁଲରେ ବି କଇଁଛ ମୁଦି ଧାରଣ କରିବା ଉଚିତ ନୁହେଁ। ନଚେତ ଏହାର ଓଲଟା ପ୍ରଭାବ ପଡିଥାଏ। ଘରେ କ୍ଳେଶ ବଢ଼ିପାରେ। କାମରେ ଅସଫଳତା ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button